କମଜୋର ହେଉଛି ସୂର୍ଯ୍ୟ, ପାଞ୍ଚ ଗୁଣା ଯାଏ କମିଲା କିରଣ, ଏହି କାରଣ ପାଇଁ ଏବେ ଭୟରେ ବୈଜ୍ଞାନିକମାନେ

ବୈଜ୍ଞାନିକଙ୍କ କହିବା କଥାକି ପୃଥିବୀରେ ସବୁଠୁ ବେଶି ଉର୍ଜ୍ଜା ଦେଲାଭଳି ଏବେ ସୂର୍ଯ୍ୟ କମ ଚମକୁଛି । ମାନେ ତା ଆଲୋକରେ କମି ଆସୁଛି । ବୈଜ୍ଞାନିକଙ୍କ ଅନୁସାରେ ସୂର୍ଯ୍ୟ ଆକାଶ ଗଙ୍ଗାରେ ଉପସ୍ଥିତ ତାପର ଯେମିତି ଅନ୍ୟ ତାରଙ୍କ ତୁଳନାରେ କମ ପଡି ଯାଇଛି ଓ ତାହା 5 ଗୁଣା କମ ହୋଇଯାଇଛି । ଏହି କଥା ଜର୍ମାନୀର ମ୍ୟାକ୍ସ ଫ୍ଲେଙ୍କ ଇନଷ୍ଟିଚ୍ୟୁଟର ବିଶିଷ୍ଟ ବୈଜ୍ଞାନିକ କହିଛନ୍ତି । ସୂର୍ଯ୍ୟର ଏହି ବଦଳିବା ରେ କାରଣ ଅଧିକ ବୈଜ୍ଞାନିକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି କି ଏହା କଣ ପାଇଁ ହେଉଛି ।

ବିଶିଷ୍ଟ ବୈଜ୍ଞାନିକ ଅନୁସାରେ ସୂର୍ଯ୍ୟ ପୃଥିବିର ଏକମାତ୍ର ଉର୍ଜା ସ୍ରୋତ ଅଟେ କିନ୍ତୁ ପୂର୍ବ 9000 ବର୍ଷରୁ ଇଏ ଲଗାତାର କମଜୋର ହେବାକୁ ଲାଗିଛି ଓ ଏହାର ଆଲୋକ ମଧ୍ୟ କମ ହେବାକୁ ଲାଗୁଛି । ମ୍ୟାକ୍ସ ଫ୍ଲେଙ୍କ ଇନଷ୍ଟିଚ୍ୟୁଟର ମ୍ୟାକ୍ସ ଫ୍ଲେଙ୍କ ବୈଜ୍ଞାନିକ ମାନେ ଆମେରିକା ଅନ୍ତରିକ୍ଷ ଏଜେନ୍ସି ନାଶାର କେପଲର ସ୍ପେସ ଟେଲିଶସ୍କୋପ ଦ୍ବାରା ମିଳିଥିବା ସୂଚନା ର ଅଧ୍ୟୟନ କରି ଏହା ଖୁଲାସା କରିଛନ୍ତି ।

ବୈଜ୍ଞାନିକ ମାନେ କହିଛନ୍ତି କି ଆମର ଆକାଶ ଗଙ୍ଗାରେ ଥିବା ସୂର୍ଯ୍ୟ ଭଳି ଅନ୍ୟ ତାରା ମାନଙ୍କ ତୁଳନାରେ ଆମ ସୂର୍ଯ୍ୟର ଚମକ ଫିକା ପଡୁଛି । ନାସାର ବୈଜ୍ଞାନିକ ଏବେ ଯାଏ ଏହା ଜାଣିପାରି ନାହାନ୍ତି କି ଏହା କଣ ଝଡ଼ ଓ ତୋଫାନ ଆସିବାର ପୂର୍ବକ ଶାନ୍ତି ନୁହେଁ ତ ।

ସୂର୍ଯ୍ୟ ଓ ତାହା ପରେ ଅନ୍ୟ ତାରାର ଅଧ୍ୟୟନ ତାଙ୍କର ବୟସ, ଚମକ ଏବଂ ରୋଟେସନ ର ଆଧାରରେ କରା ଯାଇଛି । ମ୍ୟାକ୍ସ ଫ୍ଲେଙ୍କ ଇନଷ୍ଟିଚ୍ୟୁଟ ର ବୈଜ୍ଞାନିକଙ୍କ ଡକ୍ଟର ଆଲେକ୍ଜଣ୍ଡର ସାପିରୋ କହିଲେ କି ଆମେ ଆଶ୍ଚର୍ଯ୍ୟ ଅଛୁ ଆମ ସୂର୍ଯ୍ୟରୁ ଅଧିକ ଅକ୍ଟିଭ୍ ତାରା ଉପସ୍ଥିତ ଅଛନ୍ତି ଆକାଶ ଗଙ୍ଗାରେ । ଆମେ ସୂର୍ଯ୍ୟ ଓ ତା ପରି 2500 ତାରାଙ୍କୁ ତୁଳନା କରିଛୁ ଏହା ପରେ ଏହି ନିସ୍ପତ୍ତି ଉପରେ ପହଞ୍ଚିଛୁ ।

ସୂର୍ଯ୍ୟ ଉପରେ ଏହି ରିପୋ୍ଟ ତିଆରି କରିବା ବାଲା ଦ୍ଵିତୀୟ ବୈଜ୍ଞାନିକ ଡକ୍ଟର ଟିମୋ ରିନହୋଲ୍ଡ କହିଛନ୍ତି କି ସୂର୍ଯ୍ୟ ଗତ କିଛି ବର୍ଷରୁ ଶାନ୍ତ ଅଛନ୍ତି , ଆମେ ଏହି ଗଣନା ସୂର୍ଯ୍ୟର ସତହ ଉପରେ ବନେଇବା ବାଲା ସୋଲାର ସ୍ପଟ ଦ୍ଵାରା କରିଥାଉ । କିନ୍ତୁ ଗତ କିଛି ବର୍ଷରୁ ସୋଲାର ସ୍ପଟ ସଂଖ୍ୟାରେ ମଧ୍ୟ କମି ଆସିଛି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।