କେବଳ ପଇଡ ପାଣି ପିଇ ନିଷ୍ଠାରେ ରହୁଛନ୍ତି ନରେନ୍ଦ୍ର ମୋଦି, ଆଉ କ’ଣ ସବୁ ନିୟମ ପାଳୁଛନ୍ତି ପ୍ରଧାନମନ୍ତ୍ରୀ…

କଠୋର ନିୟମ ପାଳୁଛନ୍ତି ମୋଦୀ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ପଇଡ ପାଣି ପିଉଛନ୍ତି । ଚଟାଣରେ ଶୋଉଛନ୍ତି ମୋଦୀ । ହଁ ଦର୍ଶକ ବନ୍ଧୁ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଠୋର ନିୟମ ପାଳୁଛନ୍ତି । ମୋଦୀ ମାଟି ଚଟାଣ ରେ ଶୋଉଛନ୍ତି କେବଳ ପଇଡ ପାଣି ପିଉଛନ୍ତି । ଏବେ ଏମିତି ଏକ ଖବର ଆସିଛି ମୋଦୀ ଙ୍କୁ ନେଇ । ଅଯୋଧ୍ୟାରେ ଜାନୁଆରୀ 22ରେ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେବ ।

ଏହି କାର୍ଯ୍ୟକ୍ରମରେ ମୋଦୀ ୟୁପିଏ ସିଏମ ଯୋଗୀ ଆଦିତ୍ୟନାଥ ଙ୍କ ସହ 6000 ଲୋକ ସାମିଲ ହେବେ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀ କଠିନ ତପସ୍ୟା କରୁଥିବାର ଦେଖିବାକୁ ମିଳିଛି । କାରଣ ସେ ଜଜମାନ ହେବାକୁ ଯାଉଛନ୍ତି । ପିଏମ ମୋଦୀ 11 ଦିନର ଅନୁଷ୍ଠାନ କରୁଛନ୍ତି ଯେଉଁଥିରେ ସେ କଠୋର ନିୟମ ପଳାଉଛନ୍ତି । ଏହି ଅବସରରେ ସେ ଚଟାଣ ରେ ଶୋଉଛନ୍ତି ଓ ପଇଡ ପାଣି ପିଉଛନ୍ତି ।

ପୂର୍ବରୁ ମଧ୍ୟ କୁହାଯାଇଛି ଯେ ମୋଦୀ ଗୋ-ମୁତ୍ର ଓ ଗୋବର ମିଶା ପାଣିରେ ସ୍ନାନ କରୁଛନ୍ତି । ମୋଦୀ ରାମଲଲା ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବ ରୁ ବ୍ରତ ରଖିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମୋଦୀ ବର୍ତ୍ତମାନ ମାଟି ଚଟାଣ ରେ ଶୋଉଛନ୍ତି । ପଇଡ ପାଣି ପିବା ସହ ବିଶେଷ ମନ୍ତ୍ର ଜପ କରୁଛନ୍ତି ମୋଦୀ । ଅଯୋଧ୍ୟାରେ ପ୍ରତିଷ୍ଠାରେ ମୋଦୀ ନିଜେ ଜଜମାନ ଭୂମିକାରେ ଅଛନ୍ତି । ସେଥିପାଇଁ ସେ ଏହି କଠୋର ନିୟମ ପାଳନ କରୁଛନ୍ତି ।

ରାମ ମନ୍ଦିର ସହ ପ୍ରସ୍ତୁତ କାର୍ଯ୍ୟକ୍ରମ ଜାନୁଆରୀ 16ରୁ ଆରମ୍ଭ ହୋଇ ସାରିଛି । ଯାହା 21 ଜାନୁଆରୀ ଯାଏଁ ଚାଲିବ । ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା 22 ଜାନୁଆରୀ ସୋମବାର ଅପରାହ୍ନ 12:20 ମିନିଟ ରୁ ଆରମ୍ଭ ହୋଇ 1:00 ରେ ଶେଷ ହେବ ବୋଲି ସ୍ଥିର ହୋଇଛି । ଆଉ ଏ ସବୁ ମଧ୍ୟରେ ମୋଦୀ ଙ୍କୁ ନେଇ ଏହି ଖବର ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ମୋଦୀ ମାଟି ଚଟାଣ ରେ ଶୋଉଛନ୍ତି କେବଳ ପଇଡ ପାଣି ପିଇ ରହୁଛନ୍ତି । କାରଣ ସେ ଯଜ୍ଞ ରେ ଯଜମାନ ହେବାକୁ ଯାଉଛନ୍ତି । ଗତ କିଛି ଧରି ମୋଦୀ ଦେଶର ବିଭିନ୍ନ ମନ୍ଦିରରେ ପୂଜା ଅର୍ଚ୍ଚନା କରୁଛନ୍ତି । ତେବେ ଏ ସବୁ ମଧ୍ୟରେ କେବେଳ ଗୋଟେ କଥାର ଅପେକ୍ଷା ରହିଛି କି କେବେ ଓ କିଭଳି ଭାବେ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି । କେବେ ସାରା ବିଶ୍ଵ ଦେଖିବ ଭବ୍ୟ ମନ୍ଦିର କୁ ଓ କେବେ ଲାଗିବ ଜୟ ଶ୍ରୀରାମ ର ନାରା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।