ଝିଅଟିଏ ପାଖରେ ବିବାହ ଅପୂର୍ବରୁ ବି ଥାଏ ଓ ବିବାହ ପରେ ମଧ୍ୟ ଥାଏ, କିନ୍ତୁ ବିବାହ ଦିନ ନଥାଏ, କୁହନ୍ତୁ ତାହା କଣ ? ଏମିତି ଆହୁରି 25 GK Questions & Answers

ଆଜି କାଲିର ଯୁବାପିଢୀଙ୍କ ଗୋଟିଏ ହିଁ ସ୍ବପ୍ନ କି ସେମାନେ କେମିତି ଭଲ ପାଠ ପଢି IAS ଓ IPS ଅଫିସର ହେବେ । କିନ୍ତୁ IAS ଓ IPS ଅଫିସର ହେବା ଏତେ ସହଜ ନୁହଁ ଏଥିପାଇଁ ବହୁତ ପରିଶ୍ରମ ଓ ବହୁତ ପରୀକ୍ଷା ଦେବାକୁ ପଡିଥାଏ । IAS ଓ IPS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ ଓ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି UPSC ଦେଶର ସବୁଠୁ କଠିନ ପରୀକ୍ଷା ଅଟେ ।

ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଣ୍ଟରଭିୟୁ ପାସ କରିବା ଆହୁରି କଠିନ ଅଟେ । IAS ଓ IPS ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି କିନ୍ତୁ ଆମେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନ ଓ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

୧ . ପୃଥିବୀ ରେ ଏମିତି କେଉଁ ପକ୍ଷୀ ଅଛି ଯିଏ ବାଘ ପରି ଗର୍ଜନ କରିଥାଏ ଓ ସେ କେଉଁଠାରେ ଦେଖା ଯାଇଥାଏ ?

ଉତ୍ତର – ବିଟର୍ନ ପକ୍ଷୀ (ଦକ୍ଷିଣ ଆମେରିକା) ।

୨ . ବିଶ୍ୱ ରେ କଳା ରଙ୍ଗର ହଂସ କେଉଁ ଦେଶରେ ଦେଖିବାକୁ ମିଳେ ?

ଉତ୍ତର – ଅଷ୍ଟ୍ରେଲିଆ ରେ ।

୩ . କେଉଁ ପକ୍ଷୀ ର ୯ ପ୍ରକାର ରଙ୍ଗର ଡେଣା ଅଛି ଓ ତାହା କେଉଁଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର – ପିତ୍ତା ପକ୍ଷୀ (ଅଷ୍ଟ୍ରେଲିଆ) ।

୪ . ଇଂରେଜ ମାନଙ୍କର ଏମିତି କେଉଁ ଶବ୍ଦ ଅଛି ଯାହା ୧୦ କିଲୋମିଟର ଲମ୍ବା ହୋଇଥାଏ ?

ଉତ୍ତର – ମିଲ ।

୫ . ଦୁନିଆ ରେ ସର୍ବପ୍ରଥମେ କେଉଁ ଠାରେ ବ୍ୟାଙ୍କ ସେବା ଆରମ୍ଭ କରାଯାଇଥିଲା ?

ଉତ୍ତର – ଇଟାଲୀ ଦେଶରେ ।

୬ . ବିଶ୍ୱ ରେ ସବୁଠାରୁ ବେଶୀ କଥା କହୁଥିବା ପକ୍ଷୀ ର ନାମ କଣ ?

ଉତ୍ତର – ପ୍ରଡୁଲ ନାମକ ମନୁଷ୍ୟ ଶୁଆ ।

୭ . କେଉଁ ଦେଶରେ ସୂର୍ଯ୍ୟ ରାତି ୧୨ ଟା ରେ ଅସ୍ତ ହୋଇଥାନ୍ତି ?

ଉତ୍ତର – ଆଇସଲ୍ୟାଣ୍ଡ ।

୮ . କେଉଁ ଗ୍ୟାସ କାରଣ ରୁ ରୁଟି ଫୁଲି ଥାଏ ?

ଉତ୍ତର – କାର୍ବନ ଡାଇଅକ୍ସଇଡ଼ ।

୯ . କେଉଁ ଦେଶ ର ଲୋକମାନେ ସବୁଠାରୁ ବେଶୀ ସିଗାରେଟ ସେବନ କରିଥାନ୍ତି ?

