କେତେ ନିର୍ଦୟ ଅଟନ୍ତି ପାକିସ୍ତାନର ସମାଜ….. ଯେଉଁଠି ଜଣେ ବାପା ଏବଂ ଭାଇ ନିଜ ଘରର ଝିଅକୁ ବି ଛାଡିଲେ ନାହିଁ, ଜାଣିଲେ ଆପଣ ବି କହିବେ…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚିନ୍ତାର ମାହୋଲ ଅଛି । ଏମିତିରେ ଆମେ ଆପଣଙ୍କୁ ପାକିସ୍ତାନର ଏମିତି ଏକ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପାକିସ୍ତାନର ଝିଅ ସାମିୟା ଶାହିଦଙ୍କର ମୁର୍ତ୍ୟୁ ଉପରେ ତିଆରି ଏକ ଡକ୍ଯୁମେଂଟ୍ରୀ ବର୍ତ୍ତମାନ ହିଁ ସମସ୍ତଙ୍କ ସାମନାକୁ ଆସିଛି । ଏଥିରେ ସାମିୟାଙ୍କର ଦ୍ଵିତୀୟ ସ୍ଵାମୀ ପ୍ରଥମ ଥର ତାଙ୍କ ସହିତ ହୋଇଥିବା ଅତ୍ୟାଚାର ଏବଂ ତାଙ୍କର ଶେଷ ଦିନ ଗୁଡିକ ବିଷୟରେ କହିଛନ୍ତି ।

ସାମିୟାଙ୍କର ଷଡଯନ୍ତ୍ର ଅନୁସାରେ ପିତା ସହିତ ଦେଖା କରିବା ପାଇଁ ତାଙ୍କୁ ପାକିସ୍ତାନ ଡକା ଯାଇଥିଲା, ଯେଉଁଠି ତାଙ୍କୁ କେବଳ ବଳତ୍କାର ଏବଂ ଟର୍ଚରର ଶିକାର ହେବାକୁ ପଡିଲା, ଏବଂ ୬ ଦିନ ମଧ୍ୟରେ ତାଙ୍କର ଜୀବନ ମଧ୍ୟ ଚାଲିଗଲା । ତାଙ୍କୁ ମାରିବା ପାଇଁ ଏହା ପୁରା ଷଡଯନ୍ତ୍ର ତାଙ୍କର ପ୍ରଥମ ସ୍ଵାମୀ ଏବଂ ପରିବାର ଲୋକେ ରଚିଥିଲେ । ତାଙ୍କର ୪ ଭାଇ ଏବଂ ପିତା ତାଙ୍କ ସହିତ ୬ ଦିନ ପର୍ଯ୍ୟନ୍ତ ବଳତ୍କାର କରିଥିଲେ ।

Image courtesy: Google

୨୮ ବର୍ଷର ସାମିୟା ଦୁବାଇରେ ନିଜର ଦ୍ଵିତୀୟ ସ୍ଵାମୀ ସଈଦ ମୁଖ୍ତାର କଜମଙ୍କ ସହିତ ରହୁଥିଲେ । ହଠାତ ତାଙ୍କୁ ତାଙ୍କ ପିତାଙ୍କର ରୋଗ ବିଷୟରେ କହି ଡ଼ାକିଥିଲେ । ସଈଦ କହିଲେ କି ଯେତେବେଳେ ସେ ପାକିସ୍ତାନକୁ ଯିବା ପାଇଁ ସାମିୟାଙ୍କୁ ଏୟରପୋର୍ଟ ଛାଡିବାକୁ ଯାଇଥିଲି, ତେବେ ସେ ବହୁତ ଡର ଏବଂ ନିଜକୁ ବହୁତ ହେଲ୍ପଲେସ ଅନୁଭବ କରୁଥିଲେ ।

Image courtesy: Google

ସାମିୟାଙ୍କର ତାଙ୍କର ପରିବାର ଷଡଯନ୍ତ୍ର ଅନୁସାରେ ଡ଼ାକିଥିଲେ, ଯେଉଁଥିରେ ସେମାନେ ତାହାର ଦ୍ଵିତୀୟ ବାହାଘରର ନିଷ୍ପତିରେ ହୋଇଥିବା ଅପମାନର ପ୍ରତିଶୋଧ ନେଇ ପାରିବେ ।

ପିତା ଏବଂ ଭାଇମାନେ ହିଁ କରିଲେ ସୀମା ପର :

