“ରୁହ ମୁଁ ଡ୍ରେସ ଖୋଲିକି ଦେଖଉଛି…” ମଦ ପିଇ କଚେରୀ ଛକରେ ହାଇ ଡ୍ରାମା କଲେ ଯୁବତୀ, ଏଭଳି କରନାମା କରି ପୋଲିସକୁ ନଚେଇ ଦେଲେ, ଦେଖନ୍ତୁ video

ମ-ଦ ପି-ଇ ରାସ୍ତାରେ ହାଇ ଡ୍ରାମା କଲେ ଯୁବତୀ । ମା-ତା-ଲ ହୋଇ ଟ୍ରାଫିକ ଜାମ୍ କରିବା ସହ କନେଷ୍ଟବଳଙ୍କୁ ଚପଲରେ ପି-ଟି-ଲେ, ଆଉ ଉ-ଲ-ଗ୍ନ ହେବାର ଧ-ମ-କ ମଧ୍ୟ ଦେଲେ । ଶେଷରେ ଟିକେ ପି-ଇ ଦେଇଛନ୍ତି ବୋଲି ମଧ୍ୟ ସ୍ଵୀକାର କଲେ । ଗତକାଲି ବଲାଙ୍ଗୀରର କଚେରୀ ଛକରେ ଏପରି କା-ଣ୍ଡ ଘ-ଟା-ଇ-ଛ-ନ୍ତି ଜଣେ ଯୁବତୀ । ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୃକ୍ତ ଯୁବତୀ ଜଣକ ପଶ୍ଚିମବଙ୍ଗର ସାବିତ୍ରୀ ନାଏକ ବୋଲି ଜଣାପଡିଛି । ଗତ କିଛି ବର୍ଷ ହେବ ସେ ଭୁବନେଶ୍ବରରେ ରହୁଛନ୍ତି ।

ଯୁବତୀ ଜଣକ ଭୁବନେଶ୍ବର ଯିବା ପାଇଁ କହୁଥିବାରୁ ତାଙ୍କୁ ସେଠାକୁ ପଠାଇବା ପାଇଁ ପୋ-ଲି-ସ ବ୍ୟବସ୍ଥା ମଧ୍ୟ କରୁଛି । ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ ବଲାଙ୍ଗୀରର କଚେରୀ ଛକ ଅଞ୍ଚଳରେ ଡ୍ଯୁଟିରେ ଥିବା ଟ୍ରାଫିକ କନେଷ୍ଟବଳ ଅମୀୟ ପଟେଲଙ୍କୁ ହଠାତ ଜଣେ ମା-ତା-ଲ ଯୁବତୀ ଆସି ଆ-କ୍ର-ମ-ଣ କରିଥିଲେ । ଅମୀୟ ତାଙ୍କୁ କା-ବୁ କରି ଏହାର କାରଣ ପଚାରିବାରୁ ଯୁବତୀ ମନଇଚ୍ଛା କିଛି କହି ପୁଣି ତାଙ୍କୁ ପି-ଟି-ଲେ । ଏହି ଘ-ଟ-ଣା ସମ୍ପର୍କରେ ଖବର ପାଇ ପୋ-ଲି-ସ ଟିମ୍ ସେଠାରେ ପହଞ୍ଚି ଯୁବତୀଙ୍କୁ କା-ବୁ କରିଥିଲେ ।

ଯୁବତୀଙ୍କୁ ସେଠାରୁ ଟାଉନ ଥା-ନା-କୁ ଅଣା ଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ଯୁବତୀଙ୍କ ହାଇ ଡ୍ରା-ମା କମି ନଥିଲା । ସେଠାରେ ଯୁବତୀ ଜଣକ ନି-ଶା-ଶ-କ୍ତ ଅବସ୍ଥାରେ ଖୁବ କା-ଣ୍ଡ କରି ଚାଲିଲେ । ଏହାସହ ଉ-ଲ-ଗ୍ନ ହେବାର ଧ-ମ-କ ମଧ୍ୟ ଦେଲେ ଓ ସେ ହଠାତ ଟାଉନ ଥା-ନା ସମାନାରେ ଉ-ଲ-ଗ୍ନ ହୋଇ ପୋ-ଲି-ସ-କୁ ଗା-ଳି-ଗୁ-ଲ-ଜ କରିବା ଆରମ୍ଭ କରିଥିଲେ । ଏହିପରି ଅନେକ ସମୟ ଚାଲିବା ପରେ ପୋ-ଲି-ସ ଟିମ୍ ଯୁବତୀଙ୍କୁ କା-ବୁ କରି ଥା-ନା ଭିତରେ କିଛି ସମୟ ରଖିଥିଲେ ବୋଲି ଜଣାପଡିଛି ।

ବଲାଙ୍ଗୀର ଟାଉନ ଥା-ନା ଭିତରର ଏହି ଉ-ନ୍ମ-ତ୍ତ କା-ଣ୍ଡ-ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଆସିବା ପରେ ଏହା ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ୟୁଜର୍ସ ମାନେ ଏହି ଯୁବତୀଙ୍କ ଏହିଭଳି କା-ଣ୍ଡ ଦେଖିବା ପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଆପଣଙ୍କୁ ଏହି ଯୁବତୀଙ୍କ ଏହିଭଳି ବ୍ୟବହାର ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।