ଉତ୍ତର – ଭାରତ ଦେଶ ରେ ।

୧୦ . ପୃଥିବୀ ରେ ମୋଟ କେତୋଟି ମହାସାଗର ଅଛି ?

ଉତ୍ତର – ପାଞ୍ଚଟି ମହାସାଗର ।

୧୧ . ଏମିତି କେଉଁ ଦିନ ଅଛି ଯାହା ଚାରି ବର୍ଷ ରେ ଥରେ ଆସିଥାଏ ?

ଉତ୍ତର – ୨୯ ଫେବୃଆରୀ ।

୧୨ . ଦୁନିଆ ରେ ସବୁଠାରୁ ଅଧିକ କଦଳୀ ଉତ୍ପାଦନ କେଉଁ ଦେଶ ରେ ହୋଇଥାଏ ?

ଉତ୍ତର – ଭାରତ ଦେଶରେ ।

୧୩ . ସର୍ବ ପ୍ରଥମେ ଦିଆସିଲି ର ଉଦ୍ଭାବନ କିଏ କରିଥିଲେ ?

ଉତ୍ତର – ଜନ ୱଲକର ।

୧୪ . ଦୁନିଆ ର ସବୁଠାରୁ ବଡ଼ ବିଦ୍ୟାଳୟ କେଉଁ ସହରରେ ଅବସ୍ଥିତ ?

ଉତ୍ତର – ଲକ୍ଷନୌ ।

୧୫ . ପ୍ରଥମ ବିଶ୍ୱ ଯୁଦ୍ଧ ରେ କେତୋଟି ଦେଶ ଭାଗ ନେଇଥିଲେ ?

ଉତ୍ତର – ୧୦୦ଦେଶ ।

୧୬ . ଭାରତ ରେ ପିନ କୋଡ଼ ବ୍ୟବସ୍ଥା କେବେଠାରୁ ଆରମ୍ଭ ହୋଇଥିଲା ?

ଉତ୍ତର – ୧୯୭୨ ରୁ ।

୧୭ . ଦୁନିଆ ରେ ସର୍ବ ପ୍ରଥମେ ପ୍ଲାଷ୍ଟିକ ନୋଟ କେବେ ଛପା ଯାଇଥିଲା ?

ଉତ୍ତର – ୧୯୮୮ ରେ ।

୧୮ . ଭାରତ ର ବିହାର ରାଜ୍ୟର ପୁରାତନ ନାମ କଣ ଥିଲା ?

ଉତ୍ତର – ମଗଧ ।

୧୯ . ଦୁନିଆ ରେ ସବୁଠାରୁ ଅଧିକ କେଉଁ ଦେଶ ରେ ଗରମ ହୋଇଥାଏ ?

ଉତ୍ତର – ଲିବିୟା ଦେଶ ।

୨୦ . ଭାରତ ର କେଉଁ ସ୍ଥାନ ରେ ମୂଷା ମାନଙ୍କର ମନ୍ଦିର ଅଛି ?

ଉତ୍ତର – ରାଜସ୍ଥାନ ର ବିକାନୀର ।

୨୧ . ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ କମ ଅପରାଧ ହୋଇଥାଏ ?

ଉତ୍ତର – ଆନ୍ଧ୍ରପ୍ରଦେଶ ।

୨୨ . କେଉଁ ବ୍ଲଡ଼ ଗ୍ରୁପ ର ଲୋକ ମାନଙ୍କୁ ମଶା ଆଦୌ କାମୁଡି ନ ଥାଏ ?

ଉତ୍ତର – ଏ ପଜିଟିଭ ।

୨୩ . କେଉଁ ଜୀବ ନିଜ ଆଖି ଖୋଲି କରି ଶୋଇଥାଏ ?

ଉତ୍ତର – ସାପ ।

୨୪ . ହଳଦୀର ହଳଦିଆ ରଙ୍ଗ କେଉଁ କାରଣ ରୁ ହୋଇଥାଏ ?

ଉତ୍ତର – କୁଲକୁମିନ କାରଣରୁ ।

୨୫ . ତାହା କଣ ଯାହା ଗୋଟେ ଝିଅ ପାଖରେ ବିବାହ ପୂର୍ବରୁ ଥାଏ ଓ ପରେ ମଧ୍ୟ ଥାଏ କିନ୍ତୁ ବିବାହ ଦିନ ନ ଥାଏ ?

ଉତ୍ତର – ସରନେମ