କର୍ପୁରର ବ୍ୟବହାର କରୁଥିବା ୯୯ % ଲୋକମାନେ ଜାଣନ୍ତି ନଥିବେ ଏହାର ଏହି ୭ ଟି ଅଦ୍ଭୁତ ଫାଇଦା ବିଷୟରେ, ନିଶ୍ଚିତ ଜାଣନ୍ତୁ

ପୂଜା ପାଠରେ କର୍ପୁରର ନିଜର ଏକ ଅଲଗା ମହତ୍ଵ ଅଛି । ଆରତୀ ସମୟରେ କର୍ପୁର ଜଳା ଯାଇଥାଏ । କୁହାଯାଏ କି କର୍ପୁର ଜଳାଇବା ଦ୍ଵାରା ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କିନ୍ତୁ କଣ ଆପଣ ଜଣାଇଛନ୍ତି କି ଏହା ଦ୍ଵାରା ଆପଣ ସୁସ୍ଥ ବି ରହି ପାରିବେ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

କର୍ପୁର କେମିତି ଜଳାଇବା ଉଚିତ ?

ପୂଜା ପାଠ ପାଇଁ ଆପଣମାନେ କର୍ପୁରକୁ ଜଳାଇଥାନ୍ତି କିନ୍ତୁ ଆପଣ କଣ ଜାଣିଛନ୍ତି କି ଯଦି ବିଭିନ୍ନ ରୋଗରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଗୋଟିଏ ରୁମରେ ଗୋଟିଏ କର୍ପୁରକୁ ଜଳାଇ ରୁମକୁ ବନ୍ଦ କରିଦିଅନ୍ତୁ । ଏହା କରିବା ଦ୍ଵାରା ରୁମରେ ଥିବା ସବୁ ମଶା ମରି ଯାଆନ୍ତି ଏବଂ ଆପଣ ସବୁ ରୋଗ ଗୁଡିକରୁ ମଧ୍ୟ ବଞ୍ଚି ଯିବେ ।

ଏତଦ ବ୍ୟତିତ ଯଦି ଆପଣ ଦୂଷିତ ପବନରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଘରେ ଗୋଟିଏ କର୍ପୁର ଜଳାନ୍ତୁ । ଏହା ଛଡା କର୍ପୁରର ଅନ୍ୟ ବହୁତ ଲାଭ ଅଛି, ଯାହାର ଚର୍ଚା ଆମେ ତଳେ କରିଛୁ ।

କର୍ପୁରର ଲାଭ

୧. ଚୁଟି ଝଡିବାରେ – ଯଦି ଆପଣଙ୍କର ଛୁଟି ଝଡୁଛି ତେବେ ନଡିଆ ତେଲରେ କର୍ପୁର ମିଶାଇ ଲଗାନ୍ତୁ, ଏହା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯାଏ ।

୨. ଗୋଡର ଗଣ୍ଠି ବିନ୍ଧିବା – ଯଦି ଆପଣ ଗଣ୍ଠି ରୋଗ ପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣ କର୍ପୁରର ତେଲରେ ସେହି ଜାଗାକୁ ମାଳିଶ କରନ୍ତୁ, ଏହା ଦ୍ଵାରା ଆପଣଙ୍କୁ ଜଲ୍ଦି ଆରମ ମିଳିବ ।

୩. ଜଳି ଯିବା ପରେ – ଯଦି ଆପଣଙ୍କ କୌଣସି ଅଂଶ ଜଳି ଯାଇଅଛି, ତେବେ କର୍ପୁରର ତେଲକୁ ସେହି ଜାଗାରେ ଲଗାଇ ପାରିବେ ।

୪. ସୁନ୍ଦରତା ପାଇଁ – ଯଦି ଆପଣ ନିଜର ସୁନ୍ଦରତା ବଢାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ କର୍ପୁରକୁ ବାଟିକାରି ମୁହଁରେ ଲଗାନ୍ତୁ । ଏହା ଦ୍ଵାରା ଚେହେରାର ସୁନ୍ଦରତା ବଢିଥାଏ ।

୫. ପେଟର ବ୍ୟଥା – ଯଦି ଆପଣଙ୍କର ପେଟ ବ୍ୟଥା ହେଉଛି, ତେବେ ପୋଦିନା ଏବଂ ରେ ଅଳ୍ପ କର୍ପୁର ମିଶାଇ ପିଅନ୍ତୁ । ଏମିତି କରିବା ଆପଣଙ୍କୁ ଆରାମ ମିଳିଥାଏ ।

୬. ଚିନ୍ତା ଦୂର କରିବା ପାଇଁ – ଆଜିକାଲି ଚିନ୍ତା ସବୁଠୁ ବଡ ସମସ୍ୟା ଅଟେ । ଏମିତିରେ କର୍ପୁରର ତେଲ ମାଳିଶ କରିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ ।

୭. କାନ ବ୍ୟଥା – ଯଦି ଆପଣଙ୍କର କାନରେ ବ୍ୟଥା ହେଉଛି ତେବେ ଆପଣ ତୁଲସୀ ପତ୍ରର ରସରେ ଅଳ୍ପ କର୍ପୁର ପକାଇ କାନରରେ ଗୋଟିଏ ବୁନ୍ଦା ପକାଇ ଦିଅନ୍ତୁ, ଏମିତିରେ ଆପଣଙ୍କୁ ଜଲ୍ଦି ଆରମ ମିଳିବ ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।