Odia Gk Questions- ଜଣେ ମହିଳା, ପୁରୁଷକୁ ସବୁକିଛି ଦେଇପାରିବ, କିନ୍ତୁ ଏମିତି କଣ ଅଛି ଯାହା ଦେଇପାରିବ ନାହିଁ ?

ନମସ୍କାର ବନ୍ଧୁଗଣ, ଦୁନିଆ ହେଉଛି ଏକ ବଡ ପ୍ରଶ୍ନ । କାରଣ ପ୍ରଶ୍ନ ବିନା କିଛି ସମ୍ଭବ ନୁହେଁ । ଯଦି ପ୍ରଶ୍ନ ନ ରହିବ ତେବେ ଉତ୍ତର କେଉଁଠାରୁ ଆସିବ । ତେଣୁ ଆପଣ ମାନଙ୍କ ମନରେ ରହିଥିବା ପ୍ରଶ୍ନ ସ୍ଵାଭାବିକ ଯାହାର ଉତ୍ତର ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ଯାହାର ଉତ୍ତର ଜାଣିବା ପରେ ଆପଣ ନିଜର ଜ୍ଞାନ ଏବଂ ବୁଦ୍ଧିକୁ ନିହାତି ଭାବରେ ବିକଶିତ କରି ଏହାକୁ କୌଣସି କାର୍ଯ୍ୟରେ କାର୍ଯ୍ୟକାରୀ କରିପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର ।

1- 1998 ମସିହାରେ ଭାରତରେ କେଉଁଠାରେ ପରମାଣୁ ବୋମା ପରୀକ୍ଷଣ କରାଯାଇଥିଲା ? ଉତ୍ତର: ରାଜସ୍ଥାନରେ ପ୍ରଥମେ ପରମାଣୁ ବୋମା ପରକ୍ଷଣ କରଯାଇଥିଲା ।

2- କେଉଁ ଦେଶ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ ? ଉତ୍ତର: ଭାରତ ସର୍ବଧିକ ଆମ୍ବ ଉତ୍ପାଦନ କରିଥାଏ ।

3- ଭାରତରେ ସବୁଠାରୁ ଅଧିକ ବେଗରେ ଗତି କରୁଥିବା ଟ୍ରେନର ନାମ କଣ ? ଉତ୍ତର: ବନ୍ଦେ ଭାରତ ଏକ୍ସପ୍ରେସ

4- ସିନ୍ଧୁ ସଭ୍ୟତାର କେଉଁ ସ୍ଥାନ ଭାରତରେ ଅଛି ? ଉତ୍ତର: ଲୋଥଲ

5- କେଉଁ ଦେଶରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳିଥାଏ ? ଉତ୍ତର: କାନାଡାରେ ସିଗାରେଟ ମିଳିଲେ ଫାଶୀ ଦଣ୍ଡ ମିଳିଥାଏ ।

6- ହାତୀ ଗୋଟିଏ ଥରରେ କେତେ ଲିଟର ପାଣି ପିଇଥାଏ ? ଉତ୍ତର: ହାତୀ ଗୋଟିଏ ଥରରେ 14 ଲିଟର ପାଣି ପିଇଥାଏ ।

7- କେଉଁ ପରିବା ଖାଇଲେ ଦାନ୍ତ ସଫା ହୋଇଥାଏ ? ଉତ୍ତର: ଅମୃତଭଣ୍ଡା ଖାଇଲେ ଦାନ୍ତ ସଫା ହୋଇଥାଏ ।

8- ଏମିତି କେଉଁ ଜୀବ ଅଛି ଯିଏ ପାଣି ଭିତରେ ରୁହେ କିନ୍ତୁ ପାଣି ପିଏ ନାହିଁ ? ଉତ୍ତର: ବେଙ୍ଗ ।

9- କେଉଁ ଦେଶରେ ସବୁଠାରୁ ବେଶି ପୋଲିସ ଅଛନ୍ତି ? ଉତ୍ତର: ଆମେରିକା

10- କେଉଁ ଦେଶର ଲୋକ ସବୁଠୁ କମ ମାଂସ ଖାଇଥାନ୍ତି ? ଉତ୍ତର: ଭୁଟାନ

11- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ କାମ କେଉଁ ଦିନରୁ ଆରମ୍ଭ ହୋଇଥାଏ ? ଉତ୍ତର: ଅକ୍ଷୟତୃତୀୟା

12- ହରିୟାଣା ମହାତ୍ମାଗାନ୍ଧୀ କାହାକୁ କୁହାଯାଏ ? ଉତ୍ତର: ମୂଲଚାନ୍ଦ ଜୈନ

13- ଅସାମରେ ମୋଟ କେତୋଟି ଜିଲ୍ଲା ଅଛି ? ଉତ୍ତର: ଆସାମରେ ମୋଟ 35ଟି ଜିଲ୍ଲା ଅଛି

14- ଆକବରଙ୍କ ମୃତ୍ୟୁ କେବେ ହୋଇଥିଲା ? ଉତ୍ତର: ଆକବରଙ୍କ ମୃତ୍ୟୁ 1605 ମସିହାରେ ହୋଇଥିଲା ।

15- ଜଣେ ମହିଳା, ପୁରୁଷକୁ ସବୁକିଛି ଦେଇପାରିବ । କିନ୍ତୁ ଏମିତି କଣ ଅଛି ଯାହା ଦେଇପାରିବ ନାହିଁ ? ଉତ୍ତର: ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଜଣେ ମହିଳା ପୁରୁଷକୁ କୋକେଇରେ କାନ୍ଧ ଦେଇପାରିବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।