ପ୍ରେମୀ ବାହାରିଲା ଧୋକେବାଜ ତ ଝିଅ ଜମେଇକି ମଦ ପିଇ ପୁଅ ଘର ସାମନ୍ନାରେ କଲା ଏମିତି ଡ୍ୟାନ୍ସ.! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ଦିନରେ ଏକ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓରେ ଏମିତି ଘଟଣା ଦେଖାଯାଉଛି କି ଯାହାକୁ ଦେଖିଲେ ଆପଣ ବି ବିଶ୍ଵାସ କରିବେ ନାହିଁ । କହିବାକୁ ଗଲେ ବାହାଘର ପୂର୍ବରୁ କପଲ ଙ୍କ ରିଲେଶନସିପରେ ଆସିବା ବହୁତ ବଡ କଥା ଅଟେ । ଗୋଟିଏ ଭଲ ରିଲେସନରେ ରହିବା କପଲ ଙ୍କ ହାତରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ରିଲେଶନସିପ ବିଷୟରେ କହିବୁ । ଯାହାକୁ ଦେଖିଲେ ଆପଣଙ୍କର ଛାତି ଥରି ଉଠିବ ।

ଆପଣଙ୍କୁ କହିଦେଉଛୁ କି ଗୋଟିଏ ଝିଅ DJ ର ଗୀତରେ ଏକୁଟିଆ ହିଁ ନାଚୁଥିଲା । ଆଖପାଖରେ ଥିବା ଲୋକମାନେ ସେହି ଯୁବତୀକୁ ଦେଖି ହସୁଥିଲେ । ଭିଡିଓରେ ନାଚୁଥିବା ଯୁବତୀ ମଦ ନିଶାରେ ଅଛି ବୋଲି କୁହାଯାଉଛି । ଯୁବତୀ ଜଣକ ମଦ୍ୟପାନ କରି ଦୁଃଖଭରା ଗୀତରେ ଡ୍ୟାନ୍ସ କରୁଛି । ଏହି ଯୁବତୀର ୪ ଟି ଭିଡିଓ ଅଛି । ଯେଉଁଥିରେ ସେ ରାଜା ହିନ୍ଦୁସ୍ତାନୀ ର ଗୀତ ‘ତେରେ ଇସ୍କ ମେଂ ନାଚେଂଗେ’ ରେ ଡ୍ୟାନ୍ସ କରୁଛି ।

ସୂଚନା ଅନୁସାରେ ସୋସିଆଲ ମିଡିଆରେ ଏହି ଭିଡିଓକୁ ସନ୍ଦୀପ ସହୱାଗ ନାମକ ଏକ ବ୍ୟକ୍ତି ଛାଡିଛନ୍ତି । ଲେଖିଛନ୍ତି କି ଗୁରୁଗ୍ରାମ ର ପଟୌଦୀ ସହରର ହେଲମଂଡୀ ରେ ଏକ ଯୁବତୀ ନିଶାରେ ବୟଫ୍ରେଣ୍ଡର ଘର ସାମ୍ନା ରେ DJ ଲଗାଇ ଡ୍ୟାନ୍ସ କରୁଥିଲା । ଏହାର କାରଣ ବୟଫ୍ରେଣ୍ଡ ତାକୁ ଧୋକା ଦେଇଛି । କିନ୍ତୁ ଏହି କଥାର କୌଣସି ପୃଷ୍ଟି ହୋଇ ପାରି ନାହିଁ ।

କହିବାକୁ ଗଲେ ସୋସିଆଲ ମିଡିଆରେ ଏମିତି ବହୁତ କଥା କୁହାଯାଇଥାଏ । କିନ୍ତୁ ତାହାର ସତ୍ୟତା କିଛି ଅଲଗା ହିଁ ହୋଇଥାଏ । କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ସତ ମାନି ନିଜ ବନ୍ଧୁମାନଙ୍କ ସହ ଭିଡିଓ ଶେୟାର କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ଭିଡିଓକୁ ୪ ହଜାରରୁ ବି ଅଧିକ ଥର ଶେୟାର କରାଯାଇସାରିଛି ।