କାହା ଉପରେ ଭରସା କରିବା ପୂର୍ବରୁ ନିଶ୍ଚୟ ଥରେ ଜାଣି ରଖନ୍ତୁ ଏହି କଥା, ପ୍ରେମ କରୁଥିବା ଲୋକ ନିଶ୍ଚୟ ପଢନ୍ତୁ- Krishna Vani

ଯେତେବେଳେ ମେଘ ଆସେ ସେତେବେଳେ ସବୁ ଓ ଯିବା ଜନ୍ତୁ ଲୁଚି ଯାନ୍ତି ସବୁ ପକ୍ଷୀମାନେ ନିଜ ବସା ଭିତରକୁ ପଲାନ୍ତି କିନ୍ତୁ ଏହି କଳାହାଣ୍ଡିଆ ମେଘ, ଗର୍ଜୁଥିବା ବର୍ଷା ଦେଖି ଜଣେ ବହୁତ୍ ଖୁସି ହୁଏ ଓ ତାକୁ ହରାଇଦେଇଥାଏ । କାରଣ ସେ ସମସ୍ୟା ନଦୁରେଇ ଯାଇ ତାକୁ ସାମ୍ନା କରେ ସେ ଗର୍ଯୁଥିବା ମେଘ ଭାରି ବର୍ଷା ଓ ଘଡ ଘଡି ମରୁଥିଲେ ମଧ୍ୟ ସେ ଡରୀ ନଥାଏ ସିଏ ବହୁତ୍ ଆନନ୍ଦ ଉଠାଇଥାଏ । ସେ ହେଉଛି ମୟୂର ।

ଏହା ହିଁ ହେଉଛି ଅନ୍ତର ହାରିବା ଲୋକ ଓ ଜିତିବା ଲୋକଙ୍କ ଉପରେ କି ସେ ଏହି ଯୁଦ୍ଧ ହାର ଓ ଜିତ୍ ନୁହେଁ କିନ୍ତୁ ନିଜ ଭାବନା ଓ ସମସ୍ୟା ଉପରେ ନିର୍ଭର କରେ । ଯଦି ଆପଣ ନିଜର ଭାବନାକୁ ଛୋଟ ରଖିବେ ତେବେ ସମସ୍ୟା ବଡ ହୋଇଯିବ କିନ୍ତୁ ଯଦି ଆପଣ ଭାବନାକୁ ଛୋଟ ଭାବିବେ ତେବେ ଆପଣଙ୍କର କାର୍ଯ୍ୟ ସରଳ ହୋଇଯିବ । ମନୁଷ୍ୟ ସର୍ବର୍ଦା ବିଶ୍ଵାସରେ ବଞ୍ଚିଥାଏ ।

କିନ୍ତୁ ଏହି ଯୁଗରେ କାହା  ଉପରେ ବିଶ୍ଵାସ କରିବା ବହୁତ ବଡ ଭୁଲ ହୋଇଯିବ । କାରଣ ସବୁଲୋକେ କୁହନ୍ତି ମତେ ବିଶ୍ଵାସ କରନ୍ତୁ କିନ୍ତୁ ସେ ଆପଣଙ୍କ ପଛରେ ରହି ଆପଣଙ୍କ ପାଇଁ ଗାତ ଖୋଳୁଥିବ ଏବଂ ଆଉ କିଛି ଲୋକେ ଥାନ୍ତି କୁହନ୍ତି କଣ ୫ ଆଙ୍ଗୁଳି କଣ ସମାନ ଏଇଟା ସତ ୫ ଆଙ୍ଗୁଳି କେବେ ସମାନ ନୁହେଁ କିନ୍ତୁ ଏହି ଯୋଗରେ ସବୁଲୋକେ ସମାନ ପରି ତେଣୁ କରି ଆପଣ ବିଶ୍ବାସ କାହାକୁ କରିବା ଦରକାର କାହାକୁ ନୁହେଁ ଲୋକ ଜାଣିପାରି ନଥାଏ ।

ଆପଣ ଟିକେ ଭାବନ୍ତୁ ତ ଆପଣ କାହା ଉପରେ ବେଶୀ ବିଶ୍ବାସ କରନ୍ତି । ମହାପୁରଷଙ୍କ କହିବା କଥା ନା ଶ୍ରୀକୃଷ୍ଣ କହିଥିବା କଥା ନା ଲେଖା ଯାଇଥିବା ଗ୍ରନ୍ଥ ମାନଙ୍କର କଥା । ମାତା ଓ ପିତା ଓ କଥା ନା ସାଙ୍ଗ ମାନେ କହିଥିବା କଥା ଏହି ସବୁ ବିଶ୍ବାସ ଆପଣଙ୍କର ଅପୂର୍ଣ୍ଣ ଅଟେ ।

ଯେପର୍ଯ୍ୟନ୍ତ ଆପଣଙ୍କୁ ନିଜ ଉପରେ ବିଶ୍ବାସ ଆସି ନାହିଁ । ଯଦି ବିଶ୍ବାସ କୁ ଜାଣିବାର ଅଛି ପ୍ରଥମେ ବିଶ୍ୱାସକୁ ଚିହ୍ନି ବାକୁ ପଡ଼ିବ । ଆପଣ କାହା କଥାକୁ ଶୁଣନ୍ତୁ ନାହିଁ ଆପଣ କେବଳ ନିଜ ମନ କଥା ଶୁଣିବାକୁ ଚେଷ୍ଟା କରନ୍ତୁ ଓ ନିଜ ବିବେକ କଥା ଶୁଣିବାକୁ ଚେଷ୍ଟା କରନ୍ତୁ ।

ନିଜ ଅନ୍ତର ଆତ୍ମା କୁ ପଚାରନ୍ତୁ ଯେଉଁ ଉତ୍ତର ଆସିବ ସେଟା ହିଁ ଠିକ୍ ଅଟେ ଏବଂ ଯେତେବେଳେ ଆପଣ ନିଜ ଅନ୍ତର ଆତ୍ମା ଉପରେ ବିଶ୍ବାସ କରିବା ସିଖିଯିବେ ଓ ସଠିକ୍ ଭାବି କାର୍ଯ୍ୟରେ ଲଗାଇବେ । ତେବେ ଯାଇ ଆପଣ ନିଜ ଭିତରେ ଥିବା ନୀତି ଜ୍ଞାନ ଆପଣ ଙ୍କ ଭିତରୁ ହିଁ ବାହାରିବ । ଯଦି ଆପଣ ନିଜ ଉପରେ ଥିବା ବିଶ୍ବାସ କୁ ନଜାଣି ପାରନ୍ତି ତେବେ ଗୀତାରେ ଲେଖା ଯାଇଥିବା ଶ୍ଳୋକ ବା ଧର୍ମ ଗ୍ରନ୍ଥ ଲେଖାଯାଇଥିବା ବା ମାତା ଓ ପିତା ଦେଇଥିବା ଶିକ୍ଷା ଓ କଥା ସବୁ ବ୍ୟର୍ଥ ଯିବ ଏବଂ ଜାହାକଲେ ମଧ୍ୟ ଆପଣଙ୍କର କୌଣସି କାମରେ ଲାଗିବ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।