ଜାଣନ୍ତୁ ବ୍ରହ୍ମୋସ ମିସାଇଲ ନାମରେ କାହିଁକି ଭୟରେ ଥଋ ଉଠନ୍ତି ଶତୃ ଦେଶ

ଭାରତର ବ୍ରହ୍ମୋସ ମିସାଇଲ ଦୁନିଆର ପ୍ରଥମ ଓ ଏକ ମାତ୍ର ବ୍ରହ୍ମୋସ ସୁପରସୋନିକ କ୍ରୂଜ ମିସାଇଲ ଅଟେ, ଏହାର ରଫ୍ତାର ୨.୫ ରୁ ୩.୦ ମୈକ ଅଟେ । ଏହାର ଅର୍ଥ ଏହା ଅଟେ କି ବ୍ରହ୍ମୋସ ମିସାଇଲ ଗୋଟିଏ ସେକଣ୍ଡରେ ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ । ବ୍ରହ୍ମୋସ ମିସାଇଲକୁ ଧରିବା ଦୁନିଆର କୌଣସି ବି ମିସାଇଲ ପାଇଁ ଅସମ୍ଭବ ଅଟେ ।

୧ – ବ୍ରହ୍ମୋସ ମିସାଇଲର ସବୁଠୁ ବଡ ବିଶେଷତା ଏହା ଅଟେ କି ଏହା ନ୍ୟୁକ୍ଲିୟର ୱର ହେଡ ଟେକନିକ ଦ୍ଵାରା ପ୍ରସ୍ତୁତ । ଅର୍ଥାତ ଏଥିରେ ପରମାଣୁ ଆକ୍ରମଣକୁ ରୋକିବାର କ୍ଷମତା ଅଛି ।

୨ – ଏହାର ଅନ୍ୟ ଏକ ଭଲ ଗୁଣ ଏହା ଅଟେ କି ଏହାକୁ ଆକାଶ, ସ୍ଥଳ ଓ ଜଳ ଭାଗରୁ ବି ଫାୟାର କରାଯାଇ ପାରିବ । ଏହାକୁ ପନଡୁବ୍ବୀରୁ ବି ଫାୟାର କରିବା ପାଇଁ ଦୁଇ ଥର ପରୀକ୍ଷଣ କରା ଯାଇ ସାରିଛି ।

୩ – ବ୍ରହ୍ମୋସ ମିସାଇଲ ମେନୁୱରେବଲ ଟେକନିକ ଦ୍ଵାରା ପ୍ରସ୍ତୁତ ମାନେ ଏହା ପବନରେ ହିଁ ନିଜର ରାସ୍ତା ବଦଳାଇ ପାରିବ ଓ ଚାଲୁଥିବା ଲକ୍ଷକୁ ବି ଭେଦ କରି ପାରିବ । ଫାୟାର କରିବା ପରେ ଯଦି ଶତ୍ରୁର ମିସାଇଲ କିମ୍ବା ଜେଟ ନିଜର ରାସ୍ତା ବଦଳାଇ ନିଏ ତେବେ ଏହି ମିସାଇଲ ନିଜର ରାସ୍ତା ବଦଳାଇ ନେଇ ଥାଏ ଓ ନିଜର ଟାର୍ଗେଟକୁ ନଷ୍ଟ କରି ହିଁ ଦମ ନିଏ ।

୪ – ଏହି ମିସାଇଲ ୧୨୦୦ ୟୁନିଟ ଊର୍ଜା ଜନ୍ମ କରି ୨୧୦ କିଲୋମିଟର ପର୍ଯ୍ୟନ୍ତ ନିଜର ଲକ୍ଷକୁ ନଷ୍ଟ କରି ପାରିବ ।

୫ – ଏହାକୁ ଭର୍ଟିକଲ କିମ୍ବା ସିଧା କୌଣସି ବି ପ୍ରକାରରେ ପ୍ରକ୍ଷେପଣ କରିଯାଇ ପାରିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।