ଯେଉଁ କୁଆଁରୀ ଯୁବତୀ ଶୋଇବା ପୂର୍ବରୁ କରିଥାଏ ଏହିଭଳି କାମ, ତା’ର ବିବାହ ହେବାରେ ଆସିଥାଏ ଏହି ସବୁ ଅସୁବିଧା

ବର୍ତ୍ତମାନର ଜମାନାରେ ସମସ୍ତ ଯୁବତୀଙ୍କର ସ୍ଵପ୍ନ ଥାଏ କି ସେମାନେ ଗୋଟିଏ ସଠିକ ସମୟରେ ବିବାହ କରି ଜୀବନରେ ସେଟଲ ହୋଇଯିବେ । କିନ୍ତୁ ଏହା ସତ୍ତ୍ୱେ କେତେଜଣଙ୍କର ଖରାପ ଭାଗ୍ୟ କାରଣରୁ ଯୁବତୀମାନଙ୍କୁ ତାଙ୍କର ମନ ପସନ୍ଦର ଯୁବକ ମିଳେ ନାହିଁ ଓ ସେମାନେ କୁଆଁରୀ ହିଁ ରହି ଯାଆନ୍ତି । ଆମର ସାମୁଦ୍ରିକ ଶାସ୍ତ୍ରରେ କିଛି ଏମିତି କଥା କୁହାଯାଇଛି ଯାହାକି ଯୁବତୀଙ୍କର ବିବାହ ଉପରେ ପ୍ରଭାବ ପକାଇଥାଏ । ଏମାନଙ୍କ ମଧ୍ୟରୁ ଗୋଟିଏ କଥା ହେଉଛି କି ଶୋଇବା ପୂର୍ବରୁ କୁଆଁରୀ ଯୁବତୀମାନଙ୍କ ଦ୍ଵାରା କରାଯାଉଥିବା କାର୍ଯ୍ୟ ଉପରେ ତାଙ୍କର ବିବାହ ନିର୍ଭର କରିଥାଏ । ଶୋଇବା ପୂର୍ବରୁ କୁଆଁରୀ ମହିଳାମାନେ କରନ୍ତୁ ନାହିଁ ଏହି କାମ ଗୁଡିକ ।

୧. ଭଗବାନଙ୍କ ଆଡକୁ ଗୋଡ କରି ଶୋଇବା :

Image courtesy: Google

କହିଦେଉଛୁ କି ଶୋଇବା ପୂର୍ବରୁ ଆମକୁ ଧ୍ୟାନ ରଖିବା ଉଚିତ କି ଆମେ କେଉଁ ଦିଗରେ ଶୟନ କରୁଛୁ ଓ ଏହା ଦ୍ଵାରା ଆମ ଉପରେ କଣ ପ୍ରଭାବ ପଡିବ । ଏମିତି ହିଁ ଏକ ଜିନିଷ ଅଟେ ଭଗବାନଙ୍କ ଆଡକୁ ଗୋଡ କରି ଶୋଇବା । ଆପଣଙ୍କ ଘରେ ଯେଉଁ ଦିଗରେ ମନ୍ଦିର ଅଛି କିମ୍ବା ଭଗବାନଙ୍କର ପ୍ରତିମା ଲାଗିଛି ତେବେ ସେହି ଦିଗରେ ଗୋଡ କରି ଶୋଇବା ଉଚିତ ନୁହେଁ । ଯେଉଁ ଯୁବତୀମାନେ ଏହିଭଳି କରନ୍ତି ସେମାନଙ୍କୁ ସୁଖୀ ଦାମ୍ପତ୍ୟ ଜୀବନ ମିଳେ ନାହିଁ ।

୨. କାହାକୁ ଦୁଃଖୀ କରି ଶୋଇବା :

Image courtesy: Google

ରାତିରେ ଶୋଇବା ପୂର୍ବରୁ କାହାକୁ ବି ଅପମାନ କରନ୍ତୁ ନାହିଁ କି କାହା ସହିତ ଝଗଡା କରନ୍ତୁ ନାହିଁ । ଏମିତି କୁହାଯାଏ କି ଯଦି ଶୋଇବା ପୂର୍ବରୁ ଆପଣ ମାନେ କାହାକୁ ଦୁଃଖୀ କରୁଛନ୍ତି ତେବେ ତାହାର ଅଭିଶାପ ଲାଗିବା କାରଣରୁ ଆପଣ କେବେ ବି ସୁଖୀ ରହି ପାରିବେ ନାହିଁ । ସେଥିପାଇଁ କାହାକୁ ଦୁଃଖୀ କରନ୍ତୁ ନାହିଁ ।

୩. ଭଗବାନଙ୍କୁ ନମସ୍କାର ନ କରି ଶୋଇବା :

Image courtesy: Google

ଏମିତିରେ ଯେଉଁ ଯୁବତୀମାନେ ଶୋଇବା ପୂର୍ବରୁ ଭଗବାନଙ୍କୁ ମନେ ନ ପକାଇ ଶୋଇଥାନ୍ତି ସେମାନଙ୍କୁ ପରଫେକ୍ଟ ଜୀବନସାଥୀ ମିଳିବାରେ ବହୁତ ଅସୁବିଧା ହୋଇଥାଏ । ଏହି ମାମଲାରେ କେତେକ ଯୁବତୀଙ୍କର ବିବାହ ତ ହୋଇଯାଏ କିନ୍ତୁ ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇ ନ ଥାଏ । ସେଥିପାଇଁ ଶୋଇବା ପୂର୍ବରୁ ହାତ ଯୋଡି ଭଗବାନଙ୍କୁ ଅବଶ୍ୟ ମନେ ପକାନ୍ତୁ ।

୪. ନିଜର ଲୋକମାନଙ୍କୁ ଶୁଭରାତ୍ରି ନ କହିବା :

Image courtesy: Google

ଆମର ସଂସ୍କୃତିରେ ସକାଳେ ଉଠିବା ପରେ ଓ ରାତ୍ରିରେ ଶୋଇବା ପୂର୍ବରୁ ଗୁରୁଜନମାନଙ୍କୁ ଅଭିନନ୍ଦନ ଜଣାଇବାକୁ କୁହାଯାଇଥାଏ । ଏମିତିରେ ଯେଉଁ ଯୁବତୀମାନେ ଶୋଇବା ପୂର୍ବରୁ ଘରର ସଦସ୍ୟମାନଙ୍କୁ ଶୁଭ ରାତ୍ରି କୁହେ ନାହିଁ କିମ୍ବା କଥା ନ କହି ଶୋଇଯାଏ ତେବେ ତାଙ୍କୁ ଗୁରୁଜନମାନଙ୍କର ଆଶୀର୍ବାଦ ମିଳେ ନାହିଁ ।

ଏହା ପରେ ସେମାନଙ୍କୁ ଆଗକୁ ଯାଇ ବୈବାହିକ ଜୀବନରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।