ଯେଉଁଠି ବି ମିଳେ ଏହି ଫୁଲ ବାସ ଛିଣ୍ଡାଇ ଆଣନ୍ତୁ, ଭାଗ୍ୟ ବଦଳିଯିବ

ଆଜି ଆମେ ଆଲୋଚନା କରିବା ଗୋଟେ ସରଳ ଉପାୟ ବିଷୟରେ । ଏହି ଉପାୟ ଅବଲମ୍ବନ କଲେ ଆପଣଙ୍କ ଜୀବନ ବଦଳିବା ନିଶ୍ଚିତ ଅଟେ । ଏହାକୁ ସରଳ ଭାବି ନଜର ଅନ୍ଦାଜ କରନ୍ତୁ ନାହିଁ । କାରଣ ଏହି ଛୋଟ ଉପାୟ ଆପଣଙ୍କ ଜୀବନ ବଦଳାଇ ପାରେ । ରାଜାଭଳି ସମ୍ମାନ ମିଳିବ ଆପଣଙ୍କୁ । ସବୁ ଲୋକ ମାନ ସମ୍ମାନ ଓ ସଫଳତା ଚାହାନ୍ତି, ସମସ୍ତେ ଚାହାଁନ୍ତି କି ଲୋକ ତା ସହିତ ଇଜତରେ କଥା ହୁଅନ୍ତୁ । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହି ସବୁ ଜିନିଷ ମିଳେ ନାହିଁ । ଲୋକ ଭାବନ୍ତି କି ସେ ଯେଉଁଠି କି ଯାଉଛନ୍ତି ସେ ସମସ୍ତଙ୍କ ସହିତ ବହୁତ ଭଲରେ କଥା ହେଉଛନ୍ତି କିନ୍ତୁ ଲୋକମାନେ କଣ ପାଇଁ ତା ସହିତ ଭଲ ବ୍ୟବହାର କରୁନାହାନ୍ତି ।

ଆପଣ କାହା ସହିତ ଭଲରେ କଥା ହେବେ କିନ୍ତୁ ସାମ୍ନା ବାଲା ବ୍ୟକ୍ତି ଆପଣଙ୍କ ସହିତ ଭଲ ବ୍ୟବହାର କରିନଥାଏ ଓ ସମ୍ମାନ ଦେଇନଥାଏ । ତ ମନକୁ ଓ ହ୍ରୁଦୟକୁ ବହୁତ ବାଧି ଥାଏ । ସେହି ବ୍ୟକ୍ତି ଭିତରୁ ବହୁତ ହାରି ଯାଇଥାଏ । କିନ୍ତୁ ଆପଣଙ୍କୁ ବିଲକୁଲ ବି ନିରାସ ହେବାର ଆବଶ୍ୟକ ନାହିଁ । ଗୋଟେ ସରଳ ଉପାୟ  ଆମେ ବତେଇବୁ  ଏହାକୁ କରି ଆପଣ ସୁଖମୟ ଜୀବନ ବିତେଇପାରିବେ ।

ଏହି ଉପାଯରେ କୌଣସି ପୂଜା ପାଠ କରିବାର କି ମନ୍ତ୍ର ଜପ କରିବା କି ତନ୍ତ୍ର ବିଦ୍ୟାର ଆବଶ୍ୟକ ନାହିଁ । ଏଠାରେ ସ୍କ୍ରିନ ଉପରେ ଯେଉଁ ଫୁଲ ଦେଖା ଦେଉଛି ତାର ପ୍ରୟୋଗ କରିବାର ଅଛି । ବହୁତ ଲୋକ ଏହି ଫୁଲ ଦେଖିକି ବୁଝିବି ଯାଇଥିବେ ଏହି ଫୁଲକୁ ଚମେଲୀର ଫୁଲ କୁହାଯାଏ । ଏବେ ଏହାର ବିଧି ଠିକ ସେ ବୁଝନ୍ତୁ ଓ କେଉଁଭଳି ଏହାର ପ୍ରୟୋଗ କରାଯିବ । ଧ୍ୟାନ ରଖନ୍ତୁ ଯେଉଁଠି ବି ଏହି ଫୁଲ ମିଳୁଛି ଛିଣ୍ଡେଇ ରଖନ୍ତୁ ।

