ମା ଙ୍କୁ ଭଲ କରିବା ପାଇଁ କୋଭିଡ ହସ୍ପିଟଲ କର୍ମଚାରୀ ଯୁବତୀଙ୍କୁ କଲା ବ୍ଲା-କ-ମେ-ଲିଂ, କହିଲା ବାଥରୁମରେ ଡ୍ରେ-ସ ଖୋ-ଲି ଭିଡିଓ କଲ କର

ଆପଣ ମାନେ ଜାଣିଥିବେ କି କାରୋନା ଏବେ ଅଧିକ ମାତ୍ରାରେ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାରେ ଲାଗିଛି । ଆପଣ ମାନେ ଜାଣିଥିବେ କି ଏହା ପାଇଁ ଆମ ପାଖରେ ଥିବା ଅକ୍ସିଜେନ ସିଲିଣ୍ଡର ହେଉ  କିମ୍ବା ହସ୍ପିଟାଲ ବେଡ ହେଉ କମ ପଡିବାରେ ଲାଗିଛି ।

ଏହି ପରିସ୍ଥିତିରେ ଯେଉଁ ମାନେ ଅଧିକ ଗୁରୁତ୍ଵର ହୋଇ ଯାଉଛନ୍ତି କେବଳ ସେମାନଙ୍କୁ ହସ୍ପିଟାଲ ରେ ରଖାଯାଉଛି । ତେବେ ଏଭଳି ପରିସ୍ଥିତିରେ କେତେବେଳେ ଅ-ଙ୍ଗଚୋ-ରୀ ତ କେତେବେଳେ ପଇସା ମା-ରି-ବା ପାଇଁ କିଛି ହସ୍ପିଟାଲ କର୍ମୀ ମାନେ ଅଭାବନୀୟ କା-ଣ୍ଡ କରୁଛନ୍ତି । ଆଉ ଏକ ଅସହନୀୟ କା-ଣ୍ଡ ଘଟିଛି ଏଭଳି ପରିସ୍ଥିତିରେ ।

ଏହା ହେଉଛି କି ଜଣେ ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଆଡମିସନ ହୋଇଥିଲେ । ଏହା ପରେ ସେ ଜଣେ ନର୍ସ ଙ୍କ ସାହାଯ୍ୟରେ ନିଜ ଘରକୁ ଫୋନ କରି କିଛି ଜିନିଷ ମଗାଇଥିଲେ । ମହିଳାଙ୍କ ସ୍ଵାମୀ ଓ ତାଙ୍କ ବିବାହିତ ଝିଅ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ଏହା ପରେ ନର୍ସ ତାଙ୍କୁ ସମ ଆଲଟିନେଟ ପଟେ ଦେଖା କରିବାକୁ କହି ଡାକି ଏକ ଲୋକ ସହ ପରିଚୟ କରାଈ ଝିଅକୁ କହିଥିଲେ କି ସେ ତାର ଫୋନ ନମ୍ବର ଦେବ ଓ ମା ସହ ଏହା ସାହାଯ୍ୟରେ କଥା ହେବ ।

ଝିଅ  ତାକୁ ନମ୍ବର ଦେଇ ଆସିଲା ପରେ । ସେ ବ୍ୟକ୍ତି ଝିଅକୁ ବିବାହ କରିବା ପାଇଁ କହିଥିଲା ଝିଅ କୁ କହିଥିଲା କି ସେ ତାକୁ ଅ-ଶ୍ଳୀ-ଳ ଭାବେ ଅ-ଙ୍ଗ ପ୍ରଦର୍ଶନ କରୁ । ଏହା କରିବା ପାଇଁ ସେ ମନା କରିବାରୁ କହିଥିଲେ କି ଯଦି ଝିଅ କୁ ଦେବେ ତାହେଲେ ସେ ମା’କୁ ନେଇ ଯାଇପାରିବେ ।

ଏହା ଜାଣିବା ପରେ ଝିଅଟି ତା ମାଉଶିକୁ କହିଥିଲା ଏହି ବିଷୟରେ । ଏହା ପରେ ସେ ନିଜ ସ୍ଵାମୀ ଓ ପିତାଙ୍କୁ ମଧ୍ୟ କହିଥିଲା । ଏଭଳି ଏହା ଧୀରେ ଧୀରେ ସମ୍ମାନା କୁ ଆସିଛି । ଝିଅଟିକୁ ଧମକ ଦିଆ ହୋଇଥିବାରୁ ସେ ଡରିକି ସ୍ଵର ଉଠାଇ ନଥିଲା ବୋଲି କହିଥିଲା ।

ଏବେ ଯାଏ ମହିଳାଙ୍କୁ ଅଟକେଇ ରଖୀ ତାଙ୍କ ଝିଅକୁ ବିବାହ କରିବା ପାଇଁ ଚେଷ୍ଟା  କରାଯାଉଛି । ଏଭଳି କରିବା କେତେଦୂର ଠିକ ଅଟେ । ଏହା କଣ କରୋନା ନାରେ ଏକ ବ୍ଳା-କ-ମେ-ଲି-ଙ୍ଗ କରିବା କାମ ହେଉଛି । ଯଦି ଏଭଳି କାମ ହସ୍ପିଟାଲ ରେ କରାଯିବ ତାହେଲେ ଜନତା କିଭଳି ନିଜକୁ ସୁରକ୍ଷିତ କରିବେ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