ମହିଳା ସବଇନ୍ସପେକ୍ଟର ଙ୍କ ଦବଙ୍ଗ ଗିରି, ବିଚ ରାସ୍ତାରେ ସ୍ବାମୀଙ୍କ ସହ ମିଶି କରିଲେ ଏମିତି କାଣ୍ଡ, ଦେଖନ୍ତୁ Video

ପୋଲିସ ଜନ ସାଧାରଣଙ୍କ ସେବା ପାଇଁ ଓ ଶାନ୍ତି ରକ୍ଷା ପାଇଁ ନିୟୋଜିତ ହୋଇଥାନ୍ତି । ସେମାନଙ୍କୁ ଆମ ସମାଜର ରକ୍ଷକ ବୋଲି କୁହାଯାଏ । କିନ୍ତୁ ଅନେକ ସମୟରେ ଏହି ରକ୍ଷକ ସାଜନ୍ତି ଭକ୍ଷକ । କେନ୍ଦ୍ରାପଡା ଘଟଣା ପରେ ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂପୁରରେ ।

ମହିଳା ପୋଲିସ ନିଜ ପଦର ଫାଇଦା ଉଠାଇ ଦେଖାଇଛନ୍ତି ଦବଙ୍ଗଗିରି । ବିଚ୍ ରାସ୍ତାରେ ନିଜ ସ୍ବାମୀଙ୍କ ସହ ମିଶି ଜେନ ବାଇକ ଆରୋହିଙ୍କୁ ମା-ଡ ମା-ରି-ଛ-ନ୍ତି ଏହି ମହିଳା ସବ୍ ଇନ୍ସପେକ୍ଟର । ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଜଣେ ମହିଳା ସବ୍ଇନ୍ସପେକ୍ଟରଙ୍କ ଦବଙ୍ଗଗିରିକୁ ନେଇ ତିର୍ତ୍ତୋଲ ବଜାରରେ ଉ-ତ୍ତେ-ଜ-ନା ପ୍ରକାଶ ପାଇଥିଲା । ମହିଳା ସବ୍ଇନ୍ସପେକ୍ଟର ଜଣଙ୍କ ବିଚ୍ ରାଜରାସ୍ତାରେ ନିଜ ସ୍ବାମୀଙ୍କ ସହ ମିଶି ଜଣେ ବାଇକ ଆରୋହିଙ୍କୁ ମା-ଡ ମା-ରି-ବା ସହ ତାଙ୍କ ବାଇକ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ସମ୍ପୃକ୍ତ ମହିଳା ସବ୍ଇନ୍ସପେକ୍ଟର ଓ ତାଙ୍କ ସ୍ବାମୀଙ୍କୁ ଅଟକାଇ କଟକ- ପାରାଦ୍ଵୀପ ରାସ୍ତା ଅବରୋଧ କରିବା ସହ ଉ-ତ-କ୍ଷି-ପ୍ତ ଲୋକେ ସେହି ମହିଳା ସବ୍ଇନ୍ସପେକ୍ଟରଙ୍କୁ ଧ-ସ୍ତା-ଧ-ସ୍ତି କରିଥିଲେ । ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଉକ୍ତ ମହିଳା ସବ୍ଇନ୍ସପେକ୍ଟର ଧରିତ୍ରୀ ଜେନା ତାଙ୍କ ସ୍ବାମୀଙ୍କ ସହ କାର ରେ ଯାଉଥିଲେ । ହଠାତ କାର ଟି ରାସ୍ତା ମଝିରେ ବ୍ରେକ ମା-ରି-ବା-ରୁ ପଛରେ ଆସୁଥିବା ଏକ ବାଇକ ତାଙ୍କ କାର କୁ ସାମାନ୍ୟ ଧ-କ୍କା ଦେଇଥିଲା ।

