ଆପଣ ଯଦି କାହାକୁ ସଚ୍ଚା ପ୍ରେମ କରୁଛନ୍ତି ଓ କେବେ ତାଙ୍କ ଠାରୁ ଅଲଗା ହେବାକୁ ପଡେ ତେବେ ମୋର ଏହି କଥା ନିଶ୍ଚୟ ମନେ ରଖିଥିବେ- Krishna Vani

ଆପଣ ଯାହାକୁ ପ୍ରେମ କରୁଛନ୍ତି ସବୁବେଳେ ତାଙ୍କ ପାଖରେ ରହିବାକୁ ଚାହାନ୍ତି ଅର୍ଥାତ ଟିକେ ସମୟ ପାଇଁ ଯଦି ସେ ନିଜ ପାଖରୁ ଦୂରେଇ ଯାଏ ତେବେ ନିଜକୁ ବହୁତ କଷ୍ଟ ଅନୁଭବ କରିବେ । ଯଦି ଆପଣ ମାତା ଓ ପିତା ତେବେ ଏହା ଆପଣଙ୍କୁ ଅଧିକ କଷ୍ଟ ଦେବ ଓ ଆପଣଙ୍କ ଆଖି ଆଗରୁ ପିଲା ମାନଙ୍କୁ ଯିବାକୁ ଦେବାକୁ ଚାହାନ୍ତି ନାହିଁ । କେବେ ହେଲେ ଆପଣ ଚାହିଁବେ ନାହିଁ ନିଜ ପିଲାଙ୍କ ଠାରୁ ଦୂରକୁ ଯିବା ପାଇଁ । କିନ୍ତୁ ଗୋଟେ ସମୟରେ ନିଜ ଲୋକଠାରୁ ଦୁରେଇ ରହିବା ଜୀବନରେ ଉନ୍ନତି ପାଇଁ ଆବଶ୍ୟକ ହୋଇଥାଏ ।

ଯଦି ଆପଣ ମାତା ଓ ପିତା ଅଟନ୍ତି, ଏହା ଆପଣଙ୍କୁ ଦୁଖ ଦେଇପାରେ କିନ୍ତୁ ଯଦି  ଆପଣଙ୍କ ସନ୍ତାନ ମାନଙ୍କୁ ସବୁ କ୍ଷେତ୍ରରେ ତାଙ୍କୁ ରାସ୍ତା ଦେଖାଇବେ ତ ଆପଣଙ୍କ ସନ୍ତାନ ନିଜେ କିପିରି ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ ଶିଖିବ ।

ସେଥିପାଇଁ ତାଙ୍କୁ କିଛି ସମୟ ଏକୁଟିଆ ଛାଡନ୍ତୁ ଏହାପରେ ତାଙ୍କ ସବୁ କର୍ମକୁ ଦେଖନ୍ତୁ ଏହାପରେ ତାଙ୍କୁ ଠିକ ଓ ଭୁଲର ରାସ୍ତା କୁହନ୍ତୁ । ଯାହା ଫଳରେ ସେମାନେ ସେହି ଜିନିଷ ପ୍ରତି ସଚେତନ ରହିବା ସହିତ ସବୁ ଜିନିଷକୁ ନିଜେ ହିଁ ଜାଣିପାରିବେ ।

ଯେପରି ଏକ ଗଛ ତାର ନୀତି ନିୟମକୁ ମାନି ଗଛ ତାର ପତ୍ର ଗୁଡିକୁ ଝଡାଇଥାଏ । ତେବେ କଣ ସେହି ଗଛ ତାଙ୍କ ସହ ଶତ୍ରୁତା କଲା । ଏହା ଯଦି ଭାବୁଛନ୍ତି ତେବେ ଏହା ଭୁଲ ଅଟେ କାରଣ ସେହି ଗଛ ତାର ପତ୍ର ଝଡାଇବା ଫଳରେ ତାର ସମସ୍ୟା ଦୂରେଇ ଯାଏ ।

। କାରଣ ଯଦି ସେହି ଗଛରେ ଶୁଖିଲା ପତ୍ର ଦେଖିବା ଫଳରେ କେବେ ହେଲେ ଭଲ ଲାଗିବା ନାହିଁ ଓ ସବୁ ଠାରୁ ବଡ କଥା ହେଉଛି ସେହି ପତ୍ର ଝଡିଲା ପରେ ଆଉ ନୂଆ ପତ୍ର ହୋଇଥାଏ ଓ ନୂଆ ଫଳ ହୋଇଥାଏ । ଯାହା କି ନେଇ ଆମେ ଗୁଜୁରାଣ ମେଣ୍ଟାଇଥାଉ । ଅର୍ଥାତ ସେ ନିଜେ ବହୁତ ଲୋକଙ୍କୁ ଫଳ ପ୍ରଦାନ କରନ୍ତି ଓ ବହୁତ ଲୋକଙ୍କର ଭୋକ ମଧ୍ୟ ମିଟାଇଥାଏ ।

ସେମାନେ ନିଜ କାର୍ଯ୍ୟ ନିଜେ କରିବା ଯାଇପାରିବେ ଓ ଏହାର ପରବର୍ତୀ ସମୟରେ ଯେଉଁ ସମୟରେ ଓ ଯେକୌଣସି ଅସୁବିଧା ଆସିଲେ ମଧ୍ୟ ସେ ହାରି ନଯାଇ ତାକୁ ସାହାସର ସହିତ ମୁକାବୁଲା କରନ୍ତି ଓ ଏପରି କରିବା ଫଳରେ ସେମାନେ ଭୁଲ ଓ ଠିକ ପ୍ରଭେଦ ନିଜେ ଜାଣିପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।