ଏହି ଝିଅଟିର ଏମିତି ଲଜ୍ଜା ଜନକ କାରନାମା ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ video

ଆଜିର କଳିଯୁଗରେ ମଣିଷ ଖୁବ ସ୍ଵା-ର୍ଥ-ପର ହୋଇଯାଉଛି । ନିଜର ସାମାନ୍ଯ ସ୍ଵାର୍ଥ ପାଇଁ ସେ କୌଣସି ନୀ-ଚ କାମ କରିବାକୁ ଟିକେ ହେଲେ ବି ପଛାଉନାହିଁ । ଏମିତିକି ଅଳ୍ପ କିଛି ପଇସା ପାଇଁ ଅନ୍ୟ ଲୋକଙ୍କ ଜୀବନ ସହ ଖେଳିବାକୁ ମଧ୍ୟ କିଛି ଲୋକଙ୍କ ବିବେକ ବାଧା ଦେଉନାହିଁ । ତେବେ କିଛି ଲୋକଙ୍କ ଏହିଭଳି କାର୍ଯ୍ୟକୁ ପ-ର୍ଦ୍ଦା-ଫା-ଶ କରିବା ଓ ଲୋକଙ୍କୁ ଜାଗ୍ରତ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଦୃଶ୍ୟ ନେଇ ଆସିଛୁ । ଏହିସବୁ କାରନାମା ଦେଖିଲେ ଆପଣଙ୍କ ର-କ୍ତ ଗ-ର-ମ ହୋଇଯିବ ।

ଯେତେବେଳେ ଘର ଖାଦ୍ୟ ଖାଇ ବୋର୍ ଲାଗେ ଲୋକେ ହୋଟେଲ ବା ରେସ୍ତୋରାଁ ଯାଇ ଖାଇବାକୁ ଭଲ ପାଆନ୍ତି । ଆଉ ଲୋକେ ତନ୍ଦୁରୀ ରୁଟି ଖୁବ ପସନ୍ଦ କରନ୍ତି । କିନ୍ତୁ ଏହି ଦୃଶ୍ୟ ଦେଖିବା ପରେ ଆପଣ କୌଣସି ହୋଟେଲରେ ଖାଇବା ଆଗରୁ ତା’ର କିଚେନ ଦେଖିବାକୁ ବାଧ୍ୟ ହେବେ । ୨୦୧୭ରେ ଦିଲ୍ଲୀର ଗୋଟେ ହୋଟେଲରେ ଖୁବ ଘୃ-ଣି-ତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ଜଣ ଲୋକ ତନ୍ଦୁରୀ ରୁଟି ବନାଇବା ବେଳେ ସେଥିରେ ଛେ-ପ ପକାଉଥିବା ଦେଖିବାକୁ ମିଳିଥିଲା ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ ସେହି ଦୁଇ ଜଣଙ୍କୁ ପୋ-ଲି-ସ ଗି-ର-ଫ କରି ନେଇଥିଲା । ଏହାପରେ ଉତ୍ତରପ୍ରଦେଶର ଗାଜିଆବାଦରୁ ମଧ୍ୟ ଏମିତି ଏକ ଘ-ଟ-ଣା ସାମନାକୁ ଆସିଥିଲା । ଏକ ବାହାଘରରେ ତନ୍ଦୁରୀ ରୁଟି ବନାଇବାକୁ ଆସିଥିବା ଯୁବକ ମଧ୍ୟ ସେଥିରେ ଛେ-ପ ପକାଉଥିଲା । ସେହିପରି ୟୁପି ମିରଟର ଅରୋମା ଗାର୍ଡେନରେମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୋ-ସି-ଆ-ଲ ମି-ଡି-ଆ-ରେ ସେମାନଙ୍କ ଭି-ଡି-ଓ ଭା-ଇ-ରା-ଲ ହେବା ପରେ ସେମାନଙ୍କୁ ପୋ-ଲି-ସ ଗି-ର-ଫ କରିଥିଲା । ଯଦି ଆପଣ ଭାବୁଥାନ୍ତି ବଡ ବଡ ରେସ୍ତୋରାଁର ବିଦେଶୀ ଖାଦ୍ୟ ଆମ ପାଇଁ ଖୁବ ସୁରକ୍ଷିତ ହୋଇଥିବ ତେବେ ଆପଣ ଭୁଲ ଭାବୁଛନ୍ତି । ଦିଲ୍ଲୀର ଜଣେ ଯୁବକ ଡୋମିନୋଜରୁ ଅର୍ଡର କରିଥିବା ପିଜା ସହ ମିଳିଥିବା ଓରେଗାନୋ ପ୍ଯାକେଟକୁ ଯେତେବେଳେ ଖୋଲିଥିଲେ ତା’ ମଧ୍ୟରୁ ଅସଂଖ୍ଯ ପୋକ ବାହାରିଥିଲା । ଏହା ପୂର୍ବରୁ ମଧ୍ୟ ତାଙ୍କୁ ଏଭଳି ପୋକ ମିଳିଥିଲା ।

ସେ ଏହାର ଭି-ଡି-ଓ ବନେଇ ପୋଷ୍ଟ କରିବା ପରେ ଡୋମିନୋଜ ତାଙ୍କୁ କ୍ଷମା ମାଗିଥିଲା ଓ ଏହି ମା-ମ-ଲା-ର ତ-ଦ-ନ୍ତ କରିବ ବୋଲି କହିଥିଲା । ସେହିପରି ହାଇଦ୍ରାବାଦର କ୍ରୀଷ୍ଣା ରେଡ୍ଡୀ ନାମକ ଜଣେ ବ୍ୟକ୍ତି ସବୱେକୁ ଖାଇବାକୁ ଯାଇଥିଲେ । ସେଠାରେ ତାଙ୍କ ଝିଅ ଅର୍ଡର କରିଥିବା କୋଲଡ୍ରିଙ୍କ ଭିତରୁ ପୋକ ବାହାରିଥିଲା । ସେ ଏହାକୁ ନେଇ ହୋଟେଲର ମ୍ୟାନେଜରଙ୍କୁ ଦେଖାଇବା ପରେ ସେ ଓଲଟା ତାଙ୍କୁ ଧ-ମ-କ ଦେଇଥିଲେ ।

ଏହା ପରେ ପୋ-ଲି-ସ ଓ ମ୍ଯୁନିସିପାଲିଟି ଆସି ଯେତେବେଳେ ହୋଟେଲ ଭିତରେ ଯା-ଞ୍ଚ କଲେ ତେବେ ହୋଟେଲ ସାରା ଅନେକ ଅସରପା ଥିବା ଦେଖିବାକୁ ପାଇଲେ । ଏହା ପରେ ସେହି ହୋଟେଲକୁ ବନ୍ଦ କରି ଦିଆ ଯାଇଥିଲା । ଥରେ ଭାବି ଦେଖନ୍ତୁ ମହାମାରୀ ସମୟରେ ଏହିଭଳି ଖାଦ୍ୟ ଖାଇବା କେତେ ବିପଦପୂର୍ଣ୍ଣ ହୋଇପାରେ । ଆପଣ ମଧ୍ୟ ଯେକୌଣସି ସ୍ଥାନରେ ଖାଇବା ପୂର୍ବରୁ ସଫାସୁତୁରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।