ଯେତେ ଭଲ ହେବେ ସେତେ ଦୁଃଖ ପାଇବେ… (Best Motivational speech)

ଆଜିର ଦୁନିଆରେ ଭଲ ମଣିଷ ହେବ ବହୁତ କଷ୍ଟକର ଅଟେ । ଜଣେ ଭଲ ମଣିଷ ସେତେବେଳେ ଯାଏଁ କାନ୍ଦିଥାଏ ଯେବେ ଯାଏଁ ତାର ଧର୍ଯ୍ୟ ରହିଥାଏ । ଯେଉଁ ଦିନ ସହିବା ଶକ୍ତି ନ ଥାଏ ସେଦିନ ଖରାପ କରିଥିବା ବ୍ୟକ୍ତି କାନ୍ଦିଥାଏ । ମଣିଷ ସେତେବେଳେ ଭାଙ୍ଗିଯାଏ ଯେବେ ତାହା ସହ କେହି ନ ଥାନ୍ତି । ଜୀବନ ଓ ବଞ୍ଚିବା ମଧ୍ୟରେ ବହୁତ ଫରକ ରହିଛି । ମଣିଷ ଆପଣଙ୍କର ସାଥ ସେତେବେଳେ ଦେଇଥାନ୍ତି ଯେବେ ଆପଣଙ୍କୁ ଜରୁରୀ ହୋଇଥାଏ । ଯିଏ ଯିବାକୁ ଚାହିଁବ ତାକୁ କେହି ରୋକିବା ଉଚିତ ନୁହେଁ । କିଛି ଲୋକ ଏକା ରହି ନିଜ ପାଇଁ ଠିକ ହୋଇଥାନ୍ତି ।

ଟଙ୍କା ଅଛି ଆପଣଙ୍କର ଅଯୋଗ୍ୟତା କାହାକୁ ଦେଖାଯାଏ ନାହି କି ଗରିବ ଥାଇ ଆପଣଙ୍କ ଯୋଗ୍ୟତା କାହାକୁ ଦେଖାଯାଏ ନାହି । ପ୍ରେମ ବୋଝ ନୁହେଁ । ସଫର ଯେତେ କଷ୍ଟଦାୟକ ହେବ ଲକ୍ଷସ୍ଥଳ ସେତିକି ସୁନ୍ଦର ହେବ । ଯିଏ ଆପଣଙ୍କୁ ହଜାଇବାରେ ଭୟ କରିଥାଏ ସେ ହିଁ ନିଜର ହୋଇଥାଏ । ଏ ଦୁନିଆ ଶସ୍ତାରେ ଲୁଟିଥାଏ ଯିଏ ନିଜର ପରୱା କରେ ନାହି ।

ଘରୁ ବାହାରିଲେ ବୁଦ୍ଧି ନେଇକି ଯାଅ କିନ୍ତୁ ଘରେ ରହିଲେ ହୃଦୟ ନେଇକି ରୁହ କାରଣ ଘର ଏକ ପରିବାର ହୋଇଥାଏ । ଯଦି ଦୁଖ ସମୟରେ ଆପଣ ହସିପାରିବେ ନାହି ତେବେ ଆପଣ ସୁଖରେ ରହିପାରିବେ ନାହି । ସମ୍ପର୍କ ଏମିତି ହେବା ଉଚିତ ଯଦି ଦୁଇ ଜଣଙ୍କ ମଧ୍ୟରେ ଲଢେଇ ହେଉଥାଏ ତେବେ ତୃତୀୟ ଲୋକ ଜାଣିବ ନାହି ।

ନିଜର ମନୋବଳ ଦୃଢ ରଖି ଆଗକୁ ବଢିଲେ ଜୀବନ ସୁଖରେ ଅତିବାହିତ ହେବ । ବିଶ୍ଵାସ କରିବା ଠିକ କିନ୍ତୁ କାହା ଉପରେ ଅଧିକ ବିଶ୍ଵାସ କରିବା ଅନୁଚିତ । ଲୋକ ବଦଳିବା ଦେଖି ଆପଣ ମନ ଦୁଖ କରନ୍ତୁ ନାହି କାରଣ ଯିଏ ବଦଳିଯାଏ ତାକୁ ନିଜ ଜୀବନରୁ ଦୂରେଇ ଦିଅ । ସେମାନଙ୍କୁ ଧନ୍ୟବାଦ ଦିଅ ଯେଉଁମାନେ ତୁମକୁ ଜଣାଇଲେ ନିଜର ଦେଖା ଯାଉଥିବା ବ୍ୟକ୍ତି କେବେ ନିଜର ହୋଇପାରେ ନାହି ।

ଆମେ ଏମିତିରେ ବି ଖୁସିରେ ରହିଥାଉ କାରଣ ନିଜର କେହି ନ ଥାନ୍ତି । ଯେବେ ପ୍ରେମ ଆରମ୍ଭ ହୁଏ ତେବେ ସବୁ କିଛି ଠିକ ଥାଏ । କିନ୍ତୁ ସମୟ ବଦଳିଲେ ଆପଣ ସମ୍ପର୍କକୁ କେମିତି ନିଭାଇବେ ତାହା ଦେଖିବା ବାକିଥାଏ । କ୍ରୋଧ ସାନ୍ତ ହେବା ପରେ ଜଣାପଡେ କି କ୍ଷତି କାହାର ହୋଇଛି । ଯେବେ କଳିଯୁଗ ଆରମ୍ଭ ହେବ ମଣିଷ ସ୍ଵାର୍ଥପର ହୋଇଯିବ ।

ଆବଶ୍ୟକ ଥିବାବେଳେ ଆପଣଙ୍କ ପାଦ ଧରିବ କିନ୍ତୁ କାମ ସାରିଲେ ଆପଣଙ୍କୁ ଚିହ୍ନି ପାରିବ ନାହି । ଯିଏ ଛାଡିଗଲା ତାକୁ ମନେ ରଖନାହି ଆଉ ଯିଏ ତଳକୁ ଖସିଗଲା ତାକୁ ଉଠାଇବାରେ ସମୟ ବରବାତ କରନାହି । ଘରଲୋକେ ମାନିଯାନ୍ତି ଯଦି ପ୍ରୟାସ ମଣିଷ ଶେଷ ଯାଏଁ କରିଥାଏ । ଆପଣ ସେତେ ଯାଏଁ ଭଲ ଥିବେ ଯେବେ ଯାଏଁ ସାମନାବାଲାର ଆବଶ୍ୟକ ଥିବ ।

ଯଦି ଜୀବନରେ ଶାନ୍ତି ପାଇବାକୁ ଚାହଁ ତେବେ ପ୍ରଥମେ ମନକୁ ଶାନ୍ତ ରଖ । ଏହା ଥିଲା କିଛି ଟିପ୍ସ ଯାହା ମଣିଷକୁ ବୁଝିବା ନିହାତି ଜରୁରୀ ଅଟେ । ବନ୍ଧୁଗଣ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।