କଣ Black Top Hill ପାଇଁ ଚୀନ କରି ପାରେ ଭାରତ ସହ ଯୁଧ୍ୟ, ଦେଖନ୍ତୁ ଭାରତର ସ୍ଥିତି କଣ

ଯେମିତି କି ସମସ୍ତ ଜାଣିଛନ୍ତି କି ଭାରତ Black Top Hill ଉପରେ କବଜା କରିସାରିଛି । ଯାହା ଉପରେ ଚୀନ କବଜା କରି ଭାରତର ସମସ୍ତ ଗୀତିବିଧି ଉପରେ ନଜର ରଖିବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ବର୍ତ୍ତମାନ ଚୀନର ଏହି ସ୍ଵପ୍ନକୁ ଭାରତ ନିଜର କରି ନେଇଛି । ଏହି ଘଟଣା ପରେ ଚୀନ ବହୁତ ରାଗି ଯାଇଛି । ଏମିତି ପ୍ରଶ୍ନ ଉଠୁଛି କି କଣ ଚୀନ Black Top Hill ପାଇଁ ଭାରତ ସହ ଯୁଧ୍ୟ କରି ପାରେ ।

ବର୍ତ୍ତମାନ ଏହି ଘଟଣାକୁ ନେଇ ଉଚ୍ଚ ସ୍ତରରେ ବୈଠକ ବି ଚାଲିଛି । ଅନ୍ୟ ପଟେ ଭାରତୀୟ ସେନା ବି ସଚେତନ ଅଛନ୍ତି ଯଦି ଚୀନ ଦ୍ଵାରା କୌଣସି ବି ପ୍ରକାରର ପଦକ୍ଷେପ ନିଆ ଯାଉଛି ତେବେ ଭାରତ ବି ଜବାବ ଦେଇ ପାରେ । ଆଜି ଆମେ ଆପଣଙ୍କୁ କହିବୁ କି ବର୍ତ୍ତମାନ ଚୀନ କଣ କରି ପାରିବ ଓ ଭାରତ ଚୀନକୁ ଜବାବ ଦେବା ପାଇଁ କଣ କରିବ ?

Black Top Hill ବିଷୟରେ କହିବାକୁ ଗଲେ ଏହି ଅଞ୍ଚଳଟି ନା ହିଁ ଭାରତର ଅଟେ ନା ହିଁ ଚୀନର ଅଟେ, ଏହାକୁ ନେଇ କାହା ପାକହରେ କୌଣସି ବି ପ୍ରକାରର କାଗଜପତ୍ର ବି ନାହିଁ । ଏହି ଅଞ୍ଚଳଟି ଭାରତ ଓ ଚୀନ ସୀମା ମଧ୍ୟରେ ଆସିଥାଏ । ଯେଉଁଠି ଏହି ଅଞ୍ଚଳର ପାଖାପାଖି କ୍ଷେତ୍ର ଗୁଡିକ ଉପରେ ଚୀନର କବଜା ଥିଲା କିନ୍ତୁ ବର୍ତ୍ତମାନ ଭାରତ ଏହି ଅଞ୍ଚଳକୁ ନିଜ ଅଧୀନରେ ନେଇ ଯାଇଛି ।

ଏହା ପରେ ଭାରତକୁ ଗୁପ୍ତ ସୂଚନା ମିଳିଛି କି ଚୀନ ଏହି ପରାଜୟ ପରେ ଅନ୍ୟ କୌଣସି ଉପାୟରେ ଭାରତ ସହ ଯୁଧ୍ୟ କରିପାରେ । ଯେଉଁ ଅଞ୍ଚଳରେ ଭାରତ କମଜୋର ଥିବ କିମ୍ବା ଯେଉଁ ସ୍ଥାନରେ ଚୀନ ଶକ୍ତିଶାଳୀ ଥିବ ସେହି ସବୁ ସ୍ଥାନରେ ଚୀନ ଭାରତର କ୍ଷେତ୍ରକୁ କବଜା କରିବାକୁ ଚେଷ୍ଟା କରିବ । କିନ୍ତୁ ଭାରତ ବି ନିଜ ତରଫରୁ ନିଜର ସୈନ୍ୟବଳକୁ ବୁଦ୍ଧି କରି ଦେଇଛି । ଏହା ଛଡା ଚୀନ ଅରୁଣାଞ୍ଚଳ ଓ ସିକ୍କିମ ସହ ଲାଗିଥିବା ଅଞ୍ଚଳ ଗୁଡିକରେ ବି ନିଜର କଳା କାରନାମା ଦେଖାଇ ପାରେ ।

ଆପଣଙ୍କୁ କହିଦେଉଛୁ କି ଚୀନ ଭାରତକୁ କେବଳ ଧମକ ଦେଇ ପାରିବ । ନା ହିଁ ସେ ଯୁଧ୍ୟ କରିବ । କାରଣ ଚୀନ ବିରୁଦ୍ଧରେ କେବଳ ଭାରତ ନୁହେଁ ଦୁନିଆର ପାଖାପାଖି ସବୁ ଦେଶ ଏକ ହୋଇ ଯାଇଛନ୍ତି । ଚୀନକୁ ପୂର୍ବରୁ ହିଁ ଅର୍ଥନୀତି ଓ ବ୍ୟବସାୟିକ କ୍ଷେତ୍ରରେ କ୍ଷତି ହୋଇସାରିଛି । ଏମିତିରେ ଯଦି ଚୀନ ଭାରତ ସହ ଯୁଧ୍ୟ କରିବ ତେବେ ତାକୁ ପରାଜୟର ସାମ୍ନା କରିବାକୁ ପଡି ପାରେ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଭାରତ ବର୍ତ୍ତମାନ ସମୟରେ ଚୀନକୁ ଚାରି ଦିଗରୁ ଘେରିବା ପାଇଁ ପ୍ଲାନିଙ୍ଗ କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।