Jyotisha Shastra- ପୁଅଙ୍କୁ କୋଟିପତି ବନେଇ ଦିଅନ୍ତି ଏହି 4 ନାମର ଝିଅ

ଆପଣ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଦୁନିଆରେ ବହୁତ ବିଷୟ ଭାଗ୍ୟ ଉପରେ ହିଁ ନିର୍ଭରଶୀଳ । ଅନେକ ସମୟରେ ଉତ୍ତମ ଭାଗ୍ୟ ମନୁଷ୍ୟକୁ ରାସ୍ତାରୁ ଉଠାଇ କରୋଡ଼ପତି ମଧ୍ୟ ବନାଇ ଦିଏ । କିନ୍ତୁ ସମସ୍ତଙ୍କର ଭାଗ୍ୟ ମଧ୍ୟ ଏତେ ଭଲ ହୋଇ ନ ଥାଏ । ଯଦି ଆପଣଙ୍କ ଭାଗ୍ୟ ଏହିପରି ଖରାପ ଅଟେ କିନ୍ତୁ ଆପଣଙ୍କ ସ୍ତ୍ରୀ ଙ୍କ ଭାଗ୍ୟ ଭଲ ଅଟେ, ତେବେ ସେଥିରୁ ଆପଣ ଲାଭ ଉଠାଇ ପାରିବେ । ଆପଣ ମଧ୍ୟ ଦେଖିଥିବେ ବିବାହ ପରେ ଅନେକ ଲୋକଙ୍କ ଜୀବନ ଆଗଠୁ ଖୁବ୍ ଭଲ ହୋଇଯାଏ । ଏହାର ସମସ୍ତ ଶ୍ରେୟ ତାଙ୍କ ପତ୍ନୀଙ୍କୁ ହିଁ ଯାଏ । ତେବେ ଆଜି ଏପରି କିଛି ଝିଅଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ଭାଗ୍ୟ ଟିକେ ଅଧିକ ଭଲ ହୋଇଥାଏ ।

A ନାମର ଝିଅମାନେ

A ନାମର ଝିଅମାନଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ । ଏମାନେ ଯେଉଁ ବ୍ୟକ୍ତିଙ୍କୁ ବିବାହ କରନ୍ତି ସେମାନଙ୍କ ଜୀବନରେ ଆର୍ଥିକ ଲାଭ ନେଇ ଆସନ୍ତି । ଏହି ଝିଅମାନଙ୍କୁ ବିବାହ କରିବା ପରେ ପୁଅଙ୍କ ଜୀବନରେ ଧନ ଅର୍ଜନ କରିବାର ଅନେକ ନୂଆ ଅବସର ସୃଷ୍ଟି ହୋଇଥାଏ । ଟଙ୍କା ପଇସା ମାମଲାରେ ତାଙ୍କ ଭାଗ୍ୟ ଚମକିବାକୁ ଲାଗେ ଓ ତାଙ୍କ ଆର୍ଥିକ ସ୍ଥିତିରେ ଆପେ ଆପେ ସୁଧାର ଆସିଥାଏ । ବିଗିଡି ଯାଇଥିବା କାମ ହୋଇଥାଏ ଓ ଯେଉଁଠାରେ ମଧ୍ୟ ଟଙ୍କା ନିବେଶ କଲେ ଲାଭ ମିଳିଥାଏ । ଏମାନଙ୍କୁ ବିବାହ କରିଥିବା ପୁଅ ବହୁତ ଭାଗ୍ୟବାନ ହୋଇଥାନ୍ତି ।

J ନାମର ଝିଅମାନେ

J ନାମର ଝିଅମାନେ ଜନ୍ମରୁ ହିଁ ନିଜ ଭାଗ୍ୟ ଲେଖି ଆଣନ୍ତି ବୋଲି କୁହାଯାଏ । ଏହି ଝିଅମାନେ ଯେଉଁ ଘରେ ପାଦ ଦିଅନ୍ତି ସେଠାରୁ ସମସ୍ତ ସମସ୍ୟା ଆପେ ଚାଲି ଯାଏ । ଏହି ଝିଅଙ୍କ ଭାଗ୍ୟର ପ୍ରଭାବ ଏତେ ପ୍ରବଳ ହୋଇଥାଏ ଯେ କେବଳ ପୁଅ ନୁହେଁ କିନ୍ତୁ ପୁରା ଶଶୁର ଘର ସଦସ୍ୟ ଏହାର ଲାଭ ପାଆନ୍ତି । ଏହି ନାମର ଝିଅଙ୍କୁ ବୋହୂ କରି ଘରକୁ ଆଣିଲେ ଘରର ଗରିମା ଆହୁରି ବଢ଼ି ଯାଏ । ଏମାନଙ୍କ ସହ ବିବାହ ପରେ ପୁଅର ଚାକିରି ବା ବ୍ୟବସାୟରେ ଉନ୍ନତି ହୋଇଥାଏ ।

P ନାମର ଝିଅମାନେ

P ନାମର ଝିଅମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ଏମାନଙ୍କ ସହ ବିବାହ ପରେ ସ୍ବାମୀଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ଓ ତାଙ୍କୁ ଧନ ଅର୍ଜନ କରିବାର ନୂଆ ନୂଆ ଅବସର ପ୍ରାପ୍ତ ହୋଇଥାଏ । ଏହି ଝିଅମାନେ ସବୁ ସମୟରେ ନିଜ ସ୍ଵାମୀଙ୍କ ସହ ପାଦ ମିଶାଇ ଚାଲନ୍ତି । ଏମାନଙ୍କ ତେଜସ୍ଵୀ ଭାଗ୍ୟ ସ୍ବାମୀଙ୍କ ରାସ୍ତାରେ ଆସୁଥିବା ସମସ୍ତ ବାଧାକୁ ଦୂର କରିଦିଏ । ଏହି ପ୍ରକାର ଏମାନଙ୍କୁ ବିବାହ କରିବା ପରେ ପୁଅଙ୍କୁ ସଫଳ ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ ।

U ନାମର ଝିଅମାନେ

U ନାମର ଝିଅମାନଙ୍କ ଭାଗ୍ୟ ମଧ୍ୟ ଖୁବ୍ ଉଜ୍ବଳ ହୋଇଥାଏ । ଏହି ଝିଅମାନେ ନିଜ ସ୍ଵାମୀଙ୍କ ପାଇଁ ଉନ୍ନତି ନେଇକରି ଆସନ୍ତି । ସ୍ବାମୀ ଯେ କୌଣସି ନୂଆ କାର୍ଯ୍ୟ କରିବାକୁ ଗଲେ ତାଙ୍କ ସ୍ତ୍ରୀଙ୍କ ଭାଗ୍ୟ ତାଙ୍କର ସାଥୀ ହୋଇଥାଏ । ଏହି ପ୍ରକାର ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ ହୋଇଥାଏ । କିନ୍ତୁ ଏହି ବିଷୟ କେବଳ ଏହି ନାମର ୭୫% ଝିଅଙ୍କ ଉପରେ ଲାଗୁ ହୋଇଥାଏ । ବାକି ୨୫% ଝିଅ ଏତେ ଭାଗ୍ୟଶାଳୀ ହୋଇ ନ ଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।