ମହାଦେବ କୁହନ୍ତି ଯେଉଁ ମଣିଷ ଏହି ୫ ଟି ପାପ କରିଥାଏ, ସାରା ଜୀବନ ସେ ଦରିଦ୍ର ହୋଇ ରହିଥାଏ, ରୁଷ୍ଟ ହୁଅନ୍ତି ମହାଦେବ

ମହାଦେବ ସଂସାରର ପ୍ରତେକ କୋଣରେ ଅବସ୍ଥିତ ଅଟନ୍ତି ସେ ମା ପାର୍ବତଙ୍କ ଦ୍ଵାରା ଏହି ମାନବ ସମାଜକୁ ଅନେକ କଥା ଶିଖାଇ ଛନ୍ତି । ଭଗବାନ ନିଜେ ବିସ ପି ଅନ୍ୟକୁ ଅମୃତ ଦେଇଛନ୍ତି ।

ମହାଦେବ ହିଁ ଯୋଗ ର ଜ୍ଞାନ ଦେଇଛନ୍ତି ମଣିଷକୁ । ଦିନେ ମା ଙ୍କ ଦ୍ଵାରା ପଛରା ଯାଇଥିବା ପ୍ରଶ୍ନର ଉତ୍ତରରେ କଣ କହିଲେ ଭଗବାନ ଆସନ୍ତୁ ଜାଣିବା । ଏହି ସବୁ କାମ କରିବା ଦ୍ଵାରା ପ୍ରଭୁ ଭୋଳା ନାଥ ରାଗି ଥାନ୍ତି ତେବେ କଣ ସେସବୁ । ପ୍ରଥମେ ଅନ୍ୟକୁ ଭୋକରେ ରଖିବା ଯେଉଁ ବ୍ୟକ୍ତି ନିଜ ଘରକୁ ଆସିଥିବ ବ୍ୟକ୍ତିଙ୍କୁ କିମ୍ବା ନିଜର ଅତିଥି , ଶରଣାର୍ଥୀ ଙ୍କୁ ଭୋକରେ ରଖେ ଓ ନିଜେ ନିଜର ପରିବାର ସହ ମିଶି ଖାଦ୍ଯର ଆନନ୍ଦ ନିଏ ଏଭଳି ଲୋକଙ୍କୁ ମହାଦେବ ପାଦ୍ୟ ବୋଲି କହି ଛନ୍ତି ।

ଯିଏ ନ ଖାଇ ଅନ୍ୟର ପେଟ ଦେଖେ ଏଭଳି ଲୋକଙ୍କ ଘରେ ସବୁବେଳେ ମା ଲକ୍ଷ୍ମୀ ଥାନ୍ତି । ଦ୍ବିତୀୟରେ ନିର୍ଦୋଷ ପଶୁଙ୍କୁ ପି-ଟି-ବା ଦ୍ଵାରା କିମ୍ବା ଆକାରଣରେ ତାକୁ ମା-ରି-ବା ଦ୍ଵାରା ମହାଦେବ କ୍ରୋଧିତ ହୋଇ ଥାନ୍ତି । ଯେଉଁ ମାନେ ବିନା କାରଣରେ ପଶୁଙ୍କର ହ-ତ-ୟା କରିଥାନ୍ତି ସେମାନେ ପା ପୀ ଅଟନ୍ତି । ଗୋଟେ ପଶୁର ବୁଦ୍ଧି ଗୋଟେ ଛୁଆର ବୁଦ୍ଧି ଠାରୁ ମଧ୍ୟ କମ ହୋଇ ଥାଏ ତେଣୁ କରି ପଶୁ ମାନଙ୍କ ଉପରେ ସଦା ଦୟା କରିବା ଉଚିତ ଅଟେ ।

ତୃତୀୟରେ ଯେଉଁ ମଣିଷ ପର ଧନକୁ ନେଇ ନିଜର ସମ୍ପତି ବଢାଇ ଥାଏ ତାକୁ ଭଗବାନ ମହାଦେବ କେବେବି କ୍ଷମା କରନ୍ତି ନାହି । ଯିଏ ସତ୍ ମାର୍ଗରେ ଯାଇକି ଧାନ ଉପାର୍ଜନ କରେ ସେ ଭଳି ଲୋକଙ୍କୁ ମହାଦେବ କୃପା କରନ୍ତି । ପରର ଖରାପ ଅବସ୍ଥାର ଫାଇଦା ଉଠାଇକି କେବେବି ନିଜର ଧନ ରେ ସାମିଲ କରିବା କଥା ନୁହେଁ । କାହାର ଆଖିର ଲୁହ ପୋଛିବାର ସକ୍ଷମ ଆମର ନଥିବା ସମୟରେ ଆମେ ଯଦି ସେହି ଲୋକର ଉପାର୍ଜିତ ଧାନକୁ ଏଇଠାଉ କିନ୍ତୁ ଏହା କେବଳ ଆମେ ନିଜର ଧନ ର ବୃଦ୍ଧି ପାଇଁ କରୁତେବେ ଏହା ନିଶ୍ଚୟ ଭାବେ ପା-ପ ଅଟେ ।

ଚତୁର୍ଥ ହେଉଛି ପର ସ୍ତ୍ରୀ ଗ-ମନ । ଏହାର ଅର୍ଥ ଯେଉଁ ବ୍ୟକ୍ତି ନିଜର ସ୍ତ୍ରୀ ଥିବା ପରେ ବି ପର ସ୍ତ୍ରୀ କରେ ତାକୁ ମହାଦେବ କେବେବି ନିଜର କୃପା ଦିଅନ୍ତି ନାହିଁ । ସେହି ଭଳି ଯଦି ଗୋଟେ ନାରୀ ନିଜର ସ୍ଵାମୀ ବ୍ଯତୀତ ପର ପୁରୁଷରେ ନିଜର ସମୟ ବିତାଇ ଥାଏ ତେବେ ସେ ନିଜକୁ ପା-ପୀ-ନି ବୋଲାଏ । ମହାଦେବ ଓ ମା ପାର୍ବତୀ ଙ୍କର ମିଲନ ଶରୀରକୁ ଅର୍ଦ୍ଧ ନାରୀସ୍ଵର କୁହାଯାଏ ତେଣୁ ପତି ପତ୍ନୀ ଙ୍କୁ ମହାଦେବ ଓ ପାର୍ବତୀ ଙ୍କ ଭଳି ହେବା ଉଚ୍ଚିତ ।

ପଞ୍ଚମରେ ମିଛ କହିବା ଯେଉଁ ବ୍ୟକ୍ତି ନିଜର ସ୍ଵାର୍ଥ ପାଇଁ ସବୁବେଳେ ମିଛ କହେ ଯାହା ଦ୍ଵାରା ମଣିଷ ନିଜର ଆତ୍ମାକୁ ମାରିଦେଇ ଥାଏ । ଯେଉଁ ମଣିଷ ଜାଣି ଶୁଣି ଅନ୍ୟକୁ ବିପଦରେ ପକାଇବା ପାଇଁ ମିଛ କୁହେ ଓ ତାର ମିଛ ଦ୍ଵାରା ଅନେକ ଜୀବନ ଓ ଧନ ହାନି ହୁଏ ଏଭଳି ଲୋକଙ୍କୁ ମହାଦେବ ପା-ପୀ ବୋଲି କହିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