Jyotisha Shastra- କୋଟିଏରେ ଗୋଟିଏ ହେଇଥାନ୍ତି ଏହି 5 ନାମର ଝିଅ

ଆପଣମାନେ ସମସ୍ତେ ଜାଣିଛନ୍ତି କି ମହିଲାମାନେ ସ୍ଵୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାମାନଙ୍କ ମଧ୍ୟରେ ଏମିତି କିଛି ଖାସ ଗୁଣ ଥାଏ ଯାହା ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ଓ ଶୋଭାଗ୍ୟଶାଳୀ କରିଥାଏ । ଏହି ଝିଅମାନଙ୍କର ଭଲ ସ୍ଵଭାବ ଦ୍ଵାରା ଆଖପାଖର ଲୋକମାନଙ୍କର ଭାଗ୍ୟରେ ବି ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କିଛି ମହିଳାଙ୍କ ନାମରେ ମଧ୍ୟ ଏହିଭଳି କିଛି ଗୁଣ ଥାଏ ଯେଉଁ କାରଣରୁ ଏହି ମହିଳାମାନେ ନିଜ ଶଶୁର ଘରେ ବି ସମସ୍ତଙ୍କ ମନ ମୋହି ନେଇଥାନ୍ତି ଓ ସମସ୍ତେ ଏମାନଙ୍କୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହିଭଳି ନାମ ବାଲା ଝିଅମାନଙ୍କ ବିଷୟରେ ।

P ନାମ ବାଲା ମହିଳା

jଜ୍ୟୋତିଷ ଶାସ୍ତ୍ରାନୁସାରେ ଏହି ମହିଳାମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ସାଙ୍ଗ ସାଥି ଓ ପରିବାର ସୁଖ ଦୁଖରେ ଏମାନେ ଭାଗୀଦାର ହୋଇଥାନ୍ତି । ବିବାହ ପରେ ବି ଏମାନଙ୍କର ଏହି ସ୍ଵଭାବରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ । ଏହି ମହିଳାମାନେ ଶଶୁର ଘରେ ସମସ୍ତଙ୍କ ମନ ନେଇ ଚଳନ୍ତି ଓ ସମସ୍ତଙ୍କ ଯତ୍ନ ବି କରନ୍ତି । ଏଥିପାଇଁ ଏମାନେ ଶଶୁର ଘର ଲୋକଙ୍କର ସବୁଠୁ ପ୍ରିୟ ହୋଇ ରହିଥାନ୍ତି ।

D ନାମ ବାଲା ମହିଳା

ଏହି ମହିଳାମାନେ ଶଶୁର ଘର ପାଇଁ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଏମାନେ ନିଜ କାର୍ଯ୍ୟ କୁଶଳତା ଓ ବ୍ୟବହାର ଦ୍ଵାରା ସମସ୍ତଙ୍କ ମନ ଜିତି ନିଅନ୍ତି । ଘର ଓ ବାହାରେ ସବୁ ପ୍ରକାରର କାର୍ଯ୍ୟରେ ଏମାନେ ନିପୁଣ ହୋଇଥାନ୍ତି । ଏହି ଗୁଣ ପାଇଁ ଏମାନେ ଶଶୁର ଘର ପାଇଁ ବହୁତ ମହତ୍ଵ ରଖିଥାନ୍ତି ।

N ନାମ ବାଲା ମହିଳା

ଏହି ମହିଳାମାନେ ବାହାରୁ ବହୁତ କଠୋର ଓ ମନ ଭିତରୁ ବହୁତ ନରମ ହୋଇଥାନ୍ତି । ବିବାହ ପରେ ଏମାନେ ଶଶୁର ଘର ସବୁ ସଦସ୍ୟଙ୍କ ଭଲ ଭାବରେ ଯତ୍ନ କରନ୍ତି ଓ ସ୍ଵାମୀର ସବୁ ପ୍ରକାର ସୁଖ ଦୁଖରେ ସାମିଲ ବି ହୋଇଥାନ୍ତି । ଏମାନେ ଶଶୁର ଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

S ନାମ ବାଲା ମହିଳା

ଏହି ମହିଳାମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ସରଲ ହୋଇଥାଏ । ଏମାନେ ସବୁ କାର୍ଯ୍ୟକୁ ବହୁତ ସରଳତାରେ ସହ କରିଥାନ୍ତି । ଏମାନେ ଶଶୁର ଘରେ ସମସ୍ତଙ୍କ ସହ ଭଲ ଭାବରେ ମିଳିମିଶି ସବୁ କାର୍ଯ୍ୟ କରିଥାନ୍ତି । ଏଥିପାଇଁ ଏମାନେ ଶଶୁର ଘରେ ବହୁତ ପ୍ରିୟ ହୋଇଥାନ୍ତି । ଏମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

R ନାମ ବାଲା ମହିଳା

ଏହି ମହିଳା ମାନେ ବହୁତ ମହତ୍ଵକାଙ୍ଖି ହୋଇଥାନ୍ତି । ଏମାନେ ସମାଜରେ ନ୍ୟୟର ଏକ ପ୍ରତିଷ୍ଠା ସ୍ଥାପନ କରିବାରେ ସଫଳ ହୋଇଥାନ୍ତି । ଏହି ମହିଳାମାନେ ସର୍ବଦା ନିଜ ପରିବାରକୁ ନେଇ ଚଳିଥାନ୍ତି । ଏହି କାରଣରୁ ଏମାନେ ଶଶୁର ଘରେ ବହୁତ ପ୍ରିୟ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।