ସଙ୍କଟର ବର୍ଷ ହେଉଛି ୨୦୨୦, କେମିତି ରହିବ ଆଗାମୀ ୬ ମାସ

ବର୍ତ୍ତମାନ ସମୟରେ ମହାମାରୀ ଭୂତାଣୁ ପାଇଁ ସାରା ଦୁନିଆ ଭୟଭୀତ ହୋଇ ପଡିଛି । ମହାମାରୀ ମହାମାରୀ ବହୁତ ଲୋକଙ୍କର ଜୀବନ ମଧ୍ୟ ନେଇ ସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଚିକିତ୍ସାର ଉପାୟ ମିଳିନାହିଁ । ଏହି ମହାମାରୀ ୨୦୨୦ ମସିହା ପାଇଁ ବହୁତ ହାନିକାରକ ହୋଇ ସାରିଛି । ଜ୍ୟୋତିଷ ମାନେ କହିଛନ୍ତି କି ବର୍ଷ ଆରମ୍ଭ ପୂର୍ବରୁ ଡିସେମ୍ବର ମାସରେ ହୋଇଥିବା ସୂର୍ଯ୍ୟ ପରାଗ ସବୁ ସମସ୍ୟାର କାରଣ ହୋଇଛି ଯାହାଦ୍ୱାରା ସାରା ଦେଶ ମହାମାରୀ ମହାମାରୀ ଭୟରେ ଆତଙ୍କିତ ହେଉଛି ।

ଆଗାମୀ ଜୁନ ମାସରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ମଧ୍ୟ ହେବ । ଚନ୍ଦ୍ରଗ୍ରହଣ କେବଳ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେବ କିନ୍ତୁ ସୂର୍ଯ୍ୟପରାଗ ବହୁତ ମହତ୍ଵପୂର୍ଣ ହେବ । କାରଣ ୨୧ ଜୁନରେ ହେବାକୁ ଥିବା ସୂର୍ଯ୍ୟପରାଗ ମିଥୁନ ରାଶିରେ ହେବ ଏବଂ ସେହି ସମୟରେ ୬ଟି ଗ୍ରହ ବକ୍ରୀ ଅବସ୍ଥାରେ ରହିବେ ଏବଂ ଏହା ଏକ ସାମାନ୍ୟ କଥା ନୁହେଁ । ଏହାର ବହୁତ ଭୟାବହ ପରିଣାମ ହୋଇପାରେ ।

ସୂର୍ଯ୍ୟ ପରାଗର ପ୍ରଭାବ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ପ୍ରାୟ ୬ରୁ ୭ ମାସ ପର୍ଯ୍ୟନ୍ତ ଏହାର ଖରାପ ଏବଂ ଭଲ ପ୍ରଭାବ ମଧ୍ୟ ପଡିଥାଏ । ଏହି ବର୍ଷ ଜୁନ ମାସରେ ପଡୁଥିବା ସୂର୍ଯ୍ୟପରାଗ ୨୦୨୧ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ପରିସ୍ଥିତିକୁ ପ୍ରଭାବିତ କରିବ । ଏହି ସମୟରେ ବଡ ପ୍ରାକୃତିକ ଲାଭ ହୋଇ ପାରେ ।

ପ୍ରଥମେ ଲୋକ ମାନଙ୍କୁ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ହେବ ଏବଂ ତା ସହିତ ମହାମାରୀ ଭୂତାଣୁ ପ୍ରତି ସାବଧାନ ମଧ୍ୟ ରହିବାକୁ ପଡିବ । କାରଣ ଆଗାମୀ କିଛି ଦିନ ଆମ୍ଭ ମାନଙ୍କ ପାଇଁ ବହୁତ ମହତ୍ଵପୂର୍ଣ ହେବ । ଲକଡାଉନ ଖୋଲିବା ପରେ ମଧ୍ୟ ଲୋକମାନେ ସଚେତନ ରହିବା ଦରକାର । ଯଦି ଲୋକ ମାନେ ସଚେତନ ନ ରହିବେ ତାହେଲେ ଆମ ଦେଶ ପାଇଁ ବହୁତ ବିପଦ ଆସିବ । ମହାମାରୀ ଭୂତାଣୁ ସହିତ ଲଢିବା ପାଇଁ ନିଜକୁ ଦୃଢ କରିବା ସହିତ ଲକଡାଉନ ସମୟରେ କରାଯାଇ ଥିବା ସବୁ ନିୟମକୁ ମଧ୍ୟ ମାନିବା ପାଇଁ ପଡିବ । ଯଦି ଆପଣ ସଚେତନ ରହିବେ ତାହେଲେ ମହାମାରୀ ସଂକ୍ରମଣକୁ ବଢିବାରୁ ଅଟକା ଯାଇ ପାରିବ ।

ଆଗାମୀ ଦିନ ଆମ୍ଭ ମାନଙ୍କ ପାଇଁ ବହୁତ ଭୟାନକ ରହିବ ଏବଂ ମହାମାରୀ ଭୂତାଣୁ ମଧ୍ୟ ଆହୁରି କିଛି ଦିନ ରହିବ । ଏଥିପାଇଁ ଆମେ ସମସ୍ତେ ମିଶି ଏହି ସମସ୍ୟାକୁ ଦୂର କରିବା ପାଇଁ ନିହାତି ଭାବେ ଚେଷ୍ଟା କରିବା ଉଚିତ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।