କାଗଜରେ ଲେଖି କରନ୍ତୁ ଏହି କାମ, ମାତ୍ର ୫ ଦିନରେ ହେବ ଚମତ୍କାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥାଏ ଏବଂ ସେହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ବ୍ୟକ୍ତି ଅନେକ ପ୍ରକାର ଉପାୟ ମଧ୍ୟ ଆପଣାଇ ଥାଏ। କିନ୍ତୁ ବିଫଳ ହୋଇଥାଏ। ତେବେ ଯଦି ଆପଣଙ୍କ ଜୀବନ ରେ ମଧ୍ୟ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଛି ଅଥବା ଗ୍ରହ ଦୋଷ ଲାଗି ରହିଛି ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଉପାୟ ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିବ ଏବଂ ଗ୍ରହ ଦୋଷ ରୁ ମଧ୍ୟ ମୁକ୍ତି ପାଇ ପାରିବେ। ତେବେ ଆସନ୍ତୁ ସେହି ଉପାୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଉପାୟ ହେଉଛି, ଆପଣ ହନୁମାନ ଚାଲିଶା ପଢ଼ିବା ଆରମ୍ଭ କରି ଦିଅନ୍ତୁ।ପବିତ୍ର ଭାବନା ଏବଂ ଶାନ୍ତି ପୂର୍ଣ୍ଣ ଭାବରେ ହନୁମାନ ଚାଲିଶା ପଢ଼ିବା ଦ୍ଵାରା ପ୍ରଭୁ ହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ ନିଜର କୃପାଦୃଷ୍ଟି ପକାଇ ଥାଆନ୍ତି। ପ୍ରଭୁ ହନୁମାନ ଙ୍କ ଆଶୀର୍ବାଦ ରୁ ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ।


୨. ବନ୍ଧୁଗଣ ଦ୍ଵିତୀୟ ଉପାୟ ଟି ହେଉଛି, ପଶୁ ପକ୍ଷୀ ଏବଂ ଚଢ଼େଇ ଙ୍କୁ ଖାଇବାକୁ ଦିଅନ୍ତୁ।ଏହା ସହିତ ବୃକ୍ଷ କୁ ଜଳ ଅର୍ପଣ କରନ୍ତୁ। ପଶୁ ପକ୍ଷୀ ଓ ଚଢ଼େଇ ଙ୍କୁ ଖାଇବାକୁ ଦେବା ଦ୍ବାରା ଏବଂ ବୃକ୍ଷ କୁ ଜଳ ଅର୍ପଣ କରିବା ଦ୍ୱାରା ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଆପଣ କୋଟି ପୁଣ୍ୟ ର ଅଧିକାରୀ ହୋଇଥାନ୍ତି।


୩. ବନ୍ଧୁଗଣ ତୃତୀୟ ଉପାୟ ଟି ହେଉଛି,ଏକ ପାଣି ଥିବା ନଡ଼ିଆ ନିଅନ୍ତୁ ଏବଂ ସେହି ନଡ଼ିଆ କୁ ନିଜ ଚାରିପାଖ ରେ ୨୧ ଥର ବୁଲାଇ ଦିଅନ୍ତୁ। ଏହାପରେ ସେହି ନଡ଼ିଆ କୁ ନେଇ କୌଣସି ମନ୍ଦିର ଅଥବା ପୂଜା ସ୍ଥାନରେ ରଖି ଦିଅନ୍ତୁ। ଏହି ଉପାୟ ଆପଣ ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଉପରେ ଥିବା ସମସ୍ତ ସଙ୍କଟ ଦୂର ହୋଇଯିବ।


୪. ବନ୍ଧୁଗଣ ଚତୁର୍ଥ ଉପାୟ ଟି ହେଉଛି, ଆପଣ ସ୍ମଶାନ କୁ ଯାଇ କିଛି ଟଙ୍କା ଫୋପାଡ଼ି ଦେଇ ଆସନ୍ତୁ ଏବଂ ଟଙ୍କା ଫୋପାଡ଼ିବା ପରେ ପଛକୁ ବୁଲି ଦେଖନ୍ତୁ ନାହିଁ ଓ ଏକମୁହାଁ ହୋଇ ଆସି ଯାଆନ୍ତୁ।ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ହଠାତ ଆସିଥିବା ବିପଦ ଦୂର ହୋଇଥାଏ ଏବଂ ଦେବାଦେବୀ ଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହୋଇଥାଏ।


୫. ବନ୍ଧୁଗଣ ପଞ୍ଚମ ଉପାୟ ଟି ହେଉଛି, ଆପଣ ଏକ କାଗଜ ରେ ଛୋଟ ଛୋଟ ଅକ୍ଷର ରେ ଅଧିକ ସଂଖ୍ୟାରେ ରାମନାମ ଲେଖନ୍ତୁ। ଏହାପରେ ଏହି କାଗଜ କୁ ଛୋଟ ଛୋଟ ଖଣ୍ଡ କରନ୍ତୁ ଏବଂ ଛୋଟ ଛୋଟ ଅଟା ଗୁଳା ରେ ଏହାକୁ ଲଗାଇ ନଦୀ କିମ୍ବା ପୋଖରୀ ରେ ଭସାଇ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିବ ଏବଂ ଖୁସି ର ଆଗମନ ହେବ।