ଅଳ୍ପ ସମୟରେ ପାଇପାରିବେ କରଜରୁ ମୁକ୍ତି, କେବଳ ଆଜି ରାତି ପୂର୍ବରୁ କରନ୍ତୁ ଏହି ସହଜ କାମ

ନିଜ ଜୀବନରେ ସମସ୍ୟା ଆସିବା ଦ୍ଵାରା ଲୋକମାନେ ଶାସ୍ତ୍ରୀୟ ଉପାୟ ଗୁଡିକର ପ୍ରୟୋଗ କରନ୍ତି । ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ରର ଏମିତି କିଛି ବିଧି ଅଛି । ଯାହାକୁ ନିଜ ଜୀବନରେ ପ୍ରୟୋଗ କରିବା ଦ୍ଵାରା ବ୍ୟକ୍ତିମାନେ ନିଜ ଜୀବନରେ ଆସୁଥିବା ସଙ୍କଟ ଗୁଡିକ ଦୂର କରି ପାରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସୂଚନା ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

କେତେକ ବ୍ୟକ୍ତି ବିଭିନ୍ନ ପରିସ୍ଥିତିରେ ଫସି ଯାଇ କରଜ କରିଥାନ୍ତି ଓ ଏହି କରଜରୁ ମୁକ୍ତି ପାଇବା ପାଇଁ ସେ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହିଭଳି ସ୍ଥିତିରେ ପହଞ୍ଚିବା ପଛରେ ଆପଣମାନଙ୍କ ଗ୍ରହ ମାନଙ୍କର ଭୂମିକା ଥାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଷଷ୍ଠମ, ଅଷ୍ଟମ, ଦ୍ୱାଦଶ ଓ ମଙ୍ଗଳ ଗ୍ରହ କରଜର କାରଣ ଅଟେ । ମଙ୍ଗଳବାର ଓ ବୁଧବାରକୁ କରଜ ଦେବା କିମ୍ବା ନେବା ଉଚିତ ନୁହେଁ ।

କିନ୍ତୁ ଏହା ଛଡା କିଛି ଉପାୟ ଏମିତି ଅଛି ଯାହାକୁ କରିବା ଦ୍ଵାରା ଆପଣ କରଜରୁ ମୁକ୍ତି ପାଇଯିବେ ।

·    ଭଗବାନ ଗଣେଶଙ୍କୁ ପ୍ରତିଦିନ ଦୁବ ଓ ମୋଦକ ଭୋଗ ଲଗାନ୍ତୁ ।

·    ଶନିବାର ଦିନ ଋଣମୁକ୍ତେଶ୍ୱର ମହାଦେବଙ୍କର ପୂଜା କରନ୍ତୁ ।

·    ନାଲି ଓ ଧଳା ରଙ୍ଗର ବସ୍ତ୍ର ପ୍ରାୟତଃ ପିନ୍ଧନ୍ତୁ । ନଚେତ ନାଲି ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ ।

·    ଘରେ ଭଗବାନ ଶ୍ରୀକୃଷ୍ଣଙ୍କର ଗାଈ ସାମ୍ନାରେ ଛିଡା ହୋଇ ବଂଶୀ ବଜାଉଥିବା ମୁଦ୍ରାର ଫଟୋ ଲଗାନ୍ତୁ । ଏହା ଦ୍ଵାରା କରଜ ବଢିବ ନାହିଁ ।

·    ବଜରଙ୍ଗବଲିଙ୍କ ଚରଣରେ ମବଙ୍ଗଳବାର ଓ ଶନିବାର ଦିନ ତେଲ ଓ ସିନ୍ଦୁର ଚଢାନ୍ତୁ ଓ ବଜରଙ୍ଗ ବାଣର ପାଠ କରନ୍ତୁ ।

·    ନିଜ ଘରର ଐଶାନ୍ୟ କୋଣକୁ ସର୍ବଦା ସ୍ଵଚ୍ଛ ଓ ସଫା ରଖନ୍ତୁ ।

·    ନାଲି ମସୁର ଡାଲିକୁ ଦାନ କରିବା ଦ୍ଵାରା ଲାଭ ମିଳିଥାଏ ।

ଏହି ଉପାୟ ଛଡା ଯଦି ଆପଣ କରଜ ମୁକ୍ତି ମନ୍ତ୍ରକୁ ବି ଜପ କରିବେ ତେବେ ଅଧିକ ଲାଭ ପାଇବେ । ଏହି ତିନୋଟି ମନ୍ତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ମନ୍ତ୍ରକୁ ଏକ ମାଳ ସାହାର୍ଯ୍ୟରେ ଜପ କରନ୍ତୁ ଓ ଚମତ୍କାର ଦେଖନ୍ତୁ ।

– “ ଓଁ ଋଣ – ମୁକ୍ତେଶ୍ୱର ମହାଦେବାୟ ନମଃ ” ।

– “ ଓଁ ମଙ୍ଗଲମୂର୍ତୟେ ନମଃ ” ।

– “ ଓଁ ଗଂ ଋଣହର୍ତାଯୈ ନମଃ ” ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।