ଜାଣନ୍ତୁ କେଉଁ ଇଣ୍ଡିଆନ କ୍ରିକେଟର ଅଟନ୍ତି ସବୁଠୁ ଅଧିକ ଶିକ୍ଷିତ ?

ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜର ସାନଦାର ପର୍ଫୋମାଂସ ପାଇ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ ସ୍ଥାନ ସୃଷ୍ଟି କରି ପାରିଛନ୍ତି । କେତେକେ ଖେଳାଳି ନିଜର ଷ୍ଟିଆଲ, ଲୁକ, ବ୍ୟକ୍ତିତ୍ବ ପାଇଁ ମଧ୍ୟ ଅଧିକ ଫ୍ୟାମସ ହୋଇ ପଡ଼ିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଖେଳାଳି ମାନଙ୍କ ମଧ୍ୟରୁ କିଏ ଅଧିକ ଶିକ୍ଷା ଲଭ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ୧- “ଅଜୀଙ୍ଗ ରାହାନି” : ଭାରତୀୟ ଟିମର ସାନଦାର ଖେଳାଳି ଭାବେ ଅଜୀଙ୍ଗ ରାହାନି ପରିଚିତ ଅଟନ୍ତି । ସେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୨- “ମେହେଙ୍କ ଅଗ୍ରୱାଲ” : ଏହି ଖେଳାଳି ଜଣକ ଆପିଏଲ ଓ ଟେଷ୍ଟରେ ବହୁତ ଭଲ ପ୍ରଦର୍ଶନ କରନ୍ତି । ସେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୩- “ଭୁବନେଶ୍ବର କୁମାର” : ଇଣ୍ଡିଆନ ଟିମର ବହୁତ ଭଲ ବୋଲର ଭାବେ ଭୁବନେଶ୍ବର କୁମାର ପରିଚିତ ଅଟନ୍ତି । ସେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୪- “ଦିନେଶ କାର୍ତ୍ତିକ” : ଏହି ଖେଳାଳି ଜଣକ ଇଣ୍ଡିଆ ଟିମରେ ବହୁତ ଭଲ ପ୍ରଦର୍ଶନ କରନ୍ତି । ସେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୫- “ଇଶାନ୍ତ ଶର୍ମା” : ଏହି ଖେଳାଳି ଜଣକ ବହୁତ ମଜାଦାର ଭାବେ ଇଣ୍ଡିଆ ଟିମରେ ଖେଳନ୍ତି । ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୬- “ଉମେଶ ଯାଦବ” : ଏହି ଖେଳାଳି ଜଣକ ଇଣ୍ଡିଆ ଟିମର ଭଲ ବୋଲର ଅଟନ୍ତି । ସେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୭- “ରେଶବ ପନ୍ଥ” : ରେଶବ ପନ୍ଥ ପିଲାଦିନୁ କ୍ରିକେଟ ପ୍ରତି ଆଗ୍ରହୀ ଥିବାରୁ ଅଧିକ ପାଠପଢି ନାହାନ୍ତି ।

୮- “କୁଳଦୀପ ଯାଦବ” : କୁଳଦୀପ ଯାଦବ ଭାରତୀୟ ତିମର ଜଣେ ଭଲ ସ୍ପିନର ଅଟନ୍ତି । ସେ ଅଧିକ ପାଠପଢି ନାହାନ୍ତି ।

୯- “ଶ୍ରେୟସ ଅୟର” : ଭାରତୀୟ ଟିମର ଜଣେ ଭଲ ଖେଳାଳି ଭାବେ ଶ୍ରେୟସ ଅୟର ପରିଚିତ ଅଟନ୍ତି । ସେ ଅର୍ଥନୀତିରେ ଗ୍ରାଜୁସନ କରିଛନ୍ତି ।

୧୦- “ମନିଷ ପାଣ୍ଡେ” : ମନିଷ ପାଣ୍ଡେ ବହୁତ ଭଲ ଖେଳାଳି ଅଟନ୍ତି । ସେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୧୧- “କେ.ଏଲ.ରାହୁଲ” : ଏହି ଖେଳାଳି ଜଣକ ଇଣ୍ଡିଆ ଟିମରେ ଟି-୨୦ ମ୍ଯାଚରେ ଭଲ ପ୍ରଦର୍ଶନ କରନ୍ତି । ସେ କମର୍ଶରେ ଗ୍ରାଜୁସନ କରିଛନ୍ତି ।

୧୨- “ମହମ୍ମଦ ସୋମୀ” : ଭାରତୀୟ ଟିମରେ ଏହି ଖେଳାଳି ଜଣକ ବହୁତ ଭଲ ବୋଲିଂ କରନ୍ତି । ସେ ଅଧିକ ପାଠପଢି ନାହାନ୍ତି ।

୧୩- “ଜସପ୍ରିତ ଗୁମରା” : ଭାରତୀୟ ଟିମର ଜବରଦସ୍ତ ବୋଲର ଭାବେ ଜସପ୍ରିତ ଗୁମରାଙ୍କୁ ଜଣାଯାଏ । ସେ ସ୍କୁଲରେ ନିଜର ପାଠପଢା ଶେଷ କରିଛନ୍ତି ।

୧୪- “ରବୀନ୍ଦ୍ର ଜାଡେଜା” : ପୁରା ଭାରତରେ ରବୀନ୍ଦ୍ର ଜାଡେଜା ନିଜ ଖେଳ ପାଇଁ ପ୍ରସିଦ୍ଧ ଅଟନ୍ତି । ସେ ସ୍କୁଲରେ ହିଁ ପାଠ ପଢିଛନ୍ତି।

୧୫- “ହାର୍ଦିକ ପାଣ୍ଡେ” : ଇଣ୍ଡିଆ ଟିମର ଜଣେ ଭଲ ପ୍ଲେୟର ଭାବେ ହାର୍ଦିକ ପାଣ୍ଡେ ପରିଚିତ ଅଟନ୍ତି । ସେ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।

୧୬- “ବିରାଟ କୋହଲି” : ସବୁଠାରୁ ଜବରଦସ୍ତ ଖେଳ ଖେଳି ବିରାଟ କୋହଲି ପୁରା ବିଶ୍ବରେ ନାଁ କରିଛନ୍ତି । ସେ ୧୨ ଶ୍ରେଣୀ ପର୍ଯ୍ଯନ୍ତ ପଢିଛନ୍ତି ।

୧୭ – “ମହେନ୍ଦ୍ର ସିଂ ଧୋନୀ” : ଇଣ୍ଡିଆନ ଟିମର ଭଲ କପ୍ତାନ ଭାବେ ଧୋନୀଙ୍କୁ ଜଣାଯାଏ । ସେ ୧୨ ଶ୍ରେଣୀ ପର୍ଯ୍ଯନ୍ତ ପଢିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