ପାକିସ୍ତାନ ପହଞ୍ଚିବା ପରେ ହିଁ ସାମିୟାର ପ୍ରଥମ ସ୍ଵାମୀ ଶକିଲ ପ୍ରଥମେ ହିଁ ତାଙ୍କୁ ନିଜର ହବସର ଶିକାର କରିଲେ ଏବଂ ତାଙ୍କୁ ମାରିଦେଲେ । ଶକିଲଙ୍କୁ ଏହି କାମରେ ସାମିୟାଙ୍କର ପିତା ଏବଂ ଭାଇମାନେ ପୁରା ସାହାର୍ଯ୍ୟ କରିଥିଲେ । ପରେ ସାମିୟାଙ୍କର ପ୍ରଥମ ସ୍ଵାମୀଙ୍କୁ ଏବଂ ତାଙ୍କର ପିତାଙ୍କୁ ମର୍ଡରର କନେକ୍ଶନରେ ଆରେଷ୍ଟ କରା ଯାଇଛି । କିନ୍ତୁ ତାଙ୍କର ପରିବାର ଲୋକ ଏହି ସମୟରେ ତାଙ୍କ ଉପରେ ଲାଗିଥିବା ଆରୋପକୁ ମାନୁ ନାହାନ୍ତି ।

Image courtesy: Google

କଣ ଅଟେ ପୁରା କାହାଣୀ :

ପାକିସ୍ତାନର ଦେଶର ବ୍ରିଟିଶ ମୁସ୍ଲିମ ସାମିୟାଙ୍କର ପରିବାର ୨୦୧୨ରେ ତାଙ୍କର ବାହାଘର ପାକିସ୍ତାନର କଜିନ ଶକିଲଙ୍କ ସହିତ କରିଦେଲେ । ବାହାଘର ପରେ ଯେତେବେଳେ ସେ uk ଫେରିଲେ, ତେବେ ତାଙ୍କ ସହିତ ଲଣ୍ଡନର ସଈଦ ମୁଖ୍ତାରଙ୍କ ସହିତ ଦେଖା ହେଲା ଏବଂ ଦୁଇଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଗଲା । ମେ ୨୦୧୪ରେ ସାମିୟା ଲୋକାଲ ଇମାମଙ୍କୁ ଦେଖା କରିଲେ ଏବଂ ଶରିୟା ଲ ଅନୁସାରେ ପରିବାରଙ୍କ ସୂଚନା ବିନା ସ୍ଵାମୀଙ୍କ ସହିତ ତଲାକ ଦେବା ପାଇଁ କଥାବାର୍ତ୍ତା କରିଲେ ।

Image courtesy: Google

ଏହା ପରେ ସେପ୍ଟେମ୍ବର ୨୦୧୪ରେ ସାମିୟା ଏବଂ ମୁଖ୍ତାର ସୀକ୍ରେଟ ସେରେମନୀରେ ବିବାହ କରିନେଲେ । ବାହାଘର ପରେ ପରିବାର ଲୋକେ ତାଙ୍କ ଠାରୁ ସମ୍ପର୍କ ଭାଙ୍ଗି ଦେଲେ । କିନ୍ତୁ ପରିବାରଙ୍କୁ ନ କହି ତଲାକ ନ ଦେଇ ଏବଂ ଅନ୍ୟ ବିବାହ କରିବା ପାଇଁ ତାଙ୍କୁ କ୍ଷମା କରାଗଲା ନାହିଁ । ଏହାର ପ୍ରତିଶୋଧ ନେବା ପାଇଁ ସେମାନେ ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଲେ ।

ପରିବାର ସହିତ ଦେଖା କରିବା ପାଇଁ ଥିଲେ ଖୁସିରେ :

ସଈଦ ଡକ୍ଯୁମେଂଟ୍ରୀରେ କହିଲେ କି କେମିତି ତାଙ୍କ ସ୍ତ୍ରୀ ସବୁକିଛି ଭୁଲି ନିଜର ପରିବାରଙ୍କୁ ଦେଖା କରିବା ପାଇଁ ଯାଉଥିଲେ । ଦ୍ଵିତୀୟ ବାହାଘର ପରେ ପରିବାର ଲୋକମାନେ ତାଙ୍କ ସହିତ ସବୁ ସମ୍ପର୍କ ଭାଙ୍ଗି ଦେଇଥିଲେ । ପୋଷ୍ଟଟିକୁ ଶେୟାର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।