ଏହିପରି ମହିଳାଙ୍କ ସହିତ କେବେବି ଭୁଲରେ ରଖନ୍ତୁ ନାହିଁ ସଂପର୍କ

ଏହି ସମ୍ପୂର୍ଣ୍ଣ ସଂସାରରେ ହିନ୍ଦୁ ଧର୍ମକୁ ପବିତ୍ର ଧର୍ମ ବୋଲି କୁହାଯାଇଥାଏ । ଯେଉଁ କଥା ହଜାର କୋଟି ବର୍ଷ ପୂର୍ବେ କୁହାଯାଇଥିଲା ସେହି କଥାକୁ ବିଜ୍ଞାନ ଏବେ ଲୋକଙ୍କ ସାମ୍ନା କୁ ଆଣୁଛି । ହିନ୍ଦୁ ଧର୍ମ ରେ ଏମିତି ସବୁ ଜ୍ଞାନ ଅଛି ଯାହାକୁ ପାଇବା ପାଇନୋକ ଅମିନ ବହୁତ୍ ଚେଷ୍ଟା କରୁଛନ୍ତି । ଆମେ ପୂର୍ବ ପୁରୁଷ ମାନେ କହିଥାନ୍ତି କି ଯଦି ଅମେହିଁନ୍ଦୁ ଧର୍ମ ରେ ଥିବା ସବୁ କଥା କୁ ଅନୁସରଣ କରିବା ତାହେଲେ ଆମ ଜୀବନ ରେ କେବେ ବି ଦୁଃଖ ଆସିବନି ।

ଶାସ୍ତ୍ର ଅନୁସାରେ ମଣିଷ ମାନଙ୍କୁ ଚେତାବନି ଦିଆଯାଇଛି କି ଯଦି ସେ ତାଙ୍କର ସାଙ୍ଗ ର ସ୍ତ୍ରୀ ସହିତ ଯୋଇଁ ସଂପର୍କ ରଖିବାକୁ ଚେଷ୍ଟା କରନ୍ତି ନିଜ ଇଚ୍ଛା ରେ କିମ୍ବା ବାଧ୍ୟ ହୋଇ ତାହେଲେ ତାଙ୍କୁ ମୃତ୍ୟୁ ପରେ ବି ବହୁତ୍ ପୀଡ଼ା ସହିବାକୁ ହୋଇଥାଏ । ଏମିତି କୁହାଯାଇଛି କି ପୁରୁଷ ମାନଙ୍କୁ ଏମିତି କୌଣସି ମହିଳା ଙ୍କ ସହିତ ଜବରଦସ୍ତି କରିବା ଉଚିତ୍ ନୁହେଁ, ଯିଏ ନିଜ ଉଚ୍ଚ ରେ ବ୍ରହ୍ମଚର୍ଯ୍ୟ ଆପଣେଇଥାନ୍ତି ।

ପୁରାଣ ଶାସ୍ତ୍ରରେ ଏହ କୁହାଯାଇଛି କି ଏକ ପୁରୁଷ କେବେ ବି ନିଜ ବିବାହ ପୂର୍ବରୁ କୌଣସି ଏକ ଅବିବାହିତ ଝିଅ ସହିତ ଯୌନ ସମ୍ପର୍କ ରଖିବେ ନାହିଁ । ଯଦି କୌଣସି ପରିସ୍ଥିତି ରେ ବି ଏମିତି ହୋଇଗଲା ତାହେଲେ ଶାସ୍ତ୍ର ଅନୁସାରେ ସେହି ପୁରୁଷ ବହୁତ୍ ବଡ଼ ପାପ ର ଅଧିକାର ହୋଇଥାଏ ।

ଯଦି କୌଣସି ଏକ ମହିଳା କୌଣସି ପାପ ରେ ସାମିଲ ଥାଏ କିମ୍ବା ଯଦି ଏକ ମହିଳା କୁ ବେଶ୍ୟା ର ଆଖ୍ୟା ଦିଆ ଯାଇଥାଏ ତା ସହିତ କେବେ ବି ଯୌନ ସମ୍ପର୍କ ରଖିବେ ନାହିଁ । ହିନ୍ଦୁ ଧର୍ମ ଅନୁସାରେ ପୁରୁଷ ମାନେ ଏମିତି କୌଣସି ସ୍ତ୍ରୀ ସହ ସଂପର୍କ କରିବା ଉଚିତ୍ ନୁହେଁ ଯାହାର ସ୍ବାମୀ ମରିଯାଇଥିବ । ହିନ୍ଦୁ ଧର୍ମ ର ପୁରୁଷ ମାନେ କେବେ ବି ନଜର ରକ୍ତ ସଂପର୍କ ଥିବା ସ୍ତ୍ରୀ ଙ୍କ ସହ ଯୌନ ସମ୍ପର୍କ ରଖିବେ ନାହିଁ ଏହା ଅକ୍ଷମ ପାପ ହୋଇଥାଏ ।

କୌଣସି ଏକ ପୁରୁଷ କୁ ନିଯଠୁ ବଡ କିମ୍ବା ନିଜ ଗୁରୁଜନ ଙ୍କ ସହ ଶରୀର ରିକ ସଂପର୍କ ରଖିବା ଉଚିତ୍ ନୁହେଁ । କାରଣ ଏହା ଭଗବାନ ଙ୍କ ଆଗରେ ବଡ଼ ପାପ ବୋଲି କୁହା ଯାଇଥାଏ କାରଣ ଶାସ୍ତ୍ର ଅନୁସାରେ ଗୁରୁଙ୍କୁ ଭଗବାନ ବୋଲି କୁହାଯାଇଥାଏ । ତ ଆମେ ଆଶା କରୁଛୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିପାରି ଥିବେ କି କେଉଁ ପ୍ରକାର ମହିଳାଙ୍କ ସଂପର୍କ ରଖିବା ଉଚିତ୍ ନୁହେଁ ବୋଲି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।