ଏଥିରେ ଉ-ତ-କ୍ଷି-ପ୍ତ ହୋଇ ରାସ୍ତା ମଝିଆରେ କାର ଅଟକାଇ ସେ ବାଇକ ଆରୋହିଙ୍କୁ ଅ-ଶ୍ଳୀ-ଳ ଭା-ଷା-ରେ ଗା-ଳି-ଗୁ-ଲ-ଜ କରିବା ସହ ଉଭୟ ସ୍ଵାମୀ ସ୍ତ୍ରୀ ସମ୍ପୃକ୍ତ ଯୁବକଙ୍କୁ ମା-ଡ ମଧ୍ୟ ମା-ରି-ଥି-ଲେ । ସେହି ଯୁବକ ଜଣଙ୍କ ସମ୍ପର୍କୀୟଙ୍କ ଅପରେସନ ପାଇଁ ମେଡିକାଲ ଯାଉଥିବା କହି ଭୁଲ ମାଗିଥିଲେ ମଧ୍ୟ ମହିଳା ସବ୍ଇନ୍ସପେକ୍ଟର ଓ ତାଙ୍କ ସ୍ଵାମୀ କିଛି ଶୁଣି ନ ଥିଲେ । ସେମାନେ ଅ-ମା-ନୁ-ଷି-କ ଭାବେ ମା-ଡ ମା-ରି ତାଙ୍କ ଗାଡି ଛଡାଇ ନେଇଥିବାର ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି ।

ତେବେ ଏହି ମହିଳା ସବ୍ଇନ୍ସପେକ୍ଟର ଓ ତାଙ୍କ ସ୍ବାମୀଙ୍କ ଦୁ-ର୍ବ୍ୟ-ବ-ହା-ର-କୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ ଏବଂ ନେହେରୁ ବଜାର ଠାରେ କଟକ- ପାରାଦ୍ଵୀପ ରୋଡକୁ ଏକ ଘଣ୍ଟା ଧରି ଟାୟାର ଜାଳି ଅବରୋଧ ମଧ୍ୟ କରିଥିଲେ । ଖବର ପାଇ ତିର୍ତ୍ତୋଲ ପୋଲିସ ଆନ୍ଦୋଳନକାରୀଙ୍କୁ ଧ-ମ-କ ଚ-ମ-କ ଦେବାରୁ ପ୍ରତିବାଦ ଉଗ୍ର ରୂପ ନେଇଥିଲା ।

ସ୍ଥାନୀୟ ଲୋକଙ୍କ ଘୋର ପ୍ରତିବାଦ ଯୋଗୁଁ ପୋଲିସ ଯୁବକଙ୍କ ବାଇକ ଆଣି ହସ୍ତାନ୍ତର କରିବା ପରେ ଯାଇ ଏହି ଆ-ନ୍ଦୋ-ଳ-ନ ପ୍ରତ୍ୟାହୃତ ହୋଇଥିଲା । ଯୁବକ ଜଣକ ଆହୁରି ମଧ୍ୟ ଅଭିଯୋଗ କରିଥିଲେ କି ତାଙ୍କ ବାଇକ ସହ ସେମାନେ ତାଙ୍କ ମୋବାଇଲ ମଧ୍ୟ ଛଡେଇକି ନେଇ ଯାଇଥିଲେ ଓ ଚା-ପୁ-ଡା ମଧ୍ୟ ମା-ରି-ଥି-ଲେ । ତାଙ୍କର କୌଣସି ଭୁଲ ନ ଥିଲା ସେମାନେ ହିଁ ରାସ୍ତାରେ ହଠାତ ବ୍ରେ-କ ମା-ରି ଗାଡି ଅଟକାଇ ଦେଇଥିଲେ ।

ଯାହା ଫଳରେ ପଛରେ ଆସୁଥିବା ଯୁବକଙ୍କ ଗାଡି ତାଙ୍କ କାର ସହ ସାମାନ୍ଯ ଧ-କ୍କା ହୋଇ ଯାଇଥିଲା । ତେବେ ମହିଳା ସବ୍ଇନ୍ସପେକ୍ଟରଙ୍କ ଏହିଭଳି ଏକ କା-ଣ୍ଡ କେତେ ମାତ୍ରାରେ ଶୋଭନୀୟ ଏବଂ ଉଚିତ ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।