Personality Test- ପସନ୍ଦ କରନ୍ତୁ ନିଜ ପସନ୍ଦର ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ବିବାହ କେଉଁ ଋତୁ ରେ ହେବ ?

ମନୁଷ୍ୟ ଜୀବନରେ ଖୁସି ରହିବା କୁ ହେଲେ ଭଲ ଜୀବନ ସାଥୀଟିଏ ଆବଶ୍ୟକ । କିନ୍ତୁ ସମସ୍ତଙ୍କୁ ଭଲ ବା ମନ ମୁତାବକ ଜୀବନ ସାଥୀଟିଏ ମିଳେ ନାହିଁ । ଜୀବନରେ ଭଲ ଜୀବନ ସାଥୀଟିଏ ନଥିଲେ ଜୀବନ ଦୁର୍ବିସହ ହୋଇଯାଏ । କିଛି ବ୍ୟକ୍ତିଙ୍କ ଜୀବନ ଭଲ ସାଥିଟିଏ ପାଇଁ ଜୀବନ ଉଧାର ହୋଇଯାଏ ଓ ବହୁତ ଖୁସିରେ ଜୀବନ ବିତିଥାଏ । କିଛି ବ୍ୟକ୍ତି ଜୀବନ ସାରା ଅବିବାହିତ ମଧ୍ୟ ରହିଥାନ୍ତି ।

ଆଜି ଆମେ ବିବାହିତ ପୁରୁଷ ମାନଙ୍କ ଏକ ଜରୁରୀ କଥା ବିଷୟରେ ଜଣାଇବୁ । ପସନ୍ଦ କରନ୍ତୁ ଏହି ନମ୍ବର ମାନଙ୍କରୁ ଗୋଟିଏ ନମ୍ବରକୁ ଆଉ ଜାଣନ୍ତୁ କେଉଁ ଋତୁରେ ଆପଣଙ୍କର ବିବାହ ହେବ ।

୧ – ଯଦି ଆପଣ ପ୍ରଥମ ଅର୍ଥାତ ୧ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ବହୁତ ରୋମାଣ୍ଟିକ ଅଟନ୍ତି ଓ ନିଜ ଜୀବ ସାଥିକୁ ନେଇ ବହୁତ କିଛି ଆଶା ଆପଣଙ୍କ ମନରେ ରହିଛି ଓ ଆପଣଙ୍କ ବିବାହ ଖରା ଋତୁରେ ହେବ ।

୨ – ଯଦି ଆପଣ ଦ୍ଵିତୀୟ ଅର୍ଥାତ ୨ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ବହୁତ ଆକର୍ଷଣ ଓ ପ୍ରଭାବଶାଳି ବ୍ୟକ୍ତିତ୍ବ ଅଟନ୍ତି । ଆପଣ ସକରାତ୍ମକ ଚିନ୍ତାଧାରା ରଖନ୍ତି । ଆପଣ ଯାହାକୁ ପ୍ରେମ କରନ୍ତି ତାଙ୍କୁ ହିଁ ବିବାହ କରିବା ଆପ୍ରାଣ ଚେଷ୍ଟା କରନ୍ତି ।  ଆପଣଙ୍କ ବିବାହ ଥଣ୍ଡା ଋତୁରେ ହେବ ।

୩ – ଯଦି ଆପଣ ତୃତୀୟ ଅର୍ଥାତ ୩ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ବିଶ୍ଵାସୀ ଓ ଦାୟିତ୍ୱବାନ ହୋଇଥାନ୍ତି । ପ୍ରେମରେ ଆପଣ ବହୁତ ଭାବୁକ ଓ ଲାଜ କରନ୍ତି । ସେଥିପାଇଁ ଆପଣ ନିଜର ବିଚାରକୁ ଜଲ୍ଦି ବ୍ୟକ୍ତ କରି ପାରନ୍ତି ନାହିଁ । ଆପଣଙ୍କ ବିବାହ ବର୍ଷା ଋତୁରେ ହେବ ।

୪ – ଯଦି ଆପଣ ଚତୁର୍ଥ ବା ୪ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ବିଶ୍ଵାସୀ ଓ ଦାୟିତ୍ୱବାନ ହୋଇଥାନ୍ତି । ପ୍ରେମରେ ଆପଣ ବହୁତ ଭାବୁକ ଓ ଲାଜ କରନ୍ତି । ସେଥିପାଇଁ ଆପଣ ନିଜର ବିଚାରକୁ ଜଲ୍ଦି ବ୍ୟକ୍ତ କରି ପାରନ୍ତି ନାହିଁ । ଆପଣଙ୍କ ବିବାହ ପତ୍ର ବର୍ଷା ଋତୁରେ ହେବ ।

୫ – ଯଦି ଆପଣ ପଞ୍ଚମ ବା ୫ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ ଓ ଦାୟିତ୍ୱବାନ ବ୍ୟକ୍ତି ଅଟନ୍ତି । ଆପଣ ନିଜ ଜୀବନ ସହ ଜଡିତ ସବୁ ନିଷ୍ପତିକୁ ନେବା ପାଇଁ ପୁରା ସମୟ ନିଅନ୍ତି । ପ୍ରେମ ମାମଲାରେ ବି ଆପଣଙ୍କ ଚିନ୍ତାଧାରା କିଛି ଏହିଭଳି ଅଟେ । ଆପଣଙ୍କ ବିବାହ ବସନ୍ତ ଋତୁରେ ବିବାହ ହେବ ।