Interesting GK Questions: ଯେତେବେଳେ ଝିଅଟିଏ ନଇଁ କରି ପ୍ରଣାମ କରେ ସେତେବେଳେ ତା’ର କଣ ଦେଖାଯାଏ ? 99% ଲୋକ Fail

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- କେଉଁ ଦେଶର ଜାତୀୟ ପଶୁ କୁକୁର ଅଟେ ?

ଉ: ଭୁଟାନ ।

2- ଦୁନିଆରେ ସବୁଠୁ ଅଧିକ ଶକ୍ତିଶାଳୀ ଲୋକ କେଉଁ ଦେଶରେ ଅଛନ୍ତି ?

ଉ: ଆମେରିକାରେ ଅଛନ୍ତି ।

3- ଶରୀରର ଓଜନ ବଢାଇବାକୁ ହେଲେ କଣ ସବୁ ଖାଇବା ଉଚିତ ?

ଉ: ଆଳୁ, କିସମିସ, ଅଣ୍ଡା, କଦଳୀ, ଦହି ଓ ବାଦାମ ଆଦି ।

4- ଭାରତର ସବୁଠୁ ତୀବ୍ର ବେଗରେ ଚାଲୁଥିବା ଟ୍ରେନ 1 ଘଣ୍ଟାରେ କେତେ କିଲୋମିଟର ଚାଲିଥାଏ ?

ଉ: 180 କିମି ।

5- ଅମିତାଭ ବଚ୍ଚନଙ୍କ କୁଳ ସମ୍ପତ୍ତିର ମୂଲ୍ୟ କେତେ ?

ଉ: 405 ମିଲିୟନ ଡଲାର ।

6- ଦୁନିଆର ସବୁଠୁ ମହଙ୍ଗା ପାଣି ର ମୂଲ୍ୟ କେତେ ?

ଉ: 6 ହଜାର ଡଲାର ।

7- ଶାହରୁଖ ଖାନଙ୍କ କୁଳ ସମ୍ପତ୍ତି ର ମୂଲ୍ୟ କେତେ ?

ଉ: 850 ମିଲିୟନ ଡଲାର ।

8- କେଉଁ ଦେଶର ଝିଅଙ୍କୁ ବିବାହ କରିବା ଦ୍ଵାରା ପ୍ରତି ମାସରେ ତିନି ଲକ୍ଷ ଟଙ୍କାର ଦରମା ମିଳିଥାଏ ?

ଉ: ଆଇସଲ୍ୟାଣ୍ଡ ।

9- ଚିନ୍ତା କରିବା ଦ୍ଵାରା ଶରୀରର କଣ କ୍ଷତି ହୋଇଥାଏ ?

ଉ: ମୁହଁରେ ବ୍ରଣ ଉଠିଥାଏ ।

10- ବିଶ୍ବରେ ଏମିତି କେଉଁ ଦେଶ ଅଛି କେଉଁଠି ଗୋଟିଏ ହେଲେ ବି କ୍ଷେତ ନାହିଁ ?

ଉ: ସିଙ୍ଗାପୁର ।

11- କ୍ରେଡିଟ କାର୍ଡ ର ଅନ୍ୟ ନାମ କଣ ?

ଉ: ପ୍ଲାଷ୍ଟିକ ମନି ।

12- ଦୁନିଆରେ ସର୍ବ ମୋଟ କେତୋଟି ଦେଶ ଅଛି ?

ଉ: 195ଟି ଦେଶ ।

13- Jio ର ପୁରା ନାମ କଣ ?

ଉ: Joint Implementation Opportunity ।

14- ନୋଟରେ ଥିବା ମହାତ୍ମାଗାନ୍ଧୀଙ୍କ ଫଟୋ କେବେ ଓ କେଉଁଠାରେ ଉଠା ଯାଇଥିଲା ?

ଉ: 1946 ରେ ରାଷ୍ଟ୍ରପତି ଭବନ ବାହାରେ ।

15- ସବୁଠୁ ଛୋଟ ନମ୍ବର କେଉଁଟି ଯାହା 1 ରୁ 10 ଯାଏଁ ସବୁ ନମ୍ବର ଦ୍ଵାରା ଭାଗ କରିହେବ ?

ଉ: 2520 ।

16- ସାପ ବିଷ କେତେ ପ୍ରକାରର ?

ଉ: ଦୁଇ ପ୍ରକାରର । ପ୍ରଥମଟି ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ଓ ଦ୍ଵିତୀୟଟି ରକ୍ତ ଜମାଟ ବାନ୍ଧି ଦେଇଥାଏ ।

17- ଭାରତରେ ନୋଟ କେତୋଟି ସ୍ଥାନରେ ଛପାଯାଏ ?

ଉ: ଚାରୋଟି ଜାଗାରେ ।

18- ଯେତେବେଳେ ଝିଅଟିଏ ନଇଁ କରି ପ୍ରଣାମ କରେ ସେତେବେଳେ ତା’ର କଣ ଦେଖାଯାଏ ?

ଉ: ତା’ ର ସଂସ୍କାର ଦେଖାଯାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।