ଏହି ଗାଁରେ ନୂଆ ବୋହୁ ବିନା କପଡ଼ା ରେ ରୁହେ ପାଞ୍ଚଦିନ ପର୍ଯ୍ୟନ୍ତ, କାରଣ ଜାଣିଲେ ଚମକି ପଡ଼ିବେ

ନୂଆ ବୋହୁ ଘର ର ମାନ, ସମ୍ମାନ, ଇଜତ ହୋଇଥାଏ । ଗୋଟିଏ ନୂଆ ବୋହୁ କୁ ନିଜ ଶାଶୁ ଘରେ ଖାପ ଖୁଆଇ ଚଳିବାକୁ ଅଳ୍ପ ବହୁତ ସମୟ ଲାଗିଥାଏ । ଗୋଟିଏ ନୂଆ ବୋହୁ ଅନେକ ଜିନିଷ କୁ ନେଇ ଲାଜ କରିଥାଏ । ନୂଆ ଲୋକ ନୂଆ ଗାଁ ନୂଆ ପରିବେଶ ନୂଆ ପରିବାର ନୂଆ ସମ୍ପର୍କ କୁ ନେଇ ସମ୍ପୂର୍ଣ୍ଣ ଭାବେ ଚିନ୍ତାରେ ଥାଏ ଗୋଟିଏ ନୂଆ ବୋହୁ । ତେବେ ଆମେ ଆଜି ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହା କି ସେହି ସ୍ଥାନ ର ଏକ ଭିନ୍ନ ପରମ୍ପରା ଅଟେ ।

ଆମର ଯେପରି ମୁହଁ ଦେଖା ରସମ୍ ହୋଇଥାଏ ସେହି ପରି ସେଠାରେ ମଧ୍ୟ ଏମିତି କିଛି ଭିନ୍ନ ରସମ୍ ପରମ୍ପରା ରହିଛି । ଏହା ସେଠାରେ କାହିଁ କେତେ ବର୍ଷ ଠାରୁ ପାରମ୍ପରିକ ଭାବେ ସେଠାରେ ଏହି ରୀତି ରିବାଜ୍ ଚାଲି ଆସୁଛି । ଆଜିର ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ଭାରତର ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏକ ଅଦ୍ଭୁତ ପରମ୍ପରା ପ୍ରଚଳିତ ଅଛି ।

ଅଲଗା ପରମ୍ପରା ଅନୁଯାୟୀ ଏହି ଗାଁ ରେ ମଧ୍ୟ ପୁଅ ମାନେ ଝିଅ ମାନଙ୍କୁ ବିବାହ କରିଥାନ୍ତି କିନ୍ତୁ ଏହି ଗାଁ କୁ ଯିଏ ମଧ୍ୟ ବୋହୁ ହୋଇ ଆସିବ ତାକୁ କିଛି ଭିନ୍ନ ମତ ପରମ୍ପରା ର ପାଳନ କରିବାକୁ ହେବ । ଗାଁ କୁ ବିବାହ କରି ଆସୁଥିବା କନ୍ୟା କୁ ପ୍ରତ୍ୟେକ ନୂତନ ବୋହୁ କୁ 5 ଦିନ ବିନା ପୋଷାକରେ ରଖାଯାଏ । ଆମେ ଯେଉଁ ଗାଁ ବିଷୟରେ କହୁଛୁ ତାହା ହେଉଛି ହିମାଚଳ ପ୍ରଦେଶର ମାଣିକର୍ଣ୍ଣ ଉପତ୍ୟକାର ପିନି ଗ୍ରାମ । ଏହି ଗାଁର ଏହି ପରମ୍ପରା ସମସ୍ତଙ୍କ ମତ ପରମ୍ପରା ଯେ ବିବାହ ପରେ ସେମାନେ ଝିଅକୁ ପାଞ୍ଚ ଦିନ ପୋଷାକ ପିନ୍ଧିବାକୁ ଦିଅନ୍ତି ନାହିଁ ।

ଏପରିକି ତାଙ୍କୁ ସ୍ୱାମୀଙ୍କ ଠାରୁ ମଧ୍ୟ ଏହି ପାଞ୍ଚ ଦିନ ଦୂରରେ ରଖିବା ପାଇଁ ଏକ କୋଠରୀ ରେ ରଖା ଯାଏ । ଯେଉଁଠାରେ କେବଳ ସେହି ଗାଁର ମହିଳାମାନେ ସେହି କୋଠରୀ କୁ ଯାଇପାରିବେ । ଏହା ମଧ୍ୟ କୁହାଯାଏ ଯେ ଏହି ପରମ୍ପରା ପାଇଁ ବହୁତ ନିୟମ ଅଛି, ଖାଦ୍ୟ ପାଣି ସବୁ ଏହି କୋଠରୀ ମଧ୍ୟରେ ରୁହେ, ଆଲୋକ ମଧ୍ୟ ପଡ଼େ ନାହିଁ ।

ସେଠାରେ ଏହି ପରମ୍ପରା କୁ ବହୁତ ପବିତ୍ରତା ନଜର ରେ ଦେଖନ୍ତି । କୁହାଯାଏ ଏହା କରିବା ପରେ ଅନ୍ୟ ପୁରୁଷ କିମ୍ବା ନାରୀ ଦମ୍ପତ୍ତି ଦ୍ୱୟ ଙ୍କ ଜୀବନକୁ ଅନ୍ୟ କେହି ଆସନ୍ତି ନାହିଁ ଏବଂ ଖୁସିରେ ଜୀବନଯାପନ କରନ୍ତି । ଆଜିର ଆଧୁନିକ ଯୁଗରେ ମଧ୍ୟ ଭାରତରେ ଏପରି ଅଭ୍ୟାସ ଅଛି ଯାହା କୌଣସି ମତରେ ଠିକ୍ ନୁହେଁ । ଏହା ତ ସେଠାକାର ଭିନ୍ନ ପରମ୍ପରା ଏବଂ ବିଶ୍ୱାସ ଏହାକୁ ବଦଳାଇବା ଏତେ ସହଜ ନୁହେଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।