କଇଁଛ ମୁଦି କିପରି ପିନ୍ଧିଲେ ମଣିଷ ହୋଇଥାଏ କୋଟିପତି ଓ ଐଶ୍ଵର୍ଯ୍ଯଶାଳି, ନିଶ୍ଚୟ ଜାଣି ରଖନ୍ତୁ- Astrology

ବର୍ତମାନ ଯୁଗର ଲୋକମାନେ ମୁଦି ପିନ୍ଧିବାକୁ ପସନ୍ଦ କରିଥାଆନ୍ତି କାରଣ ଅତ୍ୟଧିକ ସୁନ୍ଦରତା ଲାଗିବା ପାଇଁ ଆହୁରି ମଧ୍ୟ ଜ୍ୟୋତିଷଙ୍କ ପରାମର୍ଶ ନେଇକି ବିଭିନ୍ନ ପଥରର ମୁଦି ପିନ୍ଧିଥାଆନ୍ତି । ଅଧିକାଂଶ ଲୋକାମାନେ କଇଁଛର ମୁଦି ପିନ୍ଧିଥାଆନ୍ତି । ଅନେକ ଲୋକମାନଙ୍କୁ ଜଣା ନ ଥାଏ ଯେ ଏହାକୁ କିପରି, କେଉଁ ଧାତୁ , କେଉଁ ଦିନ ଧାରଣ କରିବେ । ଯାହାକି ପିନ୍ଧିବା ଦ୍ଵାରା ଲାଭ ଦାୟକ ହୋଇଥାଏ । ଏହି କଇଁଛର ମୁଦି କେଉଁ ରାଶିରବ୍ୟକ୍ତି ପିନ୍ଧିବା ଦ୍ଵାରା ଲାଭ ହୋଇଥାଏ ।

ଓ କେଉଁ ରାଶିର ଲୋକମାନେ ପିନ୍ଧିବା ଦ୍ଵାରା କ୍ଷତି ହୋଇଥାଏ । ଏହା ପ୍ରାୟତଃ ସମସ୍ତଙ୍କୁ ଜଣା ନ ଥାଏ । ଆଜି ଜାଣିବା କଇଁଛର ମୁଦି କେଉଁ ବ୍ୟକ୍ତି ପିନ୍ଧିବା ଦ୍ଵାରା ଲାଭ ଓ  ହୋଇଥାଏ । ଏହି ବିଷୟରେ କହିବା ପୂର୍ବରୁ କଇଁଛ ପୌରଣିକ ବିଷୟରେ କିଛି କହିଦେବୁ ।

ଦର୍ଶକ ବନ୍ଧୁ ପୁରାଣ ଶସ୍ତ୍ର ମତରେ କଇଁଛ ଶ୍ରୀ ବିଷ୍ଣୁଙ୍କର ଅବତାର ଅଟେ । ଶ୍ରୀ ହଋ ବିଷ୍ନୁଙ୍କର ସ୍ୱରୂପ ଅଟେ । ଏହି କଇଁଛଟି ଜଳଚର ଅଟେ । ଶ୍ରୀ ହରିଙ୍କ ସହିତ ମାତା ଲକ୍ଷ୍ମୀ ମଧ୍ୟ ଜଳସାଗର ବିରାଜିତ । ଏଣୁ ଶ୍ରୀ ହରି ସହିତ ମାତା ଲକ୍ଷ୍ମୀଙ୍କର ଅପାର କୃପା ଏହି କଇଁଛ ମଧ୍ୟରେ ରହିଅଛି । ତେଣୁ ଏହି କଇଁଛର ମୁଦି ଧାରଣ କରିବା ଦ୍ଵାରା ମନୁଷ୍ୟକୁ ଧାର୍ଯ୍ୟ ,ଶାନ୍ତି ,ଶାଳୀନତା ଓ ବିନରମତା ପ୍ରାପ୍ତି ହୋଇଥାଏ ।

