Gk Questions & Answers- କେଉଁ 2 ଟି ସଂଖ୍ଯାକୁ ନିଜ ଭିତରେ ଗୁଣନ କଲେ ଉତ୍ତର 19 ହେବ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଅଙ୍ଗ କଣ ଅଟେ?

ଉତ୍ତର- ଲିବର ।

୨. ଦୁନିଆ ରେ ସର୍ବ ପ୍ରଥମେ ବାହାଘର କାର୍ଡ କିଏ ଛପାଇ ଥିଲେ?

ଉତ୍ତର- ୧୬୪୨ ଲୁଡ଼ବିଙ୍ଗ ବାଁ ସିଜନ ।

୩. ଦୁନିଆ ରେ ସବୁଠାରୁ ଶସ୍ତା କାଜୁ କେଉଁଠାରେ ମିଳିଥାଏ?

ଉତ୍ତର- ଝାଡ଼ଖଣ୍ଡ ।

୪. ଦୁନିଆ ରେ କେତେ ପ୍ରତିଶତ ଅନ୍ଧ ବ୍ୟକ୍ତି ଅଛନ୍ତି?

ଉତ୍ତର- ୨%

୫. ରାଷ୍ଟ୍ରପତି ଭବନ ର ଉପରୁ ଉଡାଯାହାଜ କଣ ପାଇଁ ଓଲ୍ହା ଯାଇନଥାଏ?

ଉତ୍ତର- ରାଷ୍ଟ୍ରପତି ଭବନ ର କୌଣସି କ୍ଷତି ନ ହେଉ ବୋଲି ।

୬. ଯେସିବି ର ଖୋଜ କେବେ ହୋଇଥିଲା?

ଉତ୍ତର-୧୯୪୫ ମସିହାରେ ।

୭. ଯେଉଁମାନେ ଜିମ୍ ଯାଆନ୍ତି ସେମାନେ ଅଣ୍ଡା ର ହଳଦିଆ ଭାଗ କଣ ପାଇଁ ଖାଆନ୍ତି ନାହିଁ?

ଉତ୍ତର- ମୋଟାପଣ ନ ବଢ଼ିବା ପାଇଁ ।

୮. ଚାନ୍ଦ ରେ ପୃଥିବୀ ର କେଉଁ ଏଲିମେଣ୍ଟ ମିଳିଛି?

ଉତ୍ତର- ଅକ୍ସୀଜେନ ।

୯. କେଉଁ ପ୍ରାଣୀ ର ଦାନ୍ତ ନାଲି ଅଟେ?

ଉତ୍ତର- ଡାଇଫର ।

୧୦. ମାତା ସୀତା କାହାର ପୁତ୍ରୀ ଅଟନ୍ତି?

ଉତ୍ତର- ଜନକ ।

୧୧. ମଶା ମାନେ ମୁଣ୍ଡ ଉପରେ କଣ ପାଇଁ ଘୁରି ବୁଲନ୍ତି?

ଉତ୍ତର- ଶରୀରର ଦୁର୍ଗନ୍ଧ କାରଣରୁ ।

୧୨. ଭାରତରେ ସବୁଠାରୁ ବଡ଼ ଵିଲ୍ଡିଂ ରେ କେତୋଟି ରୁମ୍ ରହିଥାଏ?

ଉତ୍ତର- ୩୮୦ ରୁ ଅଧିକ ।

୧୩. ଜିମ୍ ରେ ଆଇନା କଣ ପାଇଁ ରଖା ଯାଇଥାଏ?

ଉତ୍ତର- ବଡି କୁ ଠିକ ଭାବରେ ଦେଖିବା ପାଇଁ ।

୧୪. ଆଖିରେ ଧୂଆଁ ବାଜିଲେ ଆଖି ପୋଡ଼ିଥାଏ କଣ ପାଇଁ?

ଉତ୍ତର- କାରଣ ଧୂଆଁ ରେ କାର୍ବନ ରହିଥାଏ ।

୧୫. କେଉଁ ଦେଶରେ ସବୁଠାରୁ ଅଧିକ ଟ୍ରେନ ଚାଲିଥାଏ?

ଉତ୍ତର- ଜାପାନ ।

୧୬. କେଉଁ ପ୍ରାଣୀ ୬ ଦିନ ପର୍ଯ୍ୟନ୍ତ ନିଜର ନିଶ୍ୱାସ ଅଟକାଇ ରଖିପାରେ?

ଉତ୍ତର- ବିଚ୍ଛା ।

୧୭. କେଉଁ ସ୍ଥାନରେ ଧଳା ହାତୀ ଦେଖିବାକୁ ମିଳିଥାଏ?

ଉତ୍ତର- ଥାଇଲାଣ୍ଡ ।

୧୮. କେଉଁ ଦେଶରେ ଚା ପିଇବା ଅପରାଧ ଅଟେ?

ଉତ୍ତର- ମେକ୍ସିକୋ ।

୧୯. ଦୁନିଆ ରେ କେତେ ପ୍ରକାରର ସାପ ଦେଖିବାକୁ ମିଳିଥାଏ?

ଉତ୍ତର- ୩୦୦୦ ରୁ ବି ଅଧିକ ।

୨୦. ଦେଶରେ ଫାଶୀ ର ଦଣ୍ଡ ରୁ କିଏ ମୁକ୍ତି ଦେଇପାରେ?

ଉତ୍ତର- ରାଷ୍ଟ୍ରପତି ।

୨୧. ସାର୍ବଜନୀନ ଗଛ କାଟିବା ଦ୍ବାରା କଣ ହୋଇଥାଏ?

ଉତ୍ତର- ଜୋରିମାନା ଦେବାକୁ ପଡ଼ିଥାଏ ।

୨୨. ଆମେରିକା ରେ ଲୋକମାନେ ମଙ୍ଗଳବାର ଦିନ ହିଁ କଣ ପାଇଁ ଭୋଟ ଦେଇଥାନ୍ତି?

ଉତ୍ତର- ଫ୍ରୀ ହେବା କାରଣରୁ ।

୨୩. ସାଇ ବାବା କେଉଁ ମାନଙ୍କର ସେବା କରନ୍ତି?

ଉତ୍ତର- ଦୁଃଖୀ ଓ ରୋଗୀ ମାନଙ୍କର ।

୨୪. ୨୪ଟି ଡବା ଥିବା ଏକ୍ସପ୍ରେସ ଟ୍ରେନ ର ଦାମ କେତେ ଅଟେ?

ଉତ୍ତର- ୬୮ କୋଟି ।

୨୫. କେଉଁ ଦୁଇଟି ସଂଖ୍ୟା କୁ ଗୁଣନ କରିଲେ ଉତ୍ତର ୧୯ ହୋଇଥାଏ?

ଉତ୍ତର- ୧୯×୧= ୧୯ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।