ଏକେବଳ 10 ଗ୍ରାମ କ୍ଷୀରରେ ଏହାକୁ ମିଶେଇ ପିଇ ନିଅନ୍ତୁ, ଶରୀରରେ ଏତେ ଶକ୍ତି ଆଉ ଜୋସ ଭରିଦେବ କି 60 ବର୍ଷରେ ବି ଆପଣ ଲାଗିବେ 26 ବର୍ଷର ଯୁବକ ପରି- Health Tips

ଆପଣ ମାନେ ସମସ୍ଥେ ଜାଣିଛନ୍ତି କି ପୃଷ୍ଟିକର ଖାଦ୍ୟ ବିଷୟରେ କାଜୁ, ବାଦାମ ଓ ଡ୍ରାଏ ଫୁଡ ଇତ୍ୟାଦି । କିନ୍ତୁ ଏହାକୁ କିପରି ଖାଇବା ଦରକାର ଓ କେଉଁଥିରେ ଖାଇବା ଦରକାର ଆପଣ ମାନେ ଜାଣିବା ନାହାନ୍ତି ଆବଶ୍ୟକ । ବହୁତ ଲୋକଙ୍କୁ ଜଣା ନଥିବ କି ପୃଷ୍ଟି କର ଔଷଧ ମଧ୍ୟ ଅଛି । ଆଜି ଆମେ ଏହି ବିଷୟରେ ଆପଣଙ୍କୁ କହିବୁ ଯଦି ଆପଣଙ୍କ ଶରୀରରେ କିଛି କମିବା ଭଳି ଲାଗୁଛି ବା ଆପଣଙ୍କୁ ବହୁତ ଅଳସୁଆ ଲାଗୁଛି ।

ତେବେ ଆପଣ ଏହି ପରି ଖାଇବା ଦ୍ଵାରା ବହୁତ ଲାଭ ପାଇବା ସହିତ ବଳ ଅଧିକା ବଢାଇବା ପାଇଁ ଚହୁଁଛନ୍ତି ବା ରାତିରେ ଭଲ ନିଦ ହେଉନାହିଁ ଏବଂ ପୁରା ଦିନ ନିଜ ସ୍ଵାସ୍ଥ୍ୟରେ କିଛି କମଜୋର ଲାଗିବା ଭଳି ହେଉଛି ତେବେ ଆପଣ କେଉଁ ଔଷଧ ଖାଇବା ଦରକାର, କେତେ ପରିମାଣରେ ଖାଇବେ ଓ କିପରି ଖାଇବେ ତାହା ଆମେ କହିବୁ ।

ପ୍ରଥମ ହେଉଛି ଅଶ୍ଵଗନ୍ଧା, ଦୁତୀୟଟି ହେଉଛି ଶତାବର, ତୃତୀୟତି ହେଊଛି ଧଳା ମୁସଳୀ ଓ ଚତୁର୍ଥ ହେଉଛି  ବାଇଡଙ୍କ ମଞ୍ଜିକୁ ଖାଇ କମଜୋର ଲାଗୁଥିବା ଲୋକଙ୍କୁ ଆପଣ ମାନେ ବହୁତ ବଳ ବାନ ବ୍ୟକ୍ତି ଅନୁଭବ କରିବେ । ଯଦି ଆପଣଙ୍କର ଶରୀରରେ  କୌଣସି ଅସୁବିଧା ଦେଖାଦେବା ବା ଆଉ କୌଣସି ଦୁର୍ବଳତା ଦେଖା ଦେଉଥିବ ତେବେ ଏହାକୁ ଆପଣ ଖାଇ ବହୁତ ଲାଭବାନ ହେବେ । ଏହା ସହିତ ଆପଣ କ୍ଷୀରରେ ଆପଣ ମହୁ ମିଶାଇ ମଧ୍ୟ ପିଇ ପାରିବେ ।