ଏବଂ ଏହି କଇଁଛର ମୁଦିକୁ ପିନ୍ଧିବା ଦ୍ଵାରା ନିଜ ଶରୀର ଓ ନିଜ ଘରେ ସକାରାତ୍ମକତା ବୃଦ୍ଧି ପାଇଥାଏ । ଯାହା ଦ୍ଵାରା ମଣିଷ ଧନ ଓ ଐଶ୍ଵର୍ଯ୍ୟର ପ୍ରାପ୍ତି ହୋଇଥାଏ । କିନ୍ତୁ ଅନେକ ଅଜଣା ଭୁଲ ପାଇଁ ଅନେକ ଲୋକଙ୍କର କ୍ଷତି ହୋଇଥାଏ । ତେବେ ସେହି ଅଜଣା ଭୁଲ କଣ ହୋଇଥାଏ ତେବେ ଆସନ୍ତୁ ଜାଣିବା କଇଁଛର ମୁଦି ସାଧାରଣତଃ ରୂପାର ହେବା ଆବଶ୍ୟକ ଅଟେ । କାରଣ ଏହା ଜଳତତ୍ଵର ଅଟେ । ଏଣୁ ରୂପାର ଚନ୍ଦିର କଇଁଛର ମୁଦି ପିନ୍ଧିବା ଆବଶ୍ୟକ ।

ମାତ୍ର ଧାତୁଟି  ରାସୀ ଅନୁସାରେ ପିନ୍ଧିବା ଆବଶ୍ୟକ ଅଟେ । କଇଁଛ ମୁଦିଟି କେବଳ ଡାହାଣ ହାତରେ ପିନ୍ଧିପାରିବେ । ନାରୀ ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ । କଇଁଛ ମୁଦିଟି କେବେହେଲେ କନିଷ୍ଠା ଅଙ୍ଗୁଳି , ବୃଦ୍ଧା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳିରେ ପିନ୍ଧିବା ଉଚିତ ହୋଇ ନ ଥାଏ । ଏହାକୁ କେବଳ ମଧ୍ୟମା ବା ଅନାମିକା ଅଙ୍ଗୁଳିରେ ପିନ୍ଧିପାରିବେ । ଏହାଛଡା ମେଶ ରାସୀ , ସିହ୍ନା ରାସୀ ,ଧନୁ ରାସୀ ଓ କୁମ୍ଭ ରାଶିର ଲୋକାମାନେ ପିନ୍ଧିବା ଦ୍ଵାରା ଅନେକ ଲାଭ ଫଳ ମିଳିଥାଏ ।

କନ୍ୟା ରାଶି , ବିଚ୍ଛା ରାଶି , ମୀନ ରାଶି ଏହି ରାଶିର ଲୋକାମାନଙ୍କ ପାଇଁ ଅଶୁଭଦାୟକ ଅଟେ । ଲାଭ ବଦଳରେ ଅନେକ କ୍ଷତି ମଧ୍ୟ ଘଟିଥାଏ । ଅଲଗା ରାସୀମାନଙ୍କ ପାଇଁ ସମଫଳଦାୟକ ହୋଇଥାଏ । କଇଁଛର ମୁଦିଟି କୁ ଶୁକ୍ରବାର ଦିନ କିଣିବା ଓ ଶୁକ୍ରବାର ଦିନ ପିନ୍ଧିବାର ବିଧି ରହିଛି । ଏବଂ ଦିନ ବେଳା ସୂର୍ଯ୍ୟାସ୍ତ ପୂର୍ବରୁ ଏହାକୁ ପିନ୍ଧିବା ନିୟମ ମଧ୍ୟ ରହିଛି । ଏହା ଛଡା ଆହୁରି ନିୟମ ମଧ୍ୟ ଅଛି । ଆସନ୍ତୁ ଜାଣିବା କଇଁଛର ମୁଦିଟିକୁ ପିନ୍ଧିବା ପୂର୍ବରୁ କଣ କରିବାକୁ ପଡିଥାଏ ।

ପ୍ରଥମେ ଗଙ୍ଗା ଜଳରେ କଇଁଛର ମୁଦିଟିକୁ ଧୋଇ ଦିଅନ୍ତୁ । ତାପରେ ପଞ୍ଚାମୂତ୍ର ସିଂଚନ କରିଦିଅନ୍ତୁ । କଇଁଛର ମୁଦିଟିକୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କ ପାଖରେ ପୂଜା କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