କାହିଁକି ରହି ପାରୁ ନାହିଁ ଆପଣଙ୍କ ଘରେ ଟଙ୍କା, ଜାଣନ୍ତୁ କଣ ରହିଛି ଏହାର କାରଣ

ମାନବ ଜୀବନ ବାସ୍ତୁ ଶାସ୍ତ୍ର ସହ ଗଭୀର ସମ୍ବନ୍ଧ ଅଛି । ବାସ୍ତୁ ଶାସ୍ତ୍ରକୁ ନେଇ ବହୁତ ମାନ୍ୟତା ବି ଅଛି କି ଏହା ସମସ୍ତ ମନୁଷ୍ୟଙ୍କର ଜୀବନ ଉପରେ ପ୍ରଭାବ ପକାଇ ଥାଏ । କହିବାକୁ ଗଲେ ଯଦି ଆପଣଙ୍କ ଘରେ କୌଣସି ବାସ୍ତୁ ଦୋଷ ଅଛି ତେବେ ଆପଣଙ୍କୁ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମସ୍ତ ସମସ୍ୟା କିଛି ଏହିଭଳି ଅଟେ ଯେମିତି ମାନସିକ, ଶାରୀରିକ, ଧନ, କ୍ଲେଶ ଇତ୍ୟାଦି ।

ଯଦି କୌଣସି କାରଣରୁ ଆପଣଙ୍କ ଘରେ ଟଙ୍କା ରହୁ ନାହିଁ ଓ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଆସୁଛି ତେବେ ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଆପଣଙ୍କର ଘରେ ଥିବା ବାସ୍ତୁ ଦୋଷ ବିଷୟରେ କହିବାକୁ ଯାଉଛୁ ।

ଏହି କାରଣରୁ ଘରେ ରହି ପାରେ ନାହିଁ ଟଙ୍କା

ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ, ଉତ୍ତର – ପଶ୍ଚିମ ଓ ଉତ୍ତର – ପୂର୍ବ ଦିଗକୁ ଟଙ୍କାର ଦିଗ ବୋଲି କୁହାଯାଏ । ଏମିତିରେ ଯଦି ଏହି ଦିଗରେ କୌଣସି ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ତେବ ବ୍ୟକ୍ତିକୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଚେଷ୍ଟା କରନ୍ତୁ କି ଏହି ଦିଗରେ କୌଣସି ପ୍ରକାରର ଦୋଷ ଉତ୍ପନ୍ନ ନ ହେଉ ।

ଟଙ୍କାର ଦିଗ ଉତ୍ତର –ପୂର୍ବ ଦିଗକୁ କୁହାଯାଏ, ଏମିତିରେ କୁହାଯାଏ କି ଯେଉଁ ଘରର ଏହି ଦିଗରେ ଆବର୍ଜନା ମିଳିଥାଏ ସେଠି କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେଥିପାଇଁ ଏହି ଦିଗକୁ ସର୍ବଦା ସଫା ରଖନ୍ତୁ ।

ଯଦି ଘରର ଉତ୍ତର – ପୂର୍ବ ଦିଗରେ ଅନ୍ଧକାର ହୋଇଥାଏ ତେବ ସେହି ଘରେ ଧନହାନୀ ହୋଇଥାଏ ।

ଦକ୍ଷିଣ ଦିଗକୁ ଯମ ଦେବତାଙ୍କର ବୋଲି କୁହାଯାଏ । ସେଥିପାଇଁ ଏହି ଦିଗରେ କେବେ ବି ତିଜୋରି ରଖନ୍ତୁ ନାହିଁ, ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କୁ ଧନହାନୀ ହୋଇପାରେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମଧ୍ୟ ଭାଗରେ ଅଧିକ ଓଜନ ଜିନିଷ, ଶାଢୀ ଓ ଶୌଚାଳୟ ରହିବା ଦ୍ଵାରା ଆପଣଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଏହି ସମସ୍ତ ଜିନିଷକୁ ଜଲ୍ଦି ହିଁ ସେହି ସ୍ଥାନରୁ ହଟାଇ ଦିଅନ୍ତୁ ।

ଘରର ରୋଷେଇ ଘରକୁ କେବେ ବି ଉତ୍ତର ଦିଗରେ କରିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣ ଆର୍ଥିକ ସମସ୍ୟାରେ ଘେରି ରହିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।