ଝିଆରୀକୁ ଦୁଇ ଭଣଜାଙ୍କ ସହିତ ଘରେ ବନ୍ଦ କରି ପିଉସୀ ଝରକାରୁ ବନଉଥିଲା ଅଶ୍ଳୀଳ ଭିଡିଓ, ସାମ୍ନାକୁ ଆସିଲା ଏମିତି ଘଟଣାକି

ଗୁଜୁରାଟର ଅମରେଲୀରୁ ସମ୍ପର୍କକୁ ଲଜ୍ୟା କରୁଥିବା ଏକ ମାମଲା ସାମ୍ନାକୁ ଆସିଛି । ଏଠି ସମ୍ପର୍କରେ ପିଉସୀ ଲାଗୁଥିବା ମହିଳା ଜଣକ ନିଜର ହିଁ ଝିଆରୀ ସହିତ ଅଶ୍ଳୀଳ ବ୍ୟବହାର କରିଛି । ପିଉସୀ ଝିଆରୀକୁ ନିଜର ଦୁଇ ଭଣଜା ସହ ଶାରୀରିକ ସମ୍ବନ୍ଧ କରିବା ପାଇଁ କହିଛି । ଏହା ଛଡା ସେ ନିଜ ମୋବାଇଲ ଦ୍ଵାରା ଏହାର ଏକ ଅଶ୍ଳୀଳ ଭିଡିଓ ବି କରିଛି । ପାଖାପାଖି ୪ ମାସ ହେବ ଚାଲୁଥିବା ଏହି ଘଟଣା ବିଷୟରେ ଯେତେବେଳେ ଝିଅର ପିତାକୁ ଜଣା ପଡିଲା ତେବେ ପିତାର ଗୋଡ ତଳୁ ମାଟି ଖସି ଗଲା । ଏହା ପରେ ପିତା ଜଣକ ପୋଲିସରେ ଏହି ମାମଲାର ରିପୋର୍ଟ ଦର୍ଜ କରିଲେ ।

ନୂଆ ଡ୍ରେସର ଲୋଭ ଦେଇ ନିଜ ଘରକୁ ନେଇ ଯାଇ ଥିଲା ପିଉସୀ

ଏହି ମାମଲା ଗୁଜୁରାଟର ଅମରେଲୀର ସାବରକୁଂଡଲାର ଅଟେ । ଏଠି ଏକ ଗ୍ରାମରେ ପିଉସୀ ନିଜର ନାବାଳିକ ଝିଆରୀକୁ ନିଜର ଦୁଇ ଭଣଜା ସହ ଶାରୀରିକ ଶୋଷଣ କରାଇଛି । ଏହା ସହିତ ତାହାର ଭିଡିଓ ବି କରି ନେଇଛି । ପୋଲିସଙ୍କ ଅନୁସାରେ ନୂଆ ଡ୍ରେସର ଲୋଭ ଦେଇ ପିଉସୀ ୧୪ ବର୍ଷୀୟ ଝିଆରୀକୁ ନିଜ ସହିତ ଘରକୁ ନେଇ ଯାଇଥିଲା । ଏହା ପରେ ସେ ନିଜର ଦୁଇ ଭଣଜାକୁ ବି ଘରକୁ ଡାକି ଆଣିଲା ଓ ଭଣଜାକୁ ଝିଆରୀ ଦେଇ ଦେଲା ।

ଏହା ପରେ ପୋଲିସ ଆଗକୁ କହିଲେ କି ପିଉସୀ ନିଜର ଝିଆରୀ ଓ ଦୁଇ ଭଣଜାକୁ ଗୋଟିଏ ରୁମରେ ଭର୍ତି କରି କବାଟ ବନ୍ଦ କରି ଦେଲା । କବାଟ ବନ୍ଦ ହେବା ମାତ୍ରେ ହିଁ ଦୁଇ ଭଣଜା ଛୁରୀ ଦେଖାଇ ସେହି ନାବାଳିକାର ଯୌନ ଶୋଷଣ କରିଲେ । ଏହା ପରେ ପିଉସୀ ରୁମ ବାହାରେ ଛିଡା ହୋଇ ଝରକା ଦେଇ ଏହାର ଭିଡିଓ ବି କରି ନେଲା । ଏହି ଭିଡିଓ ଜରିଆରେ ପୁଣି ସେହି ନାବାଳିକାକୁ ସେ ବ୍ଲାକମେଲ କରିବାକୁ ଲାଗିଲା ।

ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ତିନି ଜଣ ହିଁ କିଶୋରୀର ଲାଭ ଉଠାଇବାକୁ ଲାଗିଲା । ଏହିଭଳି କାମ ଗତ ୪ ମାସ ହେବ ଚାଲୁ ଥିଲା । ଏହା ପରେ ନିଜର ସଶରୀରିକ ଶୋଷଣ ଦ୍ଵାରା ଚିନ୍ତିତ ହୋଇ ପୀଡ଼ିତା ସାହସ କରି ନିଜର ପିତାକୁ ସବୁ ସତ କଥା କହିଦେଲା । ଝିଅର କଥା ଶୁଣି ପିତାର ହୋସ ଉଡିଗଲା । ସେ ସଙ୍ଗେ ସଙ୍ଗେ ନିଜ ଝିଅକୁ ନିଜ ଭଉଣୀ ଘରୁ ନେଇ ଆସିଲା ଓ ଥାନା ପହଞ୍ଚିଗଲେ ।

ପିତା ଏହି ମାମଲାରେ ନିଜ ଭଉଣୀ ଓ ଦୁଇ ଭଣଜା ବିରୁଦ୍ଧରେ କେସ ଦର୍ଜ କରିଲେ । ପୋଲିସ ପୀଡ଼ିତାର ବୟାନ ଆଧାରରେ କେସ ଦର୍ଜ କରିଛନ୍ତି ଓ ତିନି ଜଣ ଆରୋପିକୁ ଗିରଫ୍ତାର ବି କରି ନେଇଛନ୍ତି । ଏହା ପରେ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।