ଧ୍ୟାନ ରଖନ୍ତୁ ଏହି ଫୁଲ ଗୁରୁବାର ଦିନ ହିଁ ଛିଣ୍ଡେଇବେ । ସେହି ଦିନ ଆଠଟି ଫୁଲ ଆଣିବେ ଓ ତାକୁ ଭଲରେ ଧୋଇକି ଘରର ମନ୍ଦିରରେ ରଖିଦେବେ । ଯଦି ଆପଣ ବିଷ୍ଣୁଙ୍କ ମନ୍ଦିରରେ ଯାଇ ଏହି ଫୁଲକୁ ଭଗବଙ୍କୁ ଚଢେଇବେ ବହୁତ ଭଲ ହେବ । ଆପଣଙ୍କୁ ଖାଲି ଏତିକି କରିବାର ଅଛି ଫୁଲର ପାଖୁଡାରେ  ନିଜ ନାମକୁ ଲେଖିବାର ଅଛି । ଏହି ଧଳା ଫୁଲ ସମର୍ପଣର ପ୍ରତୀକ ଅଟେ । କୁହାଯାଏକି ଯଦି ଯୁଧ୍ୟରେ ଧଳା ଝଣ୍ଡା ଦେଖାଇ ଦିଆଯାଏ ତ ଜଣା ଯାଏ କି ସମର୍ପଣ ହେଲା ।

ସେହି ପ୍ରକାରେ ଯଦି ଆପଣ ଆପଣଙ୍କ ନାମ ଏହି ଫୁଲରେ ଲେଖିଦେବେ ସେହିପରି ସମର୍ପଣ ହୋଇଯିବ ଯେଉଁ ଲୋକମାନେ ଆପଣଙ୍କ ପ୍ରତି ଘୃଣାଭାବ ,ରାଗ, ଆଉ ସେମିତି ଆସିବନି ଓ କୃଷ୍ଣ ଭଗବାନଙ୍କୁ ପ୍ରାର୍ଥନା କରିବେ କି  ଜୀବନରେ ମାନସନମାନ, ଭଲପାଇବା ଓ ସଫଳତା ମିଳୁ । ସେହି ଆଠଟି ଫୁଲକୁ ଘରର ମନ୍ଦିରରେ ରଖିବେ ଆପଣଙ୍କ ଛଡା ଆଉ ଯେମିତି କେହି ନ ଛୁଅନ୍ତି, ଧ୍ୟାନ ରଖିବେ ।

ତାପରେ ଏହି ଫୁଲକୁ ତିନି ଚାରି ଦିନ ପରେ ଶୁଖିଯାଇଥିବା ଫୁଲକୁ ଗୁଣ୍ଡ କରି କୃଷ୍ଣଙ୍କ ନାମ ଜପି ଓ ମନରେ କାମନା କରି ସଫଳତା ପ୍ରାପ୍ତି ହେଉ, ମୋତେ ମାନ ସନମାନ ମିଳୁ, ସମସ୍ତେ ଭଲ ପାଆନ୍ତୁ ଏହା ଭାବି ଡେଉଁରିଆରେ ପୁରାଇ ବନ୍ଦ କରି ଦିଅନ୍ତୁ । ତା ପରେ ଏହି ତାବିଜକୁ ନାଲି ଧାଗାରେ ପିନ୍ଧିବେ କିନ୍ତୁ ଗୁରୁବାରରେ ହିଁ ପିନ୍ଧିବେ । ଏହାର ୧ମାସପରେ ସମାନ ଉପାୟ ପ୍ରୟୋଗ କରନ୍ତୁ ପୁଣି ସେଇ ଫୁଲକୁ ଗୁଣ୍ଡକରି ତାବିଜ କରନ୍ତୁ । ଏହାକୁ ପୁର୍ଣିମା ପାଖାପାଖି କଲେ ବି ବହୁତ ଲାଭ ଦାୟକ ହୋଇଥାଏ ।