Interesting GK Question: ଯେତେ ସଫା କଲେ ସେତେ କଳା ହୁଏ, ତାହା କଣ ? ଏହା ସହ ପଢନ୍ତୁ ଆହୁରି 20ଟି Clever GK Quiz

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- କେଉଁ ଦେଶ ବିଶ୍ଵର ସବୁଠାରୁ ଛୋଟ ଦେଶ ଅଟେ ?

ଉ: ଭାଟିକାନ ସିଟି

୨- ଭାରତର କେଉଁ ସହରକୁ କେବଳ ଗୋଟିଏ ଦିନ ପାଇଁ ରାଜଧାନୀ ଘୋଷିତ କରା ଯାଇଥିଲା ?

ଉ: ଆଲାହାବାଦ

୩- ପାକିସ୍ତାନର ଜାତୀୟ ପଶୁର ନାମ କଣ ?

ଉ: ମାରଖୋର

୪- କେଉଁ ପ୍ରାଣିର ଅଙ୍ଗ କଟିଗଲେ ତାହା ସାଙ୍ଗେ ସାଙ୍ଗେ ଆଉ ଗୋଟିଏ ଉଠିଥାଏ ?

ଉ: ପ୍ରଜାପତି

୫- କେଉଁ ଦେଶରେ କ୍ଷୀର ବିକିବା ଅପରାଧ ହୋଇଥାଏ ?

ଉ: ଫିନଲାଣ୍ଡ

୬- ଭାରତର କେଉଁ ଜିଲ୍ଲାରେ ସବୁଠୁ ଅଧିକ ଧନୀ ଲୋକ ଅଛନ୍ତି ?

ଉ: କାନପୁର

୭- ଦୁନିଆର କେତେ ପ୍ରତିଶତ ଲୋକ ନିଜର ବାମ ହାତ ବ୍ୟବହାର କରିଥାନ୍ତି ?

ଉ: ୧୧ ପ୍ରତିଶତ

୮- କଙ୍ଗାରୁ କେଉନହ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉ: ଅଷ୍ଟ୍ରେଲିଆ

୯- କେଉଁ ପ୍ରଣିର ଶରୀରରେ ସବୁଠୁ କମ୍ ହାଡ ଥାଏ ?

ଉ: ମୂଷା

୧୦- କେଉଁ ଦେଶରେ ବରଫରୁ ବିଜୁଳି ପ୍ରସ୍ତୁତ ହୋଇଥାଏ ?

ଉ: ଆମେରିକା

୧୧- ବିଶ୍ଵର କେଉଁ ନଦୀର ପାଣି ସବୁଠୁ ଗରମ ଅଟେ ?

ଉ: ନୀଳ ନଦୀ

୧୨- ଖାଇବାକୁ ଦେଲେ ବଞ୍ଚେ କିନ୍ତୁ ପିଇବାକୁ ଦେଲେ ମରିଯାଏ, ସେ କିଏ ?

ଉ: ନିଆଁ

୧୩- ଓଠରେ ଓଠକି ମିଶାଇଲେ କଣ ହୁଏ ?

ଉ: ପାଟି ବନ୍ଦ ହୁଏ

୧୪- ବିରାଟ ଦେହ ମୋ ଶୂନ୍ୟରେ ଝୁଲେ, ସବୁ ସାଇତିଛି ମୋହରି କୋଳେ ?

ଉ: ପୃଥିବୀ ହେଉଛି ବିରାଟ ବଡ ଯାହା ଶୂନ୍ୟରେ ଝୁଲୁଚି ଓ ନିଜ ଭିତରେ ଅନେକ ଜିନିଷ ସାଇତି ରଖିଛି ।

୧୫- ରାତିରେ ଜନମି ରାତିରେ ମରେ, ଅନ୍ଧାରକୁ ସିଏ ଆଲୁଅ କରେ ?

ଉ: ଜହ୍ନ

୧୬- ସୂର୍ଯ୍ୟଙ୍କ ଠାରୁ ଅଧିକ ଗରମ ___ ନାହିଁ, ବାଦଶାହକୁ ___ ଦରକାର ନାହିଁ, ଭିକାରି ପାଖରେ ___ ନାହିଁ, ଯିଏ ___ ନ ଖାଇବ ସେ ମରିଯିବ, ଗୋଟିଏ ଉତ୍ତରରେ କୁହ ।

ଉ: କିଛି

୧୭- କେଉଁ ଦେଶରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ବର୍ଷ ପାଇଁ ହୋଇଥାଏ ?

ଉ: ସୁଇଜରଲ୍ୟାଣ୍ଡ

୧୮- କମ୍ପ୍ୟୁଟର କିଏ ଉଦ୍ଭାବନ କରିଥିଲେ ?

ଉ: ଚାର୍ଲ୍ସ ବାବେଜ

୧୯- ବିଶ୍ଵର ସବୁଠାରୁ ପ୍ରାଚୀନ ଭାଷା କଣ ?

ଉ: ସଂସ୍କୃତ

୨୦- ଯେତେ ସଫା କଲେ ସେତେ କଳା ହୁଏ, ତାହା କଣ ?

ଉ: ବ୍ଲାକ ବୋର୍ଡ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।