କେହି ତୁମର କିଛିବି କ୍ଷତି କରି ପାରିବେ ନାହିଁ, କେବଳ ଜାଣି ନିଅନ୍ତୁ ଏହି ୫ଟି ଚାଣକ୍ୟ ନୀତି

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲେଖା ଯାଇଥିବା ଏକ ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥ ର ପ୍ରକୃତ ଉପକାର ମାନବ ଜୀବନର ପ୍ରତେକ ଅସୁବିଧା କୁ ଦୂର କରିବାର ଉଚିତ୍ ଶିକ୍ଷା ଦେବା । ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯିଏ ନିଜ ଜ୍ଞାନ ଏବଂ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜ ଗାଦି ରେ ବସାଇଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କ କିଛି ଏମିତି ନୀତି ବିଷୟରେ ଯାହା ଆପଣକୁ ଆପଣଙ୍କ ଜୀବନରେ କେବେ ନା କେବେ ନିଶ୍ଚିତ ଭାବରେ କାମରେ ଲାଗିବ । ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ବିଷୟରେ ବହୁତ ହିଁ ଅଦ୍ଭୁତ ଏବଂ ଭଲ ଜିନିଷ କହିବୁ ।

ଚାଣକ୍ୟ କହିଛନ୍ତି ଗୋଟେ ଶିଶୁ ମା ର ଗର୍ଭ ରେ ଥାଏ ସେତେବେଳେ ଏହି ୫ ଟି ଜିନିଷ ନିଶ୍ଚିତ ହୋଇଯାଇଥାଏ କି କେତେ ଲମ୍ବା ଆୟୁ ହେବା, ସେ କଣ କରିବ, କେତେ ଧନ ଏବଂ ଜ୍ଞାନ ଅର୍ଜିତ କରିବ, ଏବଂ କେବେ ମୃତ୍ୟୁ ହେବ ।

କେତେ ଆଶ୍ଚର୍ଯ୍ୟ କଥା ମଣିଷ ଗରିବ ଏବଂ ବଡଲୋକ ହୋଇଥାଏ ଯେତେବେଳେ କି ଗରିବ ନିଜର ଦୁଃଖ ଦର୍ଶାଇଥାଏ ତ ବଡଲୋକ ବହୁତ ବଡ଼ ବଡ଼ କଥା କହିଥାନ୍ତି କିନ୍ତୁ ଶେଷରେ ସମସ୍ତଙ୍କର ଶେଷ ମୃତ୍ୟୁ ହିଁ ହୋଇଥାଏ ।

ଯେଉଁ ବ୍ୟକ୍ତି ନିଜ ପରିବାର ଲୋକଙ୍କ ଠାରୁ ଆଶା ରଖିଥାଏ ସେ ବହୁତ ଦୁଃଖ କଷ୍ଟ ପାଇଥାଏ । ଯାହାକୁ ସୁଖୀ ହେବାର ଅଛି ତାକୁ ଆଶା କରିବା ଛାଡ଼ିବାକୁ ପଡିବ ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ପରିଶ୍ରମ କରିଥାଏ ଏବଂ ନିଜର ବୁଦ୍ଧି ଦ୍ଵାରା ସଫଳତା ପାଇଥାଏ ସେ ଜୀବନରେ ବହୁତ ଖୁସି ହୋଇଥାଏ କିନ୍ତୁ ଯେଉଁ ବ୍ୟକ୍ତି ନିଜ ଭାଗ୍ୟ ପଛରେ ଦୋୖଡି ଥାଏ ସେହି ବ୍ୟକ୍ତି ବର୍ବାଦ ହୋଇଥାଏ ।

ଚାଣକ୍ୟ କହିଛନ୍ତି ଯଦି ରାଜା ପୁଣ୍ୟାତ୍ମା ହୋଇଥାଏ ତେବେ ପ୍ରଜା ମଧ୍ୟ ସେମିତି ହୋଇଥାନ୍ତି । ଆଊ ଯଦି ରାଜା ପାପି ହୋଇଥାଏ ତେବେ ପ୍ରଜା ମଧ୍ୟ ପପି ହିଁ ହେବେ । ଯଦି ରାଜା ସାମାନ୍ୟ ଅଟେ ତେବେ ପ୍ରଜା ମଧ୍ୟ ସାମାନ୍ୟ ହେବେ । ପ୍ରଜା ସାମ୍ନାରେ ରାଜା ର ଉଦ୍ଧାରଣ ହୋଇଥାଏ ଏବଂ ରାଜା ତାହା ଅନୁସରଣ କରିଥାଏ । ଯେଉଁ ଲୋକ ବଞ୍ଚିଥିବା ସମୟରେ ଧର୍ମ କୁ ମାନିନଥାଏ ସେ କେବେ ମଧ୍ୟ ବଞ୍ଚିନଥାଏ । କିନ୍ତୁ ଯେଉଁ ବ୍ୟକ୍ତି ନିଜ ଜୀବନସାରା ଧର୍ମ କୁ ହିଁ ମାନି ଥାଏ ସେହି ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ବଞ୍ଚି ରହିଥାଏ ।

ଯେଉଁ ବ୍ୟକ୍ତି ଅନ୍ୟର ସଫଳତା ଦେଖି ଈର୍ଷା କରିଥାଏ ତ ପଛରେ ବହୁତ୍ ଖରାପ କଥା କହିଥାଏ ସେହି ବ୍ୟକ୍ତି ନିଜ ଜୀବନରେ କିଛି ମଧ୍ୟ କରିପାରିନଥାଏ ।

ଯେଉଁ ବ୍ୟକ୍ତି ଲୋଭ କରିଥାଏ ସେ କେବେ ମଧ୍ୟ ନିଜ ଜୀବନରେ ଶାନ୍ତିରେ ରହିଥାଏ । ସେହି ବ୍ୟକ୍ତି କୁ ସବୁବେଳେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଲୋଭ ମଣିଷର ଏକ ବଡ଼ ଶତ୍ରୁ ଅଟେ ଯାହା ମଣିଷକୁ ନଷ୍ଟ ମଧ୍ୟ କରିଦେଇଥାଏ ।

ଯେଉଁ ବ୍ୟକ୍ତି ନିଜ ଗୁରୁ କୁ ସମ୍ମାନ କରିନଥାଏ ସେ କେବେ ମଧ୍ୟ ନିଜ ଜୀବନରେ ସଫଳତା ଲାଭ କରିପାରିନଥାଏ । ଜୀବନରେ ନିଜ ଗୁରୁଜନ ମାନଙ୍କୁ କେବେ ମଧ୍ୟ ଅସମ୍ମାନିତ କରନ୍ତୁ ନାହିଁ କାରଣ ଗୁରୁଜନ ମାନଙ୍କୁ ଅସମ୍ମାନ କଲେ ଦୁଃଖ ଆମକୁ ହିଁ ମିଳିଥାଏ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।