ଜାଣନ୍ତୁ ଭାରତର ଅଲଗା ଅଲଗା ଭାଷାରେ କେମିତି କରିଥାନ୍ତି ପ୍ରେମର ପ୍ରକାଶ, 7ନଂ ତ ନିଶ୍ଚୟ ଦେଖନ୍ତୁ

ରିଲେସନଶିପର ସବୁଠୁ ସୁନ୍ଦର ସମୟ ସେତେବେଳେ ହୋଇଥାଏ ଯେତେବେଳେ ପ୍ରେମର ଇଜ଼ହାର କରାଯାଇଥାଏ । ଯେଉଁ ବ୍ୟକ୍ତି ପ୍ରେମ କରିଥାଏ ସେ ଏହି ସମୟ ପାଇଁ ବହୁତ ସ୍ଵପ୍ନ ସଜାଇ ରଖିଥାଏ । ଏହା ଯେତିକି ଖୁସି ଦେଇଥାଏ ଏହାକୁ କରିବା ସେତିକି ହିଁ କଷ୍ଟ ଅଟେ । ଜୀବନର ସବୁଠୁ ସୁନ୍ଦର ଅନୁଭବକୁ ଶବ୍ଦରେ କହିବା ଏତେ ବି ସହଜ ନୁହେଁ ।

ଲୋକମାନେ ଏଥିପାଇଁ ବହୁତ ଲମ୍ବା ଚଉଡା ପ୍ଲାନିଙ୍ଗ ବି କରିଥାନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ ପୁରା ୨୦ ଟି ଭାଷାରେ କେମିତି ନିଜର ମନ କଥା ନିଜର ପ୍ରେମିକାକୁ କହିବେ ସେହି ବିଷୟରେ କହିବୁ ।

କହିବାକୁ ଗଲେ ପ୍ରେମ ଭାଷା, ଜାତି , ଧର୍ମ କିମ୍ବା ସୀମାକୁ ଦେଖେ ନାହିଁ । ଏଥିରେ କୌଣସି ବିଶେଷ ଭାଷା ବି ଦରକାର ପଡେ ନାହିଁ । କିନ୍ତୁ ଯଦି ଆପଣ ନିଜ ପ୍ରେମର ଇଜ଼ହାର ନିଜ ମନପସନ୍ଦ ଭାଷାରେ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଜାଣନ୍ତୁ ଭାରତର ୨୦ ଟି ଭାଷାରେ କେମିତି ନିଜର ଭଲ ପାଇବାକୁ କୁହାଯାଇଥାଏ । ଇଙ୍ଗ୍ଲିଶରେ ତିନୋଟି ମେଜିକଲ ଶବ୍ଦ I love you.. କୁ ।

ସର୍ବେ ପ୍ରଥମେ ଆରମ୍ଭ କରୁଛୁ ହିନ୍ଦୀରୁ…… ବନ୍ଧୁମାନେ ଏହି ଭାଷା ସବୁଠୁ ସହଜ ଅଟେ ଆପଣ ସିଧା ସିଧା କହି ପାରିବେ କି…. ମୁଝେ ତୁମସେ ପ୍ୟାର ହୈ ।

୧. ବର୍ତ୍ତମାନ ଉର୍ଦୁରେ ଯଦି କହିବେ, ଆପଣଙ୍କୁ ଆପଣଙ୍କର ମେହବୂବକୁ କେବଳ ଏତିକି ହିଁ କହିବାର ଅଛି କି…. ମୈଂ ଆପ ସେ ପ୍ୟାର କରତା ହୂଂ ।

୨. ଅନ୍ୟ ପଟେ ପଞ୍ଜାବୀରେ କହିବାକୁ ଚାହୁଁଛନ୍ତି ତେବେ କୁହନ୍ତୁ କି.. ମୈଂ ତୈନୂ ପ୍ୟାର କରଦା ।

୩. ଗୁଜରାଟି ରେ ବି ସହଜ ଅଟେ ଯେମିତି କି.. ହୋ ତନେ ପ୍ରେମ କରୂଂ ଛୂଂ ।

୪. ବଙ୍ଗାଳୀରେ ଆପଣ କହିବେ.. ଆମୀ ତୋମାକେ ଭାଲୋ ବାଶୀ ।

୫. ମରାଠୀରେ କୁହନ୍ତୁ.. ମୀ ତୁଲା ପ୍ରେମ କରତୋ ।

୬. ରାଜସ୍ଥାନୀ ଭାଷାରେ କୁହନ୍ତୁ କି.. ମୈଂ ତନେ ପ୍ୟାର କରୁ ।

୭. ତେଲୁଗୁରେ କୁହନ୍ତୁ.. ନେନୂ ନିନ୍ନୂ ପ୍ରେମୀସତୁନ୍ନାନୁ ।

୮. ମଲାୟାଲମରେ କୁହନ୍ତୁ.. ନଜନ ନିନ୍ନେପ୍ରେମୀକୁନ୍ନୂ ।

୯. ତାମିଲରେ କହି ପାରିବେ.. ନାନ ଉନ୍ନଈ ପ୍ରେମୀସତୁନ୍ନାନୁ ।

୧୦. କନ୍ନଡରେ କୁହାଯାଏ.. ନାନୂ ନୀନ୍ନା ପ୍ରୀତିସୁତୈନ ।

୧୧. ଓଡିଆରେ କୁହନ୍ତୁ.. ମୂ ତୁମକୁ ଭଲ ପାଏ ।

୧୨. ମଣିପୁରୀରେ କହି ପାରିବେ.. ଇନା ନଂନଗୂବୂ ନୁନଗସୀ ।

୧୩. ସିନ୍ଧିରେ କୁହନ୍ତୁ.. ମା ତୋଖେ ପ୍ୟାର କେଦୋଂ ଅହୟନ ।

୧୪. କୋନକନୀରେ କୁହନ୍ତୁ.. ତୁ ମାଗେଲ ମୋଗା ଛୋ ।

୧୫. କଶ୍ମୀରୀ ଭାଷାରେ କୁହନ୍ତୁ.. ମଇ ଛା ଚୈନ ମାଈ ।

୧୬. ଅସାମୀରେ କୁହନ୍ତୁ.. ମୋଈ ତୋମକ ଭାଲ ପାଓ ।

୧୭. ସଂସ୍କୃତରେ କହି ପାରିବେ.. ତ୍ୱାହୀ ଶିନହୟାମୀ ।

୧୮. ମୈଥଲୀରେ କୁହନ୍ତୁ.. ହୋମ ଆହା ସେ ପ୍ୟାର କରୀ ଛହ ।

୧୯. ଭୋଜପୁରୀରେ କହନ୍ତି କି.. ହମ ତୋହରା ସେ ପ୍ୟାର କରୀଲା ।

୨୦. ଫାରସୀରେ କୁହନ୍ତି କି.. ଦୋସେତ ଦରମ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।