ଝିଅ ବର୍ଷରେ ଗୋଟିଏ ଥର କିଣିଥାଏ ଓ ପୁରା ବର୍ଷ ବ୍ୟବହାର କରିଥାଏ ଓ ପରେ ଫୋପାଡି ଦେଇଥାଏ ? କଣ ଆପଣ ଜାଣନ୍ତି

ସାଧାରଣତଃ ଲୋକମାନେ ନିଜ ଦୈନନ୍ଦିନ ଜୀବନରେ ବହୁତ କଷ୍ଟ କରିଥାନ୍ତି । ହେଲେ ଦୁନିଆ ବିଷୟରେ ବହୁତ କିଛି ଜିନିଷ ଜାଣି ନଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧାରଣ ଜ୍ଞାନ କହିବୁ, ଯାହା ଆପଣଙ୍କର ଆଗାମୀ ଜୀବନ ଓ ଇଣ୍ଟରଭ୍ୟୁ ଆଦିରେ ବହୁତ ଦରକାରୀ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ବିଶ୍ଵର ସବୁଠୁ ଅଧିକ ପୁସ୍ତକାଳୟ କେଉଁ ଦେଶରେ ଅଛି ?

ଉତ୍ତର- ଭାରତରେ

୨. ପୃଥିବୀ ସୂର୍ଯ୍ୟ ଠାରୁ ସବୁଠୁ ଅଧିକ ଦୂର କେବେ ହୋଇଥାଏ ?

ଉତ୍ତର- ୪ ଜୁଲାଇରେ

୩. କେଉଁ ଦେଶର ଲୋକମାନେ ଅଧିକ ପଢିଥାନ୍ତି ?

ଉତ୍ତର- କାନ୍ନାଡା

୪. ଲାଲ ଗ୍ରହ କାହାକୁ କୁହନ୍ତି ?

ଉତ୍ତର- ମଙ୍ଗଳ ଗ୍ରହକୁ ଲାଲ ଗ୍ରହ କୁହନ୍ତି

୫. ଜିଆ କାହା ମାଧ୍ୟମରେ ନିଶ୍ଵାସ ନେଇଥାଏ ?

ଉତ୍ତର- ତ୍ଵଚା ମାଧ୍ୟମରେ

୬. ବିଶ୍ଵର ସବୁଠୁ ଛୋଟ ମାଛ କିଏ ଅଟେ ?

ଉତ୍ତର- ଅଥୱାର୍କ ଗୋବୀ

୭. କେଉଁ ଗଛର କାଠ ସୁନା ଠାରୁ ଅଧିକ ମୁଲ୍ୟବାନ ହୋଇଥାଏ ?

ଉତ୍ତର- ଲାଲ ଚନ୍ଦନର କାଠ

୮. ବିୟତନାମର ମୁଦ୍ରାର ନାମ କଣ ଅଟେ ?

ଉତ୍ତର- ଡାଗ

୯. ଭାରତକୁ ଆକ୍ରମଣ କରିଥିବା ପ୍ରଥମ ୟୂରୋପିୟାନ କିଏ ଥିଲେ ?

ଉତ୍ତର- ସିକନ୍ଦର

୧୦. ସବୁଠୁ ପ୍ରାଚୀନ ବେଦର ନାମ କଣ ?

ଉତ୍ତର- ଋକ ବେଦ

୧୧. ସର୍ବ ପ୍ରଥମେ ଅସହଯୋଗ ଆନ୍ଦୋଳନରେ କାହାକୁ ଗିରଫ କରାଯାଇଥିଲା ?

ଉତ୍ତର- ମହମ୍ମଦ ଅଲିଙ୍କୁ

୧୨. ଭାରତର ଛୋଟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିବି କା ମକବରାକୁ

୧୩. ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଲୋକସଭା ସିଟ ରହିଛି ?

ଉତ୍ତର- ଉତ୍ତର ପ୍ରଦେଶରେ

୧୪. କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ?

ଉତ୍ତର- ଚିଲି ଦେଶର କୁକୁଡା

୧୫. ଭାରତରେ ସବୁଠୁ ଅଧିକ କେଉଁ ମୋବାଇଲ ଆପ୍ ବ୍ୟବହାର କରାଯାଉଛି ?

ଉତ୍ତର- ହ୍ଵାଟ୍ସଆପ

୧୬. ଆଣ୍ଟିଜନର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଲ୍ୟାଣ୍ଡଷ୍ଟିନର କରିଥିଲେ

୧୭. ପ୍ରଥମ ମୁକ ଫିଲ୍ମର ନାମ କଣ ?

ଉତ୍ତର- ରାଜା ହରିଶ୍ଚନ୍ଦ୍ର

୧୮. ରାଷ୍ଟ୍ରୀୟ ସେୟାର ବଜାରର ମୁଖ୍ୟାଳୟ କେଉଁଠି ଅବସ୍ଥିତ ?

ଉତ୍ତର- ମୁମ୍ବାଇରେ

୧୯. ବିଶ୍ଵର ସବୁଠୁ ଛୋଟ ଦେଶର ନାମ କଣ ?

ଉତ୍ତର- ବେଟିକନ ସିଟି

୨୦. ନେପାଳ ଦେଶରେ କେତୋଟି ଜିଲ୍ଲା ଅବସ୍ଥିତ ?

ଉତ୍ତର- ୭୮ଟି ଜିଲ୍ଲା

୨୧. ଝିଅ ବର୍ଷରେ ଗୋଟିଏ ଥର କିଣିଥାଏ ଓ ପୁରା ବର୍ଷ ବ୍ୟବହାର କରିଥାଏ ଓ ପରେ ଫୋପାଡି ଦେଇଥାଏ । କୁହନ୍ତୁ କଣ ?

ଉତ୍ତର- କ୍ୟାଲେଣ୍ଡର

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।