ଫିଲ୍ମ “କରଣ ଅର୍ଜୁନ” ରେ କାମ କରି ଫେମସ ହୋଇଥିବା ଏହି ଅଭିନେତ୍ରୀଙ୍କ ଝିଅ ଅଟନ୍ତି ବହୁତ ସୁନ୍ଦର, ଦେଖନ୍ତୁ ତାଙ୍କର ପୁରା ଫାମିଲି ଆଲବମ

ବନ୍ଧୁଗଣ ଆପଣ ମାନେ ବଲିଉଡର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ବଲିଉଡରେ କଳାକାର ମାନେ ଅନେକ ହିଟ ଫିଲ୍ମରେ କାମ କରି ନିଜର ଜବରଦସ୍ତ ପର୍ଫୋମାଂସ ଦେଇ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ “କରନ ଅର୍ଜୁନ” ଫିଲ୍ମ ରେ ଅର୍ଜୁନର ମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ରିୟଲ ଲାଇଫ ଝିଅ ବିଷୟରେ କିଛି ବିଶେଷ ବିବରଣୀ ଦେବକଉ ଯାଉଛୁ । ବଲିଉଡର ସୁପର ହିଟ ଫିଲ୍ମ ୧୯୯୫ ରେ “କରନ ଅର୍ଜୁନ” ରିଲିଜ ହୋଇଥିଲା ଯାହା ଲୋକ ମାନଙ୍କୁ ବେଶ ପ୍ରଭାବିତ କରି ପାରିଥିଲା ।

ଏହି ଫିଲ୍ମରେ କରନ ଚରିତ୍ରରେ ଅଭିନେତା ସଲମାନ ଖାନ ଓ ଅର୍ଜୁନ ଚରିତ୍ରରେ ଅଭିନେତା ସାରୁଖ ଖାନ ଅଭିନୟ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ରାକ୍ଷୀ ଗୁଲଜାର କାରଣ ଓ ଅର୍ଜୁନର ମା ଭୂମିକାରେ ବେଶ ନିଖୁଣ ଭାବେ ଅଭିନୟ କରିଥିଲେ ଯାହା ବାସ୍ତବ ଜୀବନର ସହ ଜଡିତ ଅଟେ ।

ଏହି ଫିଲ୍ମରେ ଅଭିନୟ କରିଥିବା ପ୍ରତେକଟି କଳାକାର ଆଜି ବି ଲୋକଙ୍କ ମନରେ ଘର କରି ରହିଛନ୍ତି । ଅଭିନେତ୍ରୀ ରାକ୍ଷୀ ଏହି ଫିଲ୍ମରେ ମା ଭୂମିକାରେ ଏତେ ସୁନ୍ଦର ଭାବେ ଅଭିନୟ କରିଥିଲେ ଯାହା ବାସ୍ତବରେ ପ୍ରାଶନୀୟ ଅଟେ । ଅଭିନେତ୍ରୀ ରାକ୍ଷୀଙ୍କର ଗୋଟେ ଝିଅ ଅଛି ଯିଏ ଦେଖିବାକୁ ତାଙ୍କ ପରି ବେଶ ସୁନ୍ଦର ।

ରାକ୍ଷୀ ୧୯୬୩ରେ ଅଜୟ ବିଶ୍ଵାଙ୍କ ସହ ବିବାହ କରିଥିଲେ । ଏହା ପରେ ବିବାହର କିଛି ବର୍ଷ ପରେ ରାକ୍ଷୀ ଓ ଅଜୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଏହା ପରେ ରାକ୍ଷୀ ଦିତୀୟ ଥର ୧୯୭୩ରେ କବୀର ଗୁଲଜାରଙ୍କ ସହ ବିବାହ କରିଥିଲେ । ଅଭିନେତ୍ରୀ ରାକ୍ଷୀଙ୍କ ଝିଅର ନାଁ ହେଉଛି ମେଘନା ଗୁଲଜାର ଯିଏ ବର୍ତ୍ତମାନ ୪୪ ବର୍ଷର ଅଟନ୍ତି ।

ମେଘନା ବଲିଉଡରେ ଅଭିନୟ କରିବା ପାଇଁ ପାଦ ଦେଇଥିଲେ ସତ କିନ୍ତୁ ଅଭିନେତ୍ରୀ ଭାବେ ନୁହେଁ ବରଂ ନିବେଶିତା ଭାବେ କାମ କରିଥିଲେ । ମେଘନା ୨୦୦୩ରେ ଗୋବିନ୍ଦ ସାଧୁଙ୍କ ସହ ବିବାହ କରିଥିଲେ । ମେଘନାଙ୍କ ପୁଅର ନାଁ ହେଉଛି ସ୍ମାଇଲ ସାଧୁ ଅଟେ । ମେଘନା ନିଜ ପରିବାର ସହ ବେଶ ହସ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

ମେଘନା ଓ ତାଙ୍କ ମା ରାକ୍ଷୀଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିବା ସହ ଦୁହେଁ ମା ଓ ଝିଅ ପରସ୍ପରକୁ ସବୁ କଥାରେ ସମର୍ଥନ କରିଥାନ୍ତି । ଦୁହିଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ମଧ୍ୟ ରହିଛି । ଅଭିନେତ୍ରୀ ରାକ୍ଷୀ ନିଜର ଜବରଦସ୍ତ ଅଭିନୟ ପାଇଁ ଆଜି ବି ଦର୍ଶକ ମାନଙ୍କ ହୃଦୟରେ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ । ଏହା ଛଡା ଅଭିନେତ୍ରୀ ରାକ୍ଷୀ ବଲିଉଡରେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।