ଝିଟିପିଟି ତଡ଼ିବାର ଗୋଟେ ନୂଆ ଉପାୟ, ଘରେ ରହିବେନି ଗୋଟେ ବି ଝିଟିପିଟି

ଭାଇମାନେ ଘରେ ଝିଟିପିଟି ରହିବା ଗୋଟେ ନୂଆ କଥା ନୁହଁ । ବହୁତ ଲୋକ ଝିଟିପିଟି କୁ ଭଲ ପାଆନ୍ତି ନାହିଁ, ତାର ଗୋଟେ ବୈଜ୍ଞାନିକ କାରଣ ଅଛି । କାରଣ ଝିଟିପିଟି ଶରୀରରେ ବିଷ ରହିଥାଏ ଯାହା କୋଣସି ଖାଇବା ଜିନିଷରେ ପଡିଲେ ତାହାକୁ ଖାଇବା ଦ୍ୱାରା ମଣିଷର ମୃତ୍ୟୁ ବି ହୋଇପାରେ, ସେଥି ପାଇଁ ନିଜ ଘରୁ ଝିଟିପିଟି କୁ ଦୂର କରିବା ନିହାତି ଆବଶ୍ୟକ ।

ଲୋକମାନେ ଝିଟିପିଟି କୁ ଘରୁ ବାହାର କରିବାକୁ ବହୁତ ଥର ଚେଷ୍ଟା କରିଥାନ୍ତି କିନ୍ତୁ ସେ କେଉଁଠୁ କେଜାଣି ପୁଣି ଆସିଯାଇଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବତେଇବାକୁ ଚାହୁଁଛୁ ଯାହାଦ୍ୱାରା ଆଉ କେବେବି ଝିଟିପିଟି ଆପଣଙ୍କୁ ହଇରାଣ କରିବ ନାହିଁ ଏବଂ ଏହି ଉପାୟ ଆଗରୁ କରାଯାଇଛି ଯାହାଦ୍ୱାରା ଝିଟିପିଟି ଠାରୁ ସବୁଦିନ ପାଇଁ ଦୁରେଇ ଦେଇଛୁ ।

ଏହି ଉପାୟ ବହୁତ ସହଜ ଆପଣମାନେ ନିଜ ଘରେ ଥିବା ଜିନିଷ ଦ୍ୱାରା ମଧ୍ୟ କରିପାରିବେ । ଝିଟିପିଟି କୁ ଘରୁ ବାହାର କରିବା ର ଉପାୟ ଟା ହେଲା ଗୋଟିଏ ଢାଳ ନିଅ ଓ ତା ସହ ଗୋଟିଏ ଗିଲାସ ପାଣି ନିଅ, ଗୋଟିଏ ଡେଟଲ ଲିକ୍ୟୁଡି ବୋତଲ ନିଅ । ଗୋଟିଏ ଗିଲାସ ପାଣିକୁ ଢାଳ ରେ ପକାଇ ଦୁଇ ଚାମଚ ଲିକ୍ୟୁଡି ସେଥିରେ ପକାଇ ଦିଅ । ଏବେ ସେଥିରେ ଗୋଟିଏ ଚାମଚ ପିଆଜ ରସ ଢାଳି ଦିଅ । ସେଥି ସହିତ ଗୋଟେ ଚାମଚ ଲେମ୍ବୁ ରସକୁ ସେହି ସମୟରେ ସେଥିରେ ପକାଇ ଦିଅ ।

ସେହି ସବୁ ଜିନିଷକୁ ମିଶେଇବା ପରେ ଏହାକୁ ଗୋଟେ ସ୍ପ୍ରେ ବୋତଲ ରେ ପୁରାଇ ରଖିଦିଅ । ଏବେ ଯେଉଁ ଜାଗରେ ଅଧିକ ଝିଟିପିଟି ଦେଖା ଯାଉଛନ୍ତି ସେଠି ଏହାକୁ ସ୍ପ୍ରେ  କରି ପାରିବେ ଏବଂ ଝିଟିପିଟି ଉପରେ ମଧ୍ୟ ସ୍ପେ କରିପାରିବେ । ଦିନକୁ 3 ରୁ 4 ଥର ଘରେ ସ୍ପ୍ରେ କଲେ ସବୁ ଝିଟିପିଟି ପଳେଇବେ ଓ ସବୁ ଦିନ ପାଇଁ ଝିଟିପିଟି ରୁ ମୁକ୍ତି ମିଳିଯିବ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।