କେବେ ଦେଖିଛନ୍ତି ଏମିତି ବିବାହ, ଯେଉଁଠି ଗୋଟିଏ ଘରେ ବାରାତୀ ନେଇ ପହଞ୍ଚିଲେ ତିନି ଜଣ କନ୍ୟା ! ଜାଣନ୍ତୁ କଣ ଥିଲା ପୁରା ଘଟଣା

ହିନ୍ଦୁ ଧର୍ମରେ ବିବାହ ସଂସ୍କାର ବହୁତ ମହତ୍ଵ ଅଛି । ଏଥିରେ ବର – ବଧୁ ଦୁଇ ଜଣ ହିଁ ପରସ୍ପର ସହିତ ଜୀବନ ଜାପାନ କରିବା ପାଇଁ ପ୍ରତିଜ୍ଞା କରିଥାନ୍ତି । ଯାହା ଦ୍ଵାରା ସେମାନଙ୍କର ଗୃହସ୍ତ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ରହିଥାଏ । ଭାରତରେ ବୈଦିକ ସଂସ୍କୃତି ଅନୁସାରେ ୧୬ ସଂସ୍କାର ଜୀବନରେ ସବୁଠୁ ମହତ୍ଵପୂର୍ଣ ସଂସ୍କାର ହୋଇଥାଏ । ହିନ୍ଦୁ ଧର୍ମରେ ବିବାହର ସଂସ୍କାରକୁ ହିଁ ୧୬ ସଂସ୍କାର କୁହାଯାଏ, ଏହି ସଂସ୍କାର ପରେ ହିଁ ବ୍ୟକ୍ତି ଗୃହସ୍ଥାଶ୍ରମ ପ୍ରବେଶ କରିଥାଏ ।

କହିବାକୁ ଗଲେ ଆମ ଭାରତ ଦେଶରେ ବାହାଘରରେ ଅଧିକ ଟଙ୍କା ଖର୍ଚ କରାଯାଏ ଓ ଦେଖାଣିଆ ଅଧିକ ହୋଇଥାଏ । ଏଥିରେ ଖୁସି ମିଳିଥାଏ କିନ୍ତୁ ଟଙ୍କାର ବି ବର୍ବାଦ ହୋଇଥାଏ । କିନ୍ତୁ ଆଜି ବି ଏମିତି କିଛି କେତେକ ଲୋକ ଅଛନ୍ତି ଯେଉଁମାନେ ବାହାଘରରେ ବେକାର ଖର୍ଚ କରିବାର ପସନ୍ଦ କରନ୍ତି ନାହିଁ । କହିବାକୁ ଗଲେ ଆଜିକାଲି କେତେକ ପରିବାରରେ ବିବାହର ସମାରୋହକୁ ଆହୁରି ବି ଅଧିକ ଭବ୍ୟ କରିବା ପାଇଁ ବହୁତ ଟଙ୍କା ପାଣି ଭଳି ଖର୍ଚ କରିଥାନ୍ତି । ଏମିତିରେ ସେମାନଙ୍କ ପାଇଁ ଉତ୍ତରାଖଂଡର ଜନଜାତୀୟ କ୍ଷେତ୍ରର ଜୌନସାର – ବାବର ଏକ ଶିକ୍ଷା ଦେଇଛନ୍ତି ।

କହିବାକୁ ଗଲେ ଏଠି ବିବାହ ସମାରୋହରେ ହେଉଥିବା ବେକାର ଖର୍ଚକୁ ସମାଜରେ ଖରାପ କାମ ବୋଲି କୁହାଯାଏ । କହିବାକୁ ଗଲେ ଏଠି ଯୌତୁକ ବିନା ବିବାହ ଓ ଅଧିକ ଖର୍ଚକୁ ରୋକିବା ଭାରତୀୟ ସଂସ୍କୃତିର ପ୍ରମୁଖ ଅଂସ ବୋଲି କୁହାଯାଏ । ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ ଜୌନସାର – ବାବରର ପ୍ରାୟତଃ ଗ୍ରାମୀଣ ଅଞ୍ଚଳର ପରମ୍ପରା ଅନୁସାରେ କନ୍ୟା ବରଯାତ୍ରୀ ନେଇ ବରର ଘରକୁ ପହଞ୍ଚି ଥାଏ । ଏହି ପରମ୍ପରା ଅନୁସାରେ ଦେହରାଦୂନ ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ କନ୍ୟାମାନେ ଆଜି ବି ବାଜା ସହିତ ବରର ଘରକୁ ପହଞ୍ଚିଥାଏ ।

ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଅଟାଲର ପ୍ରଧାନ ନିଜର ତିନି ଭାଇଙ୍କର ବିବାହ ଜୌନସାରୀ ପରମ୍ପରା ଓ ସଂସ୍କୃତି ଅନୁସାରେ ଗୋଟିଏ ଦିନରେ କରିବା ପାଇଁ ନିଷ୍ପତି ନେଇଥିଲେ । ବିବାହ ସମାରୋହ ଗତ ବର୍ଷ ମାର୍ଚ ୫ ତାରିଖରେ ଆୟୋଜନ କରାଯାଇଥିଲା । ଯାହାର ପ୍ରସ୍ତୁତିରେ ପୁରା ଗ୍ରାମୀଣ ଲୋକମାନେ ଲାଗି ଯାଇଥିଲେ । ଏହି ଦିନରେ ତିନି ଜଣ କନ୍ୟା ଏକା ସହିତ ବରଯାତ୍ରୀ ନେଇ ପ୍ରଧାନଙ୍କର ଘରକୁ ପହଞ୍ଚିଥିଲେ ଓ ଏହି ବିବାହରେ ପାଖାପାଖି ୨୦୦୦ ଲୋକ ସାମିଲ ହୋଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।