ଇଏ ହେଉଛନ୍ତି ରିଅଲ ଲାଇଫ ସିଙ୍ଘମ, ଜଣେ ଏମିତି IPS ଅଫିସର ଯିଏ 7 ବର୍ଷ ରହିଲେ ଜେଲରେ, ବାହାରକୁ ବାହାରିଲେ ତ ଲାଞ୍ଚୁଆ ମାନଙ୍କୁ ପହଞ୍ଚେଇ ଦେଲେ ଜେଲ

ବନ୍ଧୁଗଣ ଗୋଟେ ବିଜ୍ଞାପନରେ ଆପଣ ମାନେ ଦେଖିଥିବେ ଟ୍ୟାଗଲାଇନ “ଦାଗ ଅଛେ “। ଏହି ଟ୍ୟାଗ ଲାଇନ ବିଜ୍ଞାପନରେ ହିଁ ଭଲ ଲାଗିଥାଏ । କିନ୍ତୁ ବ୍ୟକ୍ତି ଜୀବନରେ ଯଦି କେବେ ଦାଗ ଲାଗିଯାଏ ତେବେ ସେ କେତେ ସମସ୍ୟାର ସମୁଖୀନ ହେଉଥିବ ତାହା କହିବା ସମ୍ଭବ ନୁହେ ।

ଯେବେ କୌଣସି ବ୍ୟକ୍ତି ଉପରେ ବଦନାମର ଦାଗ ଲାଗିଯାଏ ତେବେ ଆମ ସମାଜ ତାକୁ କେବେ ଗ୍ରହଣ କରିନଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯେଉଁଥିରେ ଜଣେ ଅଧିକାରୀଙ୍କ ଉପରେ ବଦନାମର ଦାଗ ଲାଗିଥିଲା ଓ ତାଙ୍କୁ ୭ ବର୍ଷ ଜେ-ଲ-ରେ ରହିବାକୁ ପଡିଥିଲା । ସେହି ଅଧିକାରୀ ଜଣକ ଆଇପିଏସ ଅଫିସର ଯାହାଙ୍କର ଜଣ ହେଉଛି କର୍ଣ୍ଣାଟକରେ ଯାହାଙ୍କର ନାଁ ହେଉଛି ଦିନେଶ ଏମସନ ଯାହାଙ୍କୁ ୭ ବର୍ଷ ଜେ-ଲ-ରେ ରହିବାଲୁ ପଡିଥିଲା ।

ଦିନେଶଙ୍କର ଜନ୍ମ ୧୯୭୧ ସେପ୍ଟେମ୍ବର ୬ରେ କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲାର ଚିନ୍ତାମଣି ତହସିଲ ଗାଁର ମୁନାଗନାହଲ୍ଲୀରେ ହୋଇଥିଲା । ୧୯୯୫ରେ ସେ ରାଜସ୍ଥାନର କେଦାରରେ ଆପିଏସ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ଅପିଏସ ଅଫିସର ହେବ ଅପରେ ତାଙ୍କୁ ୧୯୯୯ରେ ରାଜସ୍ଥାନ ପୋ-ଲି-ସ-ରେ ଦୋସା ଏଏସପିର ପଦ ମିଳିଥିଲା । ଏହା ପରେ ଆଇପିଏସ ଦିନେଶ କାରୋଲି, ସବାଇ ମାଧୋପୁର, ଆଲବର, ଉଦୟପୁରରେ ଏସିପି ଭାବେ କମା କରିଥିଲେ । ବର୍ତ୍ତମାନ ଦିନେଶ ରାଜସ୍ଥାନର ଭ୍ରଷ୍ଟାଚାରଙ୍କର ଖିଲାପରେ ଅଛନ୍ତି ଦିନେ ସେ ୭ ବର୍ଷ ଜେ-ଲ୍ ରେ  ରହିଥିଲେ । ଆଜିକା ଡେଟରେ ରାଜସ୍ଥାନର ସିଙ୍ଘମ ଭାବହବେ ଦିନେଶ ପରିଚିତ ଅଟନ୍ତି ।

ଜେ-ଲ-ରୁ ଆସିବା ପରେ ଆପିଏସ ଦିନେଶ ରାଜସ୍ଥାନ ଭ୍ର-ଷ୍ଟା-ଚା-ର ନି-ରୋ-ଧ-କ ବ୍ଯୁ-ରୋ-ର କମାନ ସମ୍ଭାଳିଥିଲେ । ଦିନେଶ ଏକ ସାକ୍ଷାତକାରରେ କହିଥିଲେ ଯେ ମାତ୍ର ୬ମାସ ମଧ୍ୟରେ ଦେଶରେ ପ୍ରଥମ ଅଠର ପାଇଁ ଷ୍ଟେଟ ଏଜେନ୍ସିଙ୍କୁ ଏକା ସହିତ ଲା-ଞ୍ଚ ନେବା ଯୋଗୁ ଜେ-ଲ ପଠା ଯାଇଅଛି । ଯେଉଁ ମାନେ ଜେ-ଲ ଯାଇଛନ୍ତି ସେମାନେ ହେଉଛନ୍ତି ଆଏଏଶ, ଆପିଏସ, ୭ଜଣ ଆରେଏସ ସାମିଲ ଅଛନ୍ତି । ଏହି ମାମଲାରେ ଅନେକ କଲେକ୍ଟର, ଏସି ଓ ଆରେଏସ ଅଧିକାରୀ ଏବେ ବି ଜେ-ଲ-ରେ ଅଛନ୍ତି ।

