କେବଳ ଏହାର ଦୁଇଟି ଦାନା ଖାଇ ନିଅନ୍ତୁ, Nerve pain, ବ୍ଲକେଜ, କମଜୋରି ସବୁ ଗାୟବ ହେଇଯିବ, ବେଡ ରେ ପଡିଥିବା ମଣିଷ ବି ଦୌଡିବାକୁ ଲାଗିବ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ବୈରାଗ ହୋଇଥାଏ । ଯାହା ଫଳରେ ଆମେ ଯନ୍ତ୍ରଣା ଅନୁଭବ କରିଥାଉ । ଯେମିତିକି ଆଁଠୁ, ଗଣ୍ଠି, ଶିରା ପ୍ରଶିରାରେ ଯନ୍ତ୍ରଣା ହେବା ଆଦି ରୋଗ ଅଧିକାଂଶ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖା ଯାଇଥାଏ । ଯାହାର ନିରାକାରଣ ଯେତେ ଔଷଧ ଖାଇଲେ ମଦ୍ୟ ହୋଇନ ଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଘରୋଇ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହା କରିବା ଫଳରେ ଏହି ସବୁ ସମସ୍ୟାର ସମାଧାନ ହୋଇଥାଏ ।

ଆୟୁର୍ବେଦିକ ଔଷଧ ଭାବେ ଗୋଲମରିଚକୁ ବ୍ୟବହାର କରାଯାଏ । ଏହକୁ ପ୍ରୟୋଗ କରିଲେ ଆମ ଶରୀର ପାଇଁ ହିତକାରକ ହୋଇଥାଏ । ସକାଳେ ଖାଲି ପେଟରେ ୪ଟି ଗୋଲମରିଚ ଖାଇ କିଛି ଉଷୁମ ପାଣି ପିଇବା ଉଚିତ । ଏହା କରିବା ଫଳରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମୁନିଟି ପାୱାର ବଢିଥାଏ ।

୧- ଗ୍ଯାସ ସମସ୍ଯା : ଯଦି ଆପଣଙ୍କର ଛୁଟି ଝଡୁଛି, ମୁହଁରେ ପିମ୍ପଲ ହେଉଛି, କିଡନୀ ସମସ୍ଯା ହେଉଥାଏ ତେବେ ଏହା ଗ୍ଯାସ ସମସ୍ଯା ଯୋଗୁ ହୋଇଥାଏ । ଏହାର ନିରାକରଣ ପାଇଁ ସକାଳୁ ଖାଲି ପେଟରେ ୪ଟି ଗୋଲମରିଚ ସହ ଉଷୁମ ପାଣି ପିଇଲେ ଗ୍ଯାସ ସମସ୍ଯା ଦୂର ହୁଏ ।

୨- ଯଦି ଆପଣଙ୍କର ଆଖି ସମସ୍ଯା ରହିଛି ତେବେ ଦେଶୀ ବିଲାତି ସହ ଗୋଲମରିଚ ସକାଳୁ ଖାଲି ପେଟରେ ଖାଇଲେ ଏହାର ନିରାକରଣ ହୋଇଥାଏ । ଯଦି ଆପଣଙ୍କୁ ଡାଇବେଟିସ ହୋଇଥାଏ ତେବେ ବିଲାତି ସହ ଗୋଲମରିଚ ମିଶାଇ ଖାଇଲେ ଏହା ଦୂର ହୋଇଥାଏ ।

୩- ଯଦି ଆପଣକର ବ୍ଲଡ଼ ପ୍ରେସର ସମସ୍ଯା ରହିଛି ତେବେ ଗୋଲମରିଚ ବହୁତ କାମରେ ଆସିଥାଏ । ସେଥି ପାଇଁ ସକାଳୁ ଉଠିବା ପରେ ଯେତେ ସମ୍ଭବ ପାଣି ପିଇବା ଉଚିତ । ଏହା ଛଡା ଗୋଲମରୀଚ ଖାଇ କିଛି ଉଷୁମ ପାଣି ପିଇବା ଦ୍ଵାରା ହାଇ ବ୍ଲଡ଼ ପ୍ରେସର ମୂଳରୁ ଶେଷ ହୋଇଥାଏ । ଗୋଲମରିଚ ଓ ଦେଶୀ ଘିଅକୁ ରାତିରେ ଶୋଇବା ସମୟରେ ଖିଆଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

୪- ଯଦି ଗୋଲମରିଚ ଓ ସେନ୍ଧା ନମକକୁ ଦାନ୍ତରେ ଘଷିବା ତେବେ ଆମ ଦାନ୍ତ ମଜବୁତ ହୋଇଥାଏ ଓ ଯନ୍ତ୍ରଣା ମଧ୍ୟ ଦୂର ହୁଏ । ଯଦି ଆପଣଙ୍କ ଶରୀରରେ ରକ୍ତର କମି ଥାଏ ତେବେ ଗୋଲମରିଚର ସେବନ କରିବା ବହୁତ ଭଲ ହୋଇଥାଏ । ଆମ ଶରୀରରେ ରକ୍ତର କମି ହେବା ଯୋଗୁ ସ୍ମରଣ ଶକ୍ତି କମ ହୁଏ, ଲୋ ବ୍ଲଡ଼ ପ୍ରେସର ଆଦି ସମୟ ଦେଖାଯାଏ । ସେଥି ପାଇଁ ସକାଳୁ ୪ଟି ଗୋଲମରିଚ ଖାଲି ପେଟରେ ସେବନ କରିଲେ ଏହି ସବୁ ସମସ୍ଯା ଦୂର ହୋଇଥାଏ ।

ଆମ ଶରୀରର ପାଇଁ ଗୋଲମରିଚ ବହୁତ ହିତକାରକ ହୋଇଥାଏ । ଏହାର ସେବନ କରିଲେ ଆମ ଶରୀରରେ ଅନେକ ରୋଗର ନିରାକରଣ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।