ଦେଖନ୍ତୁ ଯେତେବେଳେ ଗୋଟିଏ ବାକ୍ସରେ ଗୋଟିଏ ଡର୍ଜନ ମୂଷାଙ୍କ ଉପରେ ଆକ୍ରମଣ କଲା ଏକ ଭୟଙ୍କର ବିଷଧର Cobra, ତା’ ପରେ କଣ ହେଲା ଦେଖନ୍ତୁ ଏହି Video

ଉତ୍ତର ପ୍ରଦେଶର ଜୋନପୁର ସହରରୁ ପାଖାପାଖି ୩୫ ରୁ ୪୦ କିମି ଦୂରରେ ଗୋଟିଏ ଗାଁ ଅଛି । ଯାହାର ନାଁ ସାହପୁର । ଏଠି ଗୋଟିଏ ଛୋଟ ପରିବାର ମଧ୍ୟରେ ଗୋଟିଏ ସାପ ପଶି ଯାଇଛି । ଘର ଭିତରେ ମୂଷା ଲୁ-ଚି ବସିଥାନ୍ତି ଓ ଏହି ମୂଷାଙ୍କୁ ଖାଇବା ପାଇଁ ସାପ ଘର ଭିତରକୁ ପ-ଶି ଆସନ୍ତି । ସେଥିପାଇଁ ଘରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ । ସାପ ପ୍ରତି ସବୁବେଳେ ସାବଧାନ ରୁହନ୍ତୁ ।

ଏହି ପରିବାରର ଗୋଟିଏ ଟ୍ରଙ୍କରେ ବହୁତ ମୂଷା ରହୁ ଥିଲେ । ଯେଉଁମାନେ ଡ୍ରେସକୁ କା-ଟି କା-ଟି ଖରାପ କରିଦେଇଛି । ଏହି ମୂଷାମାନଙ୍କୁ ଖାଇବା ପାଇଁ ଗୋଟିଏ କୋବ୍ରା ସାପ ଏହା ଭିତରକୁ ଚାଲି ଆସିଛି । ସାପର ପସନ୍ଦିତା ଭୋଜନ ମୂଷା ଅଟେ ଓ ମୂଷାକୁ ପିଛା କରୁ କରୁ ସାପ ଏହି ଟ୍ରଙ୍କ ଭିତରକୁ ଚାଲି ଆସିଛି । ସାପକୁ ବାହାର କରିବା ବହୁତ ହିଁ କଷ୍ଟକର ଥିଲା । କାରଣ ସାପ ବହୁତ ଛୋଟ ଛୋଟ ଜାଗାରେ ବି ଲୁ-ଚି ରହି ପାରିବେ ।

ସାପ ଏହି ଟ୍ରଙ୍କରେ ଥିବା ଗୋଟିଏ ସିଲଭର ହାଣ୍ଡି ଭିତରକୁ ପ-ଶି ଯାଇଛି । ଏହା ଏକ କୋବ୍ରା ସାପ ଅଟେ । ଏହି ସାପ ଯଦି କାହାକୁ ଚୋ-ଟ ମା-ରୁ-ଛି ସେହି ବ୍ୟକ୍ତି ପାଖରେ ୪୦ ରୁ ୫୦ ମିନିଟ ସମୟ ଥାଏ । ଏହିଭଳି ସ୍ଥିତି ଆପଣ ବ୍ୟକ୍ତିକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଆନ୍ତୁ । ନଚେତ ଆପଣଙ୍କ ସହିତ କିଛି ବି ହୋଇପାରେ । ସେଥିପାଇଁ ଆପଣ ସବୁବେଳେ ନିଜ ଘରକୁ ସଫା ରଖନ୍ତୁ । ନଚେତ ଆପଣଙ୍କ ସହିତ କିଛି ବି ହୋଇପାରେ ।

ଗରମ ଦିନରେ ପ୍ରାୟତଃ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଯାଏ । ଏହା ଗୋଟିଏ Indian spectacled cobra ଅଟେ । ଯାହାକୁ ନାଗ ସାପ ବୋଲି ବି କୁହାଯାଏ । ବିଭିନ୍ନ ରାଜ୍ୟରେ ବିଭିନ୍ନ ନାଁରେ ଏହାକୁ ଲୋକମାନେ ଜାଣିଛନ୍ତି । ଏହି ସାପ ଫଣା ମା-ରି-ବା ପାଇଁ ସବୁବେଳେ ପ୍ରସ୍ତୁତ ଥାଏ । ଏହି ସାପ ସହିତ ଯେତେବେଳେ ବି ଯିଏ ଲାଗିଥାଏ ସେ ତାକୁ ନିଶ୍ଚିତ ରୂପରେ ଚୋ-ଟ ମା-ରି-ଥା-ଏ । ଏହି ସାପର ଫୁଙ୍କାର ଆବାଜ ବି ବହୁତ ଭ-ୟ-ଙ୍କ-ର ଅଟେ ।

ଘର ଲୋକମାନଙ୍କ କହିବା ଅଟେ କି ସେମାନେ କିଛି ଦିନ ତଳେ ତାଙ୍କ ଘର ଭିତରେ ଗୋଟିଏ ସାପକୁ ଦେଖିଥିଲେ । ସେମାନେ ସଠିକ ସମୟରେ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ଅଧିକାରୀ ଆସି ସଠିକ ସମୟରେ ସାପକୁ ଉଦ୍ଧାର କରି ନେଇଛନ୍ତି । ସାପ କାହାର ବି କ୍ଷ-ତି ପହଞ୍ଚାଇ ନାହିଁ । ଏହିଭଳି ଭାବରେ ଘର ଭିତରେ ଥିବା ଟ୍ରଙ୍କ ଭିତରେ ସାପ ପଶିବା ବହୁତ ହିଁ ଭ-ୟ-ଙ୍କ-ର ଘ-ଟ-ଣା ଅଟେ ।