କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବଢିଲା ମହଙ୍ଗା ଭତ୍ତା… ଦେଖନ୍ତୁ କେତେ ବଢିଛି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବ ଆମେ ଦେଶର ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଚାକିରି ସରିବା ପରେ ପେନସନ ମିଳିଥାଏ । ଆଉ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଭତ୍ତା ଆକାରରେ ଟଙ୍କା ମିଳିଥାଏ ସରକାର ଙ୍କ ତରଫରୁ । କିନ୍ତୁ ବର୍ତ୍ତମାନ କିଛି ସମୟ ହେବ କେନ୍ଦ୍ର ସରକାର ଭଟ୍ଟାଭତ୍ତା ନିୟମ ରେ କିଛି ନିୟମ ପରିବର୍ତ୍ତନ କରିଛନ୍ତି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ସୋସିଆଲ ମିଡିଆ ରେ ଗତ କିଛି ସମୟ ହେବ ଭତ୍ତା ନିୟମକୁ ନେଇ ଏକ ବଡ ସୂଚନା ଜାରି କରା ଯାଇଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ସୂଚନା ଅନୁଯାୟୀ ବଢିଲା କେନ୍ଦ୍ରିୟ କର୍ମଚାରୀ ମାନଙ୍କ ର ମହଙ୍ଗା ଭତ୍ତା । କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବା DR ଏବଂ ମହଙ୍ଗା ସହୟତା 4 ପ୍ରତିଶତ ଲେଖାଏଁ ବୃଦ୍ଧି ପାଇଛି ।

ଫଳରେ ମହଙ୍ଗା ଭତ୍ତା ଏବେ 38 ରୁ 42 ପ୍ରତିଶତ ବୃଦ୍ଧି ପାଇଛି । ମହଙ୍ଗା ଭତ୍ତା ବୃଦ୍ଧି ଦ୍ଵାରା 1 କୋଟି 17 ଲକ୍ଷ ରୁ ଅଧିକ କର୍ମଚାରୀ ଓ ପେନସନ ଭୋଗ୍ୟ ଉପକୃତ ହେବେ । ବର୍ତ୍ତମାନର ବର୍ଦ୍ଧିତ ଦର 2023 ମସିହା ଜାନୁଆରୀ 1 ତରାଇଖ ରୁ ଲାଗୁ ହେବ । ଫଳରେ ପ୍ରତି ବର୍ଷ ସରକାରଙ୍କ ର ଉପରେ 12 ହଜାର 800 15 କୋଟି ଟଙ୍କାର ବୋଝ ପଡିବ ।

ତେବେ ଏହା ଦ୍ଵାରା କେନ୍ଦ୍ର ସରକାରଙ୍କ ର ପ୍ରାୟ 47.58 ଲକ୍ଷ କର୍ମଚାରୀ ଏବଂ 79.76 ଲକ୍ଷ ପେନସନ ଭୋଗୀ ଉପକୃତ ହେବେ । ଅର୍ଥାତ ପ୍ରାୟ 1.17 କୋଟି କର୍ମଚାରୀ ଏଥି ଦ୍ଵାରା ଲାଭବାନ ହେବେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧକ୍ଷତା ରେ ଆସିଥିବା କେନ୍ଦ୍ର କ୍ଯାବିନେଟ ବୈଠକ ରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆ ଯାଇଛି ।

DR ଅତିରିକ୍ତ କିସ୍ତି କୁ ସରକାର ଚଳିତ ବର୍ଷ ଜାନୁଆରୀ ପହିଲା ରୁ ଜାରି କରିବେ । ସପ୍ତମ ବେତନ ଆୟକଙ୍କ ପ୍ରସ୍ତାବ ଆଧାର ରେ ଭତ୍ତା ରେ ଏଭଳି ବୃଦ୍ଧି ହେବାକୁ ନିସ୍ପତି ନିଆ ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ ନିଶ୍ଚୟ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।