କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ କଣ ଅଛି, ଆଗାମୀ ସ୍ଟେପ କଣ ରହିବ- Tarot Card Reading

ଦର୍ଶକ ବନ୍ଧୁ ପ୍ରତେକ ମଣିଷ ନିଜ ଜୀବନରେ କିଛି ନା କିଛି କରିବାକୁ ଭାବିଥାଏ । କିନ୍ତୁ ସବୁବେଳେ ସବୁ କିଛି ସତ ହୁଏ ନାହିଁ । କାରଣ ମଣିଷର ଭାଗ୍ୟରେ ଯାହା ଲେଖାଥାଏ ତାହା ହିଁ ହୋଇଥାଏ । ତେବେ ଆପଣ ନିଜ ଲାଇଫରେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଇଥିବେ । ତେବେ ଆପଣଙ୍କ ଭଲ ପାଇବା କୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ । ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ରହିଛି ତାହା ଜାଣିବାକୁ ହେଲେ ଆପଣଙ୍କୁ ଆମେ ଆଣିଥିବା ୩ଟି ବହି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଏହା ସହ ଆପଣ ଜାଣିପାରିବେ କି ତାଙ୍କର ଆଗାମୀ ସ୍ଟେପ ଆପଣଙ୍କୁ ନେଇ କଣ ରହିବ ।

୧- ଆପଣ ନିଜ ସାଥିଙ୍କ ପାଇଁ ପ୍ରଥମ ବହି ର ଚିତ୍ରକୁ ଚୁଜ କରିଥିଲେ ଆପଣଙ୍କ ସାଥି ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣ ଜୀବନରେ ଯାହା କରିବାକୁ ଚାହୁଁଛନ୍ତି ତାହା କରି ସାରିଛନ୍ତି । ଆପଣ ପରଫେକ୍ଟ ବ୍ୟକ୍ତି ଅଟନ୍ତି । ଆପଣ ଏମିତି କିଛି କାମ କରିଛନ୍ତି ଯାହା ପାଇଁ ତାଙ୍କୁ ଏମିତି ଲାଗୁଛି । ଆପଣ ଯାହା ଦେଖାଇଥାନ୍ତି ତାହା ସତ ଅଟେ । ସେ ଆପଣଙ୍କ ପ୍ରତି ଅଧିକ ଆକ୍ରୁଷ୍ଟ ହେଉଛନ୍ତି । ଯଦି ଆପଣ ଦୁହିଙ୍କ ମଧ୍ୟରେ କିଛି ସମସ୍ଯା ଅଛି ତେବେ ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଭୁଲ ମାଗନ୍ତୁ । ଆଉ ନିଜ ଆଡୁ କଥା ହୁଅନ୍ତୁ ।

୨- ଯଦି ଆପଣ ଦ୍ଵିତୀୟ ବହିର ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କ ସାଥିଙ୍କ ପ୍ରତି ଆପଣଙ୍କର ଚିନ୍ତାଧାରା ପଜେଟିଭ ଅଛି । ଆପଣ ଦୁହେଁ ପରସ୍ପର ସହ ବହୁତ ଏଞ୍ଜୋଏ କରୁଛନ୍ତି । ଏମିତି କିଛି ଅଛି ଯାହା ସେ ଆପଣଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଆପଣଙ୍କ ସହ ମଜବୁତ ସମ୍ପର୍କ ସେ ଅନୁଭବ କରୁଛନ୍ତି । ସେ ଆପଣଙ୍କର ଭଲ ବନ୍ଧୁ ବା ପରିବାରର କେହି ସଦସ୍ୟ ହୋଇପାରନ୍ତି । ତାଙ୍କର ଆଗାମୀ ସ୍ଟେପ ହେଉଛି ଆରାମ କରିବା । ସେ ବହୁତ ଥକାପଣ ଅନୁଭବ କରୁଛନ୍ତି ସେଥିପାଇଁ ଶାନ୍ତି ରେ ରହିବାକୁ ଚାହୁଁଛନ୍ତି । ହୋଇପାରେ ତାଙ୍କ ଉପରେ ଅଧିକ ଦାୟିତ୍ଵ ରହିଛି ।

୩- ଆପଣ ଯାହାଙ୍କ ପାଇଁ ତୃତୀୟ ବହି ର ଚିତ୍ର କୁ ଚୟନ କରିଛନ୍ତି ଆପଣଙ୍କ ପର୍ଶନ ଏମିତି ଭାବୁଛନ୍ତି ଆପଣ ସବୁ କିଛି ଛାଡି ତାଙ୍କ ପାଖକୁ ଆସିଛନ୍ତି । ଆପଣ ବହୁତ ରାଗି ସ୍ଵଭାବର ଅଟନ୍ତି । ଆପଣ ରାଗିଲେ କାହା କଥା ଶୁଣନ୍ତି ନାହିଁ । ଆପଣ ସବୁ କିଛି ଭୁଲି ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି । ଆପଣଙ୍କ ସାଥି ଲାଇଫରେ ମୁଭ ଅନ କରିବାକୁ ଚାହୁଁଛନ୍ତି । ତାଙ୍କର ଆଗାମୀ ସ୍ଟେପ ହେଉଛି ଆପଣଙ୍କ ପର୍ଶନ ନିସ୍ପତି ନେଇ ସାରିଛନ୍ତି । କିନ୍ତୁ ସେ ଅପେକ୍ଷା କରିଛନ୍ତି ଆପଣ କେଉଁ ସ୍ଟେପ ନେଉଛନ୍ତି । ସବୁ ଜାଣିବା ପରେ ସେ ଆପଣଙ୍କୁ ନେଇ ଫାଇନାଲ ସ୍ଟେପ ନେବେ ବୋଲି ଭାବିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।