ଝିଅଟିକୁ Live ଭିଡିଓ ବନେଇବା ପଡିଗଲା ମହଙ୍ଗା ! ଝିଅଟି ସହିତ ଯାହା ହେଲା ନା…ଦେଖନ୍ତୁ ଏହି Video

ମଣିଷ ସବୁବେଳେ କିଛି ନା କିଛି ଭୁଲ କରିଥାଏ ଓ ସେହି ଭୁଲରୁ କିଛି ଶିଖି ଥାଏ । କିନ୍ତୁ ସେ ପୁଣି ଥରେ ସେହିଭଳି ଭୁଲ କରିଥାଏ ତେବେ ତାକୁ ମୂର୍ଖ କୁହାଯାଏ । ଏହି ଦୃଶ୍ୟ ଚୀନର ଅଟେ । ଯେଉଁଠି ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ କାରରେ ପେଟ୍ରୋଲ ଭର୍ତ୍ତି କରୁଥିଲା । କିନ୍ତୁ ସେଠି ଅଚାନକ ଗୋଟିଏ ଭ୍ୟାନ ପାଖରେ ଚାରି ଜଣ ଚୋର ଏକୁଟିଆ ବ୍ୟକ୍ତିକୁ ଦେଖି ତା ପାଖକୁ ପହଞ୍ଚି ଗଲେ । କିନ୍ତୁ ବ୍ୟକ୍ତି ଜଣକ ବୁଦ୍ଧିମତା ଦେଖାଇ ସେହି ଚୋରଙ୍କ ଉପରେ ପେଟ୍ରୋଲର ବର୍ଷା କରିବାକୁ ଲାଗିଲା । ଚୋରମାନେ ସେଠୁ ଫେରାର ହୋଇଗଲେ ।

ଲଣ୍ଡନ ଇଂଲଣ୍ଡର ରାସ୍ତାରେ ବାଇକରେ ଯାଉ ଥିବା ଜଣେ ବ୍ୟକ୍ତି ଯାଉ ଥିଲା ସେତେବେଳେ ସେ ଦେଖିଲା କି ଭ୍ୟାନରେ ଥିବା ଜଣେ ବ୍ୟକ୍ତି ସାଇକେଲରେ ଯାଉ ଥିବା ଗୋଟିଏ ଝିଅ ସହ ଛେଡଛାଡ କରୁଥିଲା । କିନ୍ତୁ ଯେତେବେଳେ କଥା ଅଧିକ ବଢି ଗଲା ତେବେ ଝିଅ ତାକୁ ଶିକ୍ଷା ଦବା ପାଇଁ ଚିନ୍ତା କରିଲା ଓ ସାଇକେଲରେ ତାର ପିଛା କରିଲା । ଶେଷରେ ତାଙ୍କ ଗାଡି ପାଖରେ ପହଞ୍ଚି ତାଙ୍କର ସାଇଟ ମିରରକୁ ଭାଙ୍ଗି ଦେଲେ ।

ଏଠି ଜଣେ ବ୍ୟକ୍ତି ନିଜକୁ ସିଙ୍ଘମ ଭାବି ରାସ୍ତା ମଝିରେ ଗାଡି ରଖି ପଛରେ ଆସୁଥିବା ଡ୍ରାଇଭରକୁ ଧମକାଇବା ପାଇଁ ଚେଷ୍ଟା କରିଲା । କିନ୍ତୁ ଏହା ମଧ୍ୟରେ ତାର କାର ଆଗକୁ ଗଡି ଗଲା । ଅନ୍ୟ ପଟେ ସେହି ବ୍ୟକ୍ତି ଜଣକ ଯାହାକୁ ସାଧାରଣ ଡ୍ରାଇଭର ଭାବି ମାରିବାକୁ ଯାଉଥିଲେ ସେ ଅସଲରେ ପୋଲିସ ଥିଲେ । ଯିଏକି ତା ପଛରେ ପଡି ଗଲେ । ଏଠି ଜଣେ ବାବା ସମସ୍ତଙ୍କୁ ଯୋଗ ଦେଖାଉଛନ୍ତି । କିନ୍ତୁ ଶେଷରେ ବେକାବୁ ହୋଇ ସେ ନଳାରେ ପଡି ଗଲେ । ଲୋକମାନଙ୍କୁ ହସିବାର ଦେଖି ବାହାନ କରିଲେ ।

ଏହି ଯୁବତୀ ଜଣକ ଟିକଟକ ଭିଡିଓ କରିବା ପାଇଁ ପିଆନୋ ବଜାଇ ଗୀତ ଗାଉ ଥିଲେ । କିନ୍ତୁ ତାଙ୍କର ଭାଇ ଯିଏକି ସିଢିରେ ଆସୁଥିଲା ସେ ଏହାକୁ ଦେଖି ପୁରା ଭିଡିଓକୁ ଖରାପ କରି ଦେଲେ । ଏହି ଦୁଇ ଜଣ ଯୁବକ କିଛି ଅଲଗା କରିବାକୁ ଚିନ୍ତା କରି ସ୍କୁଟିରେବସି ମୋବାଇଲ ସେଲଫି ଷ୍ଟିକ ଓ ବାଉଁଶରେ ବାନ୍ଧି ବାହାରି ଗଲେ । ପ୍ରଥମେ ତ ସେମାନଙ୍କୁ ମଜା ଆସିଲା । କିନ୍ତୁ ଆଗକୁ ଯାଇ ତାଙ୍କର ଫୋନ ଗଛର ଡାଲରେ ବାଜି ଭାଙ୍ଗି ଗଲା ।

ଏଠି ଜଣେ ମୁସଲମାନ ଝିଅ ଘରକୁ ବରଯାତ୍ରୀ ଆସିଲା । ବର ଓ କନ୍ୟାର ବିବାହ ସମ୍ପୂର୍ଣ ହୋଇଗଲା । କିନ୍ତୁ ଶେଷରେ ବରକୁ ହୀରୋର ଏକ ବାଇକର ଅଫର କରାଗଲା । କିନ୍ତୁ ବର ଏଠି ବୁଲେଟର ଡିମାଣ୍ଡ କରିଦେଲା । ଝିଅର ବାପା ବାଧ୍ୟ ହୋଇ କହିଲେ କି ସେ ସକାଳେ ବୁଲେଟ ପଠାଇ ଦେବେ । କିନ୍ତୁ ବର ଜିଦ ଧରି ବସିଲା କି ଯେତେବେଳେ ପର୍ଯ୍ୟନ୍ତ ଗାଡି ଆସିବ ନାହିଁ ସେତେ ପର୍ଯ୍ୟନ୍ତ ସେ ଘରକୁ ଯିବେ ନାହିଁ । ତାଙ୍କୁ ୨ ଲକ୍ଷ ଟଙ୍କାର ଚେକ ବି ଦିଆ ଗଲା । ଯାହାକୁ ସେ ଫାଡି ଦେଲେ । ଶେଷରେ କନ୍ୟା ଯେତେବେଳେ ଏହା ବିଷୟରେ ଜାଣିଲା ତେବେ ଯୌତୁକ ଲୋଭୀଙ୍କ ଘରକୁ ଯିବା ପାଇଁ ମନା କରି ଦେଲା । ଶେଷରେ ଗ୍ରାମୀଣ ଲୋକମାନେ ବର ଓ ତାର ପିତାକୁ ବନ୍ଧକ ରଖି ପୋଲିସକୁ ସୂଚନା ଦେଲେ ।