ଯେତେ ପୁରୁଣା ଡାଇବେଟିସ ହେଉ ନା କାହିଁକି କେବଳ 7 ଦିନରେ ଭଲ ହେବ, ଆଜି ହିଁ ପ୍ରୟୋଗ କରନ୍ତୁ ଏହି ସହଜ ଘରୋଇ ଉପଚାର

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ତ ଜଣା ଅଛି ଆଜିକାଲି ଘରେ ଘରେ ମଧୁମେହ ବା ଡାଇବେଟିସ ରୋଗରେ ପୀଡିତ ହୋଇ ଲୋକ ଚିନ୍ତାରେ ଅଛନ୍ତି । କାରଣ ଏଥିରୁ ମୁକ୍ତି ପାଇବା ପାଇଁ କୌଣସି ସ୍ଥାୟୀ ଉପାୟ ମିଳୁନାହିଁ । ଅନେକ ମେଡ଼ିସିନ ଖାଇ ଖାଇ ତାହାର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ଆହୁରି ବେଶି ପଡୁଅଛି । ତେବେ ଏହି ସବୁରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଘରୋଇ ଉପଚାର ଜଣାଇବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ଡାଇବେଟିସ ମୂଳରୁ ହିଁ ଶେଷ ହେବ ।

ଏହି ଉପାୟଟିକୁ ତିଆରି କରିବା ପାଇଁ ପ୍ରଥମେ ଆପଣଙ୍କୁ ମେଥି ଦାନାର ଆବଶ୍ୟକ ପଡିବ । ମେଥି ଦାନା ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁଠାରୁ ଲାଭକାରୀ ଅଟେ । ଆପଣ ଏହି ଉପାୟଟିକୁ ବନାଇବା ପାଇଁ ୧୫ ଗ୍ରାମ ମେଥି ନିଅନ୍ତୁ । ଦିତୀୟରେ ହେଉଛି ଜୀରା । ଡାଇବେଟିସ ମିଠା ଖାଇବା କାରଣରୁ ହୋଇନଥାଏ । ଆମ ଶରୀରରେ ରହିଥିବା ପେନକ୍ରିୟାଜ ସେଲ ଡିଆକ୍ଟିଭେଟ ହେବାକୁ ଲାଗିଲେ ଡାଇବେଟିସ ହୋଇଥାଏ ।

ଜୀରା ଆପଣଙ୍କ ସେହି ସେଲ କୁ ପୁଣି ଥରେ ଆକ୍ଟିଭ କରିବା ପାଇଁ ସାହାର୍ଯ୍ୟ କରିଥାଏ । ଜୀରା ବି ଆପଣ ୧୫ ଗ୍ରାମ ହିଁ ନିଅନ୍ତୁ । ତୃତୀୟ ସାମଗ୍ରୀରେ ଆପଣ ଜୁଆଣୀ ନିଅନ୍ତୁ । ଏହାକୁ ମଧ୍ୟ ଆପଣ ୧୫ ଗ୍ରାମ ନିଅନ୍ତୁ । ଚତୁର୍ଥ ସମଗ୍ରୀରେ ଆପଣଙ୍କୁ ଆବଶ୍ୟକ ପଡିବ ଭଜା ସୋଲା । ଡାଇବେଟିସ କାରଣରୁ ପୁରୁଷଙ୍କ ପରୁଷତ୍ଵ ଉପରେ ପ୍ରଭାବ ପଡିଥାଏ । ଓଜନ କମ ହୋଇଯାଏ । ଆଖି ମଧ୍ୟ ଦୁର୍ବଳ ହୋଇଯାଏ ।

ଆପଣ ଏହି ଉପାୟକୁ ବନାଇବା ପାଇଁ ପ୍ରଥମେ ଲୁହା ତାୱା ଟିଏ ଗ୍ଯାସ ଉପରେ ବସାନ୍ତୁ । ଲୁହ ତାୱାରେ ଭାଜିଲେ ଏଥିରେ ଆଇରନ ଆସିଥାଏ । ଏହା ବହୁତ ଜରୁରୀ ଅଟେ ।  ତାୱା ତାତିବା ପରେ ଏଥିରେ ମେଥି, ଜୀରା ଓ ଜୁଆଣୀକୁ ମିଶାଇ ଧୀର ଆଞ୍ଚ କରି ଭାଜିଦିଅନ୍ତୁ । ଭଜା ହୋଇଯିବା ପରେ ରଖିଥିବା ୧୫ ଗ୍ରାମ ଭଜା ସୋଲା ମିଶାଇ ଆପଣ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିକ କରିଦିଅନ୍ତୁ ।

ଏହାର ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ପାରିବେ ଯଦି ଏହାକୁ ପଥରରେ ପେସନ୍ତୁ । ଏହାକୁ ପଥରରେ ପେଶୀ ଗୁଣ୍ଡ କଲେ କୌଣସି ନିଉଟ୍ରିଏନ୍ସ କମ ହୋଇନଥାଏ । ଗୁଣ୍ଡ ପ୍ରସ୍ତୁତ ହୋଇସାରିବା ପରେ ଏହା ଗ୍ଳାସ ପାଣିରେ ବଡ ଚାମଚର ଅଧ ଚାମଚ ଗୁଣ୍ଡ ସେଥିରେ ପକାନ୍ତୁ । ଚେଷ୍ଟା କରିବେ ତମ୍ବା ପାତ୍ର ନେବା ପାଇଁ ।

ଏହାପରେ ଆପଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବଂ ପ୍ରତିଦିନ ସକାଳେ ଆପଣ ଏହାକୁ ଖାଲି ପେଟରେ ସେବନ କରନ୍ତୁ । ଦେଢ ମାସ ପର୍ଯ୍ୟନ୍ତ ଆପଣ ଏହାର ସେବନ କରିବା ଉଚିତ । ଏହାପରେ ଆପଣ ଏହାର ସେବନ କରିବା ବନ୍ଦ କରିଦିଅନ୍ତୁ । ଦେଖିବେ ଆପଣଙ୍କ ଡାଇବେଟିସକୁ ନିଶ୍ଚୟ ଦୂର କରିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।