ଭାଙ୍ଗିଗଲା ବାପାର ଝିଅକୁ ଅଫିସର କରିବାର ସ୍ଵପ୍ନ, ସ୍କୁଲ ଫୀସ କାରଣରୁ ଝିଅ ଦେଇଦେଲା ଜୀବନ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ !

ଏବେର ସମୟରେ ଗରିବୀ ଏକ ବଡ ସମସ୍ଯା ଅଟେ । ଦେଶରେ ଅଧିକାଂଶ ଲୋକ ଏଥିପାଇଁ ବ୍ୟତିବ୍ୟସ୍ତ ଅଛନ୍ତି । ଗରିବୀ ଏକ ଏପରି ରୋଗ ଯାହା ମଣିଷକୁ ସବୁ ପ୍ରକାର ଭାବେ ହଇରାଣ କରିଥାଏ । ଏହା ଯୋଗୁ ଭଲ ଜୀବନ, ଉଭୟ ମା-ନ-ସି-କ ଏବଂ ଶା-ରୀ-ରି-କ ସ୍ୱାସ୍ଥ୍ୟ ଓ ଶିକ୍ଷାସ୍ତର ଆଦି ସବୁ ବିଷୟ ପ୍ରଭାବିତ ହୋଇଥାଏ ।

କରୋନା ମହାମାରୀ ଯୋଗୁଁ ଆମ ଦେଶରେ ଏହି ସମସ୍ଯା ଆହୁରି ବଢି ଯାଇଛି । ଜନଜୀବନ ସଂପୂର୍ଣ୍ଣ ଭାବେ ଅସ୍ତ ବ୍ୟସ୍ତ ହୋଇଯାଇଛି । ଏହାର ପ୍ରଭାବ ଲୋକଙ୍କ ରୋଜଗାର, କାମ ଧନ୍ଦା ସହ ପିଲାଙ୍କ ଶିକ୍ଷା ଉପରେ ମଧ୍ୟ ପଡୁଛି । ଏହା ମଧ୍ୟରେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଜାଣିଲେ ଆପଣ ଭାବୁକ ହୋଇଯିବେ । ଗରିବୀରେ ଜୀବନ ବ୍ଯତୀତ କରୁଥିବା ବେଳେ ଝିଅକୁ ଅଫିସର ବନେଇବାର ସ୍ଵପ୍ନ ରଖିଥିବା ବାପାର ସ୍ଵପ୍ନ ଝିଅର ମୃ-ତ୍ୟୁ ସହ ଭା-ଙ୍ଗି ଯାଇଛି ।

ଉନାବରେ ଏକ ସ୍କୁଲରେ ଫିସ ଦେଇ ନ ପାରିବାରୁ ହେଡମାଷ୍ଟର ଛାତ୍ରୀଙ୍କୁ ସ୍କୁଲରୁ ବାହାର କରି ଦେଇଥିଲେ । ଫିସ ପାଇଁ ହେଡମାଷ୍ଟରଙ୍କ ଚି-ତ୍କା-ର-ରେ ଆଘାତ ପାଇ ୧୫ ବର୍ଷୀୟ ଛାତ୍ରୀ ସ୍ମୃତି ଅବସ୍ତି ଜୀବନ ଦେଇ ଦେଇଛନ୍ତି । ବିବାହର ଅନେକ ବର୍ଷ ପରେ ମଧ୍ୟ ସୁଶୀଲ ଓ ତାଙ୍କ ପତ୍ନୀଙ୍କର କୌଣସି ସନ୍ତାନ ହେଉ ନ ଥିଲା । ସନ୍ତାନ ପାଇଁ ଅନେକ ମନତ ମାଗିବା ପରେ ଯାଇ ସ୍ମୃତି ଜନ୍ମ ହୋଇଥିଲେ । ମା ବାପା ତାକୁ ପୁଅ ପରି ପାଳିଥିଲେ ।

ବାପା ଦିନରାତି ପରିଶ୍ରମ କରି ଝିଅକୁ ଯେପରି କିଛି ଅଭାବ ହେବ ନାହିଁ ସେଥିପ୍ରତି ଧ୍ୟାନ ଦେଉଥିଲେ । ପିତାମାତା ଙ୍କର ଏକମାତ୍ର ସନ୍ତାନ ଥିଲେ ସ୍ମୃତି । ୧୭ ବର୍ଷ ପୂର୍ବେ ସୁଶୀଲ ନିଜ ପତ୍ନୀଙ୍କ ସହ ପୈତୃକ ଗାଁ ଛାଡି ସହର ଆସି ଯାଇଥିଲେ । ପ୍ରଥମେ ସେ ଏକ ମ-ଦ କାରଖାନାରେ କାମ କରୁଥିଲେ । କିନ୍ତୁ ଏବେ ସେ ଏକ ତ-ମା-ଖୁ ଫ୍ଯାକ୍ଟରୀରେ ୬୦୦୦ ପ୍ରତିମାସ ବେତନରେ କାମ କରୁଥିଲେ । ଝିଅକୁ ଭଲଭାବେ ପାଠ ପଢାଇ ବଡ ଅଫିସର କରିବା ସୁଶୀଲଙ୍କ ଲକ୍ଷ ଥିଲା । ସ୍ମୃତି ମଧ୍ୟ ଖୁବ ଭଲ ପାଠ ପଢୁଥିଲେ ।

କିନ୍ତୁ ଅଚାନକ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷକଙ୍କ ଦୁ-ର୍ବ୍ୟ-ବ-ହା-ର ସ-ହି ନ ପାରି ନିଜ ଜୀବନ ଶେଷ କରି ଦେଇଛନ୍ତି ସ୍ମୃତି । ଝିଅର ମୃତ୍ୟୁରେ ପିତାମାତା ଏତେ ଭାଙ୍ଗି ପଡିଛନ୍ତି ଯେ ଝିଅର ଅର୍ଥୀ କୁ ମଧ୍ୟ କାନ୍ଧ ଦେଇ ପାରିଲେ ନାହିଁ । ଉଭୟ ଏକ କ୍ଲିନିକରେ ଏବେ ଚିକିତ୍ସିତ ହେଉଛନ୍ତି । ପରିବାରର ଅନ୍ୟ ପରିଜନ ସ୍ମୃତିଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ତେବେ ଏନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଛାତ୍ରୀଙ୍କୁ ଆ-ତ୍ମ-ହ-ତ୍ୟା ପାଇଁ ଉସୁକାଇବା ମାମଲାରେ ଥାନାରେ ଅଭିଯୋଗ କରାଯାଇଛି ।

ପୋଲିସ ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଷ୍ଟାଫ ମାନଙ୍କୁ ମଧ୍ୟ ଜେ-ରା କରିଛି । କିନ୍ତୁ ପ୍ରଧାନ ଶିକ୍ଷକ ତାଙ୍କ ଉପରେ ଲାଗିଥିବା ଏହି ଆ-ରୋ-ପ-କୁ ମିଥ୍ୟା ବୋଲି କହିଛନ୍ତି । ଏହି ଘଟଣାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣେଇବେ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।