ଇଣ୍ଟରଭ୍ୟୁରେ ପଚରାଗଲା – ଝିଅମାନଙ୍କ ସାର୍ଟରେ ପକେଟ ନଥାଏ କାହିଁକି ? ପୁଅଟି ଦେଲା ବହୁତ ସୁନ୍ଦର ଉତ୍ତର

ଆପଣ ସମସ୍ତେ ଜାଣିଥିବେ କି ଆମ ଦେଶରେ ସବୁଠାରୁ କଠିନ ପ୍ରଶ୍ନ UPSC ପରୀକ୍ଷାରେ ଆସିଥାଏ । ଆଜି ଆମେ ଆପଣଙ୍କୁ IAS ଇଣ୍ଟରଭ୍ୟୁରେ ପଚରାଯାଇଥିବା ପ୍ରଶ୍ନ ବିଷୟରେ କହିବୁ, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ UPSC, IAS ଇଣ୍ଟରଭ୍ୟୁରେ ପଚରାଯାଉଥିବା ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଜାଣିବା । IAS ଇଣ୍ଟରଭ୍ୟୁରେ ମଣିଷର ମାନସିକ ସ୍ଥିତି ଓ ଚିନ୍ତାଧାରା ବୁଝିବା ପାଇଁ ପ୍ରଶ୍ନ କରାଯାଏ ।

ଜଣେ ଯୁବକଙ୍କୁ IAS ଇଣ୍ଟରଭ୍ୟୁରେ ପ୍ରଥମ ପ୍ରଶ୍ନରେ ପଚରାଯାଇଥିଲା, ବ୍ଲେଡ ମଝିରେ ଖାଲି ସ୍ଥାନ କଣ ପାଇଁ ଥାଏ ? ସେହି ଯୁବକ ଜଣଙ୍କ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବକଟି ଉତ୍ତରରେ କହିଲେ, ୧୯୦୪ ମସିହାରେ ବ୍ଲେଡକୁ ସେବିଙ୍ଗରେ ବ୍ୟବହାର ବ୍ୟବହାର କରିବା ପାଇଁ ତିଆରି କରା ଯାଇଥିଲା । ଏହାର ଡିଜାଇନ ଏହିପାରି ହୋଇଥାଏ କି ଯେପରି ବ୍ଲେଡ ସେବିଙ୍ଗ ଜିଲେଟରେ ଠିକ ଭାବେ ରହିପାରିବ । ସେଥିପାଇଁ ବ୍ଲେଡ ମଝିରେ ଖାଲି ଜାଗା ଛଡାଯାଏ ।

ଆସନ୍ତୁ ଜାଣିବା ଏହି ଇଣ୍ଟରଭ୍ୟୁରେ ଦ୍ଵିତୀୟ ପ୍ରଶ୍ନ କଣ ଥିଲା । ଦ୍ଵିତୀୟ ପ୍ରଶ୍ନ ଥିଲା DJର ଫୁଲ ଫର୍ମ କଣ ଅଟେ । ଆପଣ ଆଜି ପ୍ରଯନ୍ତ DJ ର ବହୁତ ଗୀତରେ ଡ୍ୟାନ୍ସ କରିଥିବେ, ହେଲେ କଣ ଜାଣିଛନ୍ତି DJ ର ଫୁଲ ଫର୍ମ କଣ ଅଟେ । ଯୁବକଟି ଏହି ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ । ସେ DJ ର ଫୁଲ ଫର୍ମ Disc Jockey ଅଟେ ବୋଲି କହିଥିଲେ ।

ତୃତୀୟ ପ୍ରଶ୍ନ ଥିଲା ବଡିଗାର୍ଡ ମାନେ କଣ ପାଇଁ କଳା ଚଷମା ବ୍ୟବହାର କରନ୍ତି ? ଏହାର ଉତ୍ତରରେ କହିଥିଲେ, ବଡିଗାର୍ଡର କାମ ସୁରକ୍ଷା ପ୍ରଦାନ କରିବା ହୋଇଥାଏ । ସେଥିପାଇଁ ତାଙ୍କ ନଜର ସବୁବେଳେ ସବୁଜାଗାରେ ରହିବା ଉଚିତ । ଏହି କଥା କେହି ନଜାଣିପାରିବେ, ସେଥିପାଇଁ ବଡିଗାର୍ଡମାନେ କଳା ଚଷମା ବ୍ୟବହାର କରନ୍ତି ।

ଆସନ୍ତୁ ଜାଣିବା ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ପ୍ରଶ୍ନର ଉତ୍ତର ଯାହାର ଆପଣମାନେ ଅପେକ୍ଷା କରିଛନ୍ତି । ସେହି ପ୍ରଶ୍ନଟି ହେଉଛି ଝିଅଙ୍କ ସାର୍ଟରେ କଣ ପାଇଁ ପକେଟ ନ ଥାଏ । ଝିଅଙ୍କ ସାର୍ଟରେ ପକେଟ ନଥିବାର କାରଣ ହେଉଛି ତାଙ୍କ ସୁନ୍ଦରତା । ଯଦି ଝିଅଙ୍କ ସାର୍ଟରେ ପକେଟ ରହିବ ତେବେ ସେମାନେ ପକେଟରେ କିଛି ନା କିଛି ଜିନିଷ ରଖିବେ ଯାହାଦ୍ଵାରା ତାଙ୍କ ସୁନ୍ଦରତା କମିଯିବ । ଆପଣ ଏବେ ଏହି ପ୍ରଶ୍ନର ଉତ୍ତର ପାଇଯାଇଥିବେ ଝିଅଙ୍କ ସାର୍ଟରେ ପକେଟ କଣ ପାଇଁ ନଥାଏ ।