ଅଶ୍ଵଗନ୍ଧା, ଶତାବର, ଧଳା ମୁସଳୀ ଓ ବାଇଡଙ୍କ ମଞ୍ଜିକୁ ସମାନ ଓଜନର ନିଅନ୍ତୁ । ଅର୍ଥାତ ୫୦ ଗ୍ରାମ ଲେଖାଏଁ ନିଅନ୍ତୁ ଓ ଏହାକୁ ମିଶାଇ ଗୋଟିଏ ଡବା ଭିତରେ ରଖନ୍ତୁ । ଗୋଟିଏ ଗ୍ଳାସ କ୍ଷୀରରେ ଆପଣ ମିସାଇଥିବା ଚାରୋଟି ଜିନିଷକୁ ଆଣି ସେହି କ୍ଷୀରରେ ଆପଣ ୧୦ ଗ୍ରାମ ପକାନ୍ତୁ । ଏତିକିରୁ ଅଧିକା ନେବେ ନାହିଁ କାରଣ ଏହା ଆପଣଙ୍କ ଶରୀର ପାଇଁ କିଛି ଅସୁବିଧା ହୋଇପାରେ । ଏହାକୁ ଲଗାତାର ପୁରା ଗୋଟିଏ ମାସ ପର୍ଯ୍ୟନ୍ତ ଖାଇବାର ଅଛି ।

ଏହା ସହିତ ଜମା ତେଲ ଜାତୀୟ ଜିନିଷ ଅଧିକ ଖାଇବେ ନାହିଁ କିନ୍ତୁ ଅଧିକା ପ୍ରୋଟିନ ଜାତୀୟ ଖାଦ୍ୟ କ୍ଷାନ୍ତୁ ସବୁଜ ପନି ପାରିବା ଖାଇବା ଦରକାର ଓ ଫଳ ମଧ୍ୟ ଖାଇବା ଦରକାର । ପ୍ରତ୍ୟକ ଦିନ ଆପଣ ଯୋଗ କରିବା ଦରକାର । ସବୁଠାରୁ ବଡ କଥା ହେଉଛି ବ୍ରହ୍ମଚର୍ଯ୍ୟ ପାଳନ କରିବା ନିହାତି ଦରକାର । ଯଦି ଆପଣ ସବୁ ସମୟ ପାଇଁ ନିଜ ଭିତରେ ବଳ ଠିକ ଭାବରେ ରହୁ ସେଥିପାଇଁ ଆପଣ ସବୁ ସମୟରେ ଏହାକୁ କରନ୍ତୁ ।

ଯଦି କୌଣସି ମହିଳାଙ୍କୁ ପିରିଅଡ ସମସ୍ୟା ଅଛି ତେବେ ଆପଣ ବଜାରରୁ ଦଶମୁଲାରିଷ୍ଟ ଆଣି ଦେବା ଫଳରେ ଏହା କମି ଯାଇଥାଏ । ଏହା ଛଡା ଆପଣ ବାଦାମ କ୍ଷାନ୍ତୁ ସବୁ ପ୍ରକାରର ପାରିବା କ୍ଷାନ୍ତୁ ଓ କ୍ଷୀର ଅଧିକା ପିଅନ୍ତୁ । ଏଥିରେ ଶରୀରକୁ ମଧ୍ୟ ଅଧିକା ଶକ୍ତି ମିଳିଥାଏ । ପ୍ରୋଟିନ ଥିବା ଖାଦ୍ୟ କ୍ଷାନ୍ତୁ ଯେଉଁଥିରେ କି ଆପଣଙ୍କୁ ଅଧିକା ବଳ ପାଉଥିବେ ଓ ଅପଣଙ୍କର ମଶଲ ମଧ୍ୟ ପୁରା ଟାଇଟ ରହିବ ।

ଏହି ପରି ଆପଣ ଖାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହିତ ନିଜର ସ୍କ୍ରିନ ମଧ୍ୟ ବହୁତ ଚମକିବ ଓ ସ୍କ୍ରିନର ରଙ୍ଗ ମଧ୍ୟ ବଦଳିଯିବ । ଆପଣ ଏହି ଔଷଧକୁ ପ୍ରତ୍ୟକ ଦିନ ଖାଇବା ଫଳରେ ଆପଣ ନିଜେ ଜାଣି ପାରିବେ ନିଜ ଭିତରେ ବହୁତ ଭଲ ଅନୁଭବ କରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।