ଆପୀଏସ ଦିନେଶ ଗୋଟିଏ ପରେ ଗୋଟିଏ ଅଫିସରଙ୍କୁ ତାଙ୍କ ଖରାପ କାମ ପାଇଁ ଜେ-ଲ ପଠାଇଥିଲେ । ଦିନେଶ ସାହପୁର ସବ-ଦିବିଜନଲ ମାଜିଷ୍ଟ୍ରେଟ ଭାରତ ଭୂଷଣ ଘୋ-ଷାଲଙ୍କୁ ସାଢେ ତିନି ଲକ୍ଷ ଟଙ୍କାସହ ଧରିଥିଲେ । ଏହି ଟଙ୍କା ଲା-ଞ୍ଚ ର ପ୍ରଥମ କିସ୍ତି ଥିଲା ଯାହା ଗୋୟାଲ ଆୟୁର୍ବେଦିକ ଔଷଧର ଫ୍ୟାକ୍ଟିରୀରେ ଦେବା ପାଇଁ ବେପାରୀ ଦ୍ଵାରା ଡିଯାଇଥାନ୍ତା । ଆପିଏସ ଦିନେଶ ଅବକାରୀ ଇନ୍ସ୍ପେକ୍ଟର ପୂଜା ଯାଦବଙ୍କୁ ମ-ଦ ଦୋ-କା-ନ ଲଗାଉଥିବା ବ୍ୟକ୍ତି ତହରୁ ୪୦,୦୦୦ ଟଙ୍କା ନେବା ବେଳେ ଧରିଥିଲେ ।

ଦିନେଶ ଅଧିକାରୀଙ୍କୁ ଧରିଥିଲେ ଯିଏ ମାଲବୀୟ ନଗରରେ ଘର ତିଆରି କରିବା ପାଇଁ ୭୦,୦୦୦ ଟଙ୍କା ନେଇଥିଲେ । ଏହି ଘଟନାଟି ୨୦୦୫ରେ ହୋଇଥିଲା ଯେତେବେଳେ ଦିନେଶ ଉଦୟପୁରରେ ଏସି-ପି ଥିଲେ । ସେହି ସମୟରେ ରାଜସ୍ଥାନ ଓ ଗୁଜୁରାଟ ପୋଲିସ ମିଶି କରି ଜେନର ଅପେରସନରେ ହିତରୀସିତାର ସୋହରବୁଦ୍ଦିନ ସେଖଙ୍କୁ ଏନକାଉଣ୍ଟରରେ ମା-ରି-ଥି-ଲେ ।

ପରେ ଏହି ଏ-ନ-କା-ଉ-ଣ୍ଟ-ର-କୁ ମି-ଛ ବୋଲି କୁହାଗଲା । ଏହା ପରେ ଦିନେଶ ଓ ତାଙ୍କ ଟିମ ଅଧିକାରୀଙ୍କ ବି-ରୁ-ଦ୍ଧ-ରେ ମା-ମ-ଲା ରୁ-ଜୁ କରା ଯାଇଥିଲା । ଏହି କାରଣ ଯୋଗୁ ଦିନେଶଙ୍କୁ ୭ ବର୍ଷ ଜେ-ଲ ହୋଇଥିଲା । ଏହା ପରେ ୨୦୧୪ରେ ସେ ଜେ-ଲ-ରୁ ଫେରିଥିଲେ ଓ ୨୦୧୭ରେ ଏହି ମା-ମ-ଲା-ରୁ ମୁକ୍ତି ମିଳିଥିଲା ।

ଅପିଏସ ଦିନେଶ ଅପିଏସ ଅଧିକାରୀ ଅଶୋକ ସିଙ୍ଘବୀଙ୍କୁ ୨କୋଟି ୫୦,୦୦୦୯ ଟଙ୍କାରେ ସହ ଜ-ବ-ତ କରିଥିଲେ । ଏହା ପରେ ଦିନେଶ ଚର୍ଚ୍ଚାରେ ରହିଥିଲେ ହୋଇଥିଲା ଯେଉଁ ଟିମ ୨୦୧୭ ଜୁନ ୨୪ରେ ରାଜସ୍ଥାନର ଚୁରୁ ଜେ-ଲ-ର ଗାଁ ମାଲାସରରେ ଜ୍ଞାଙ୍ଗଷ୍ଟାର ଆନନ୍ଦପାଳ ସିଂଙ୍କୁ ଏ-ନ-କା-ଉ-ଣ୍ଟ-ର କରିